ଭୁବନେଶ୍ୱର: ମିଲର୍ ଯେ କେବଳ ଚାଷୀଙ୍କୁ ଲୁଟୁଛନ୍ତି, ତା ନୁହେଁ, ରାଜ୍ୟ ସରକାରଙ୍କୁ ବି କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି। ଚାଉଳ ଯୋଗାଣ ନାଁରେ ଧାନ ନେଇ କୋଟି କୋଟି ଟଙ୍କାର ଘୋଟାଲା କରିଛନ୍ତି ମିଲରମାନେ। ଯୋଗାଣ ବିଭାଗର ନବରଙ୍ଗପୁର ଜିଲ୍ଲା ପରିଚାଳକଙ୍କ ଉଦ୍ଦେଶ୍ୟରେ ଜାରି ହୋଇଥିବା...
ଚେନ୍ନାଇ: ଆଇପିଏଲ୍ ନିଲାମୀରେ ଶେଷ ପର୍ଯ୍ୟାୟରେ ବିକ୍ରି ହେଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ନିଲାମୀର ମୂଳ ମୂଲ୍ୟ ୨୦ ଲକ୍ଷ ଟଙ୍କାରେ ଅର୍ଜୁନଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ର ନେଟ୍ ପ୍ରାକ୍ଟିସ୍ ବେଳେ ଅର୍ଜୁନ ତେନ୍ଦୁଲକରଙ୍କୁ ଦେଖାଯାଇଥିଲା। ୟୁଏଇରେ ଆଇପିଏଲ୍ର ୧୩...
ନୂଆଦିଲ୍ଲୀ: ଆମେରିକାର ପ୍ରତିଷ୍ଠିତ ଟାଇମ ମାଗାଜିନ୍ର ୧୦୦ ଉଦୀୟମାନ ରାଜନେତାଙ୍କ ତାଲିକା ପ୍ରକାଶ କରିଛି ଯେଉଁମାନେ ଭବିଷ୍ୟତରେ ରାଜନୀତିକୁ ପ୍ରଭାବିତ କରିପାରିବେ। ଏହି ତାଲିକାରେ ୫ ଭାରତୀୟ ଯୁବ ନେତାଙ୍କ ନାଁ ସାମିଲ ରହିଛି। ବୁଧବାର ମାଗିଜିନ୍ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି। ମାଗାଜିନ୍ର ଶ୍ରେଷ୍ଠ ୧୦୦...
ମୁମ୍ବାଇ: ଦେଶରେ ବଢ଼ୁଥିବା ତୈଳ ଦରକୁ ନେଇ ଚାରିଆଡ଼େ ହଙ୍ଗାମା ହେଉଥିବା ବେଳେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଶାସକ ବିଜେପି ଉପରେ ଶାଣିତ ଆକ୍ରମଣ କରୁଛନ୍ତି। ଏପରି ସ୍ଥଳେ ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଶିବସେନା ନେତ୍ରୀ ଉର୍ମିଲା ମାତୋଣ୍ଡକର ମଧ୍ୟ ବିଜେପିକୁ କଟାକ୍ଷ କରିଛନ୍ତି। ଦେଶର କେତେକ ରାଜ୍ୟରେ...
ଦିନେ ରିଲ୍ ଲାଇଫ୍ର ହୋରି ଥିବା ବଲିଉଡ୍ ଷ୍ଟାର୍ ସୋନୁ ସୁଦ୍ କରୋନା ସମୟରେ ସାଜିଥିଲେ ରିୟଲ ଲାଇଫ୍ ହିରୋ। କଳ୍ପନା ଦୁନିଆରେ ନାୟକ ହୋଇ ସେ ଯେତିକି ପ୍ରଶଂସା ସାଉଁଟି ନଥିଲେ ବାସ୍ତବ ଜୀବନରେ ନାୟକ ହୋଇ ତାଠୁ ଅନେକ ଭଲପାଇବା ପାଇଛନ୍ତି ସୋନୁ ସୁଦ। କରୋନା...
ଦେଶରେ ବଢ଼ୁଥିବା ତେଲ ଦରକୁ ନେଇ ଚାରିଆଡ଼େ ଅସନ୍ତୋଷ ଦେଖିବାକୁ ମିଳିଛି। ପେଟ୍ରୋଲ ଓ ଡିଜେଲ ଦାମ ଶହେ ଛୁଇଁବାକୁ ବସିଲାଣି। ସାଧାରଣ ଜନତା ଉପରେ ଏହାର ଘୋର୍ ପ୍ରଭାବ ପଡ଼ିଛି। ଏପଟେ ବଢ଼ୁଥିବା ତେଲ ଦରକୁ ନେଇ ସାଧାରଣ ଜନତା ନାକେଦମ ଥିବା ବେଳେ ବେଡ଼ି ଉପରେ...
ମୁମ୍ବାଇ: ଦିନେ ଯେଉଁ ବଲିଉଡ୍ ଷ୍ଟାର୍ମାନେ ଦେଶର ବଢ଼ୁଥିବା ତୈଳଦର ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଥିଲେ ଆଜି ସେମାନେ ନିରବ ରହିଛନ୍ତି। ପୂର୍ବଠାରୁ ଆଜି ତୈଳଦର ବହୁତ ଅଧିକ ବଢ଼ିଯାଇଥିଲେ ବି ଏହି ଷ୍ଟାର୍ମାନେ କିନ୍ତୁ ନୀରବ ଦ୍ରଷ୍ଟା ସାଜିଛନ୍ତି ବୋଲି ମହାରାଷ୍ଟ୍ର କଂଗ୍ରେସ ଅଭିଯୋଗ କରିଛି।...
ନୂଆଦିଲ୍ଲୀ: SARS-CoV-2 ବ୍ରାଜିଲରେ ଚିହ୍ନଟ ଏହି ନୂଆ ଷ୍ଟ୍ରେନର କରୋନା ଭୂତାଣୁକୁ ନେଇ ବିଶ୍ୱବ୍ୟାପୀ ଉଦ୍ବେଗ ପ୍ରକାଶ ପାଇଛି। କାରଣ ମୂଳ ଭୂତାଣୁରେ ୧୨ ପ୍ରକାର ପରିବର୍ତ୍ତନ ଘଟି ସୃଷ୍ଟି ହୋଇଛି ଏହି ନୂଆ ଷ୍ଟ୍ରେନ୍। ବ୍ରିଟେନ୍ ଓ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ନୂଆ ଭୂତାଣୁ ପ୍ରାୟତଃ ଏକ...
ମୁମ୍ବାଇ: ଅହମଦାବାଦର ଦେବଶ୍ରୀ ତ୍ରିବେଦୀ ନାମକ ଜଣେ ମହିଳା ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତିଙ୍କ ପାଖକୁ ପଠାଇଛନ୍ତି ୧୫୦ଟି କଣ୍ଡୋମ। ତାଙ୍କ ଅଫିସ୍ ଠିକଣାକୁ ମଧ୍ୟ କଣ୍ଡୋମ ପଠାଇଥିବା ଦେବଶ୍ରୀ ସୂଚନା ଦେଇଛନ୍ତି। ବିଚାରପତିଙ୍କ ରାୟକୁ ଭୁଲ୍ ଦର୍ଶାଇ ବିକ୍ଷୋଭ ପ୍ରଦର୍ଶନ କରି ସେ ଏପରି କରିଥିବା କହିଛନ୍ତି।...
ଲଦାଖ: ବର୍ତ୍ତମାନର ଭାରତକୁ ୧୯୬୨ ବେଳର ଭାରତ ଭାବିଥିଲା ଚୀନ। ବାରମ୍ବାର ନାଲି ଆଖି ଦେଖାଇ ଭାରତର ଭୂଭାଗ ଦଖଲ୍ର ଲୋଭ ରଖିଥିବା ଚୀନ ଶେଷରେ ନାଚାର ହୋଇ ନାକ କାନ ଆଉଁସି ଫେରିବାକୁ ବାଧ୍ୟ ହୋଇଛି। ଚୀନ୍ ସେନା ପ୍ରତ୍ୟାହାର ନେଇ ନୂଆ ସାଟେଲାଇଟ୍ ଇମେଜ୍ରୁ ଜଣାପଡ଼ିଛି।...
ନୂଆଦିଲ୍ଲୀ: ଚଳିତ ବଜେଟ୍ରେ କେନ୍ଦ୍ର ସରକାର ସୁନା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା ପରେ ସୁନା ମୂଲ୍ୟ ଧୀରେ ଧୀରେ କମିବାରେ ଲାଗିଛି। ଆଜି ପୁଣିଥରେ ସୁନା ଦର କମିଛି। ଦିଲ୍ଲୀରେ ସୁନା ଦଶଗ୍ରାମ ପ୍ରତି ୭୧୭ ଟଙ୍କା କମ୍ ହୋଇଛି। ଫଳରେ ନୂଆ ଦର ୪୬,୧୦୨...
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍ଜେ ଆକବରଙ୍କୁ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟଙ୍କ ଠାରୁ ଶକ୍ତ ଝଟ୍କା ଲାଗିଛି। ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ଆକବର କରିଥିବା ଅପରାଧିକ ମାନହାନି ମକଦମାକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ କୋର୍ଟ। ପ୍ରିୟା ରମାନୀଙ୍କ ପାଇଁ ତାଙ୍କର ସମ୍ମାନ ହାନୀ ହୋଇଥିବା କୋର୍ଟରେ ଆବେଦନ...
ନୂଆଦିଲ୍ଲୀ: ହୁହୁ ହୋଇ ବଢ଼ୁଥିବା ତେଲ ଦର ଲୋକଙ୍କୁ କନ୍ଦାଉଥିବା ବେଳେ ରନ୍ଧନ ଗ୍ୟାସ୍ ଦର ବି ଏକଥାରେ ୫୦ ଟଙ୍କା ବୃଦ୍ଧି ହୋଇଛି। ଏକାଥରେ ଏତେ ଟଙ୍କା ବୃଦ୍ଧି ହେବାରୁ ଚିନ୍ତାରେ ଖାଉଟି। ଆଜି ଦିଲ୍ଲୀରେ ଏଲ୍ପିଜିର ଘରୋଇ ସିଲିଣ୍ଡର ଗ୍ୟାସ୍ ୫୦ ଟଙ୍କା ବୃଦ୍ଧି ହୋଇଛି।...
ନୟାଗଡ଼( ଆର୍ତ୍ତତ୍ରାଣ ପ୍ରଧାନ): ପ୍ରେମିକା ପାଇଁ ପତ୍ନୀକୁ ହତ୍ୟା କଲା ସ୍ୱାମୀ। ସ୍ତ୍ରୀକୁ ମାରିବାକୁ ସୁପାରି କିଲର୍ଙ୍କ ସହିତ ୨ ଲକ୍ଷ ଟଙ୍କାର ଡିଲ୍ ଫାଇନାଲ କରିଥିଲା। ୨୦ ହଜାର ଆଡ୍ଭାନନ୍ସ ବି ଦେଇଥିଲା ସଇତାନ ସ୍ୱାମୀ। ଏହି ପତ୍ନୀ ହନ୍ତା ସ୍ୱାମୀ ହେଲା ଅକ୍ଷୟ ମହାପାତ୍ର। ଅନ୍ୟ...
ଭୁବନେଶ୍ୱର: ନବେ ଛୁଇଁବାକୁ ବସିଲାଣି ପେଟ୍ରୋଲ ଦର। ଏହାକୁ ନେଇ ଏବେ ଚିନ୍ତାରେ ଖାଉଟି। ଜୀବନ ଓ ଜୀବିକାର ଗାଡ଼ି ଏବେ କେମିତି ଗଡ଼ିବ ସେ ନେଇ ସାଧାରଣ ଲୋକଙ୍କ ମନରେ ପ୍ରସ୍ନ ଉଠିଛି। ଫେବ୍ରୁଆରୀ ପହିଲାରେ ପେଟ୍ରୋଲ ଲିଟର ୮୭ ଟଙ୍କା ଥିବାବେଳେ ଆଜି ଏହା ଛୁଇଁଛି...
ମୁମ୍ବାଇ: ଭିକାରୀ ଶୂନ୍ୟ ହେବ ମୁମ୍ବାଇ। ଭିକ୍ଷା ମାଗିବା ଏକ ସାମାଜିକ ଅପରାଧ ଦର୍ଶାଇ ଭିକାରୀ ମୁକ୍ତ ଅଭିଯାନ ଚଳାଇଛି ମୁମ୍ବାଇ ପ୍ରଶାସନ। ଏଥିପାଇଁ ସମସ୍ତ ଭିକାରୀକୁ ଟ୍ରାକ୍ କରିବା ସହିତ ତାଙ୍କୁ ଧରି କୋଭିଡ୍-୧୯ ଟେଷ୍ଟ କରାଇ ଏକ ସ୍ୱତନ୍ତ୍ର ଘରେ ରଖିବାକୁ ମୁମ୍ବାଇର ସମସ୍ତ ଥାନାକୁ ନିର୍ଦ୍ଦେଶ...
ଶ୍ରୀନଗର: ଆଜି ପେବ୍ରୁଆରୀ ୧୪ ତାରିଖ। ୨୦୧୯ ଆଜିର ଦିନରେ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ହିନ ଚକ୍ରାନ୍ତର ଶିକାର ହୋଇ ସହିଦ ହୋଇଥିଲେ ୪୦ ଭାରତୀୟ ଯବାନ। ଏହି ଘଟଣାକୁ ଆଜି ଦୁଇ ବର୍ଷ ପୂରିଥିବା ବେଳେ ପୁଣିଥରେ ସେହି ଲୋମହର୍ଷକ ଦୃଶ୍ୟକୁ ଦୋହରାଇବା ପାଇଁ ଏଥର...
ନୂଆଦିଲ୍ଲୀ: ସ୍ୱିଡେନ୍ର ପରିବେଶବିତ ଗ୍ରେଟା ଥନବର୍ଗ କୃଷକ ଆନ୍ଦୋଳନ ସମ୍ପର୍କିତ ଶେୟାର କରିଥିବା ଟୁଲ୍କିଟ୍ରେ ସମ୍ପୃକ୍ତି ନେଇ ପରିବେଶବିତ୍ ଦିଶା ରବିଙ୍କୁ ସକାଳେ ଗିରଫ୍ କରିବା ପରେ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ୍। ଦିଲ୍ଲୀ ପୋଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ଦିଶାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି। ଗ୍ରେଟା...
ଯଦି ଆପଣ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଦୁଇଟ ଜବରଦସ୍ତ ସିକ୍ରେଟେ ଟ୍ରିକ୍ ବିଷୟରେ କହିବୁ, ଯାହାକୁ ଜାଣିଲେ ମୋବାଇଲ୍ ଚଳାଇବା ଆହୁରି ସହଜ ଓ ସୁରକ୍ଷିତ ହୋଇଯିବ। କେମିତି ସୁରକ୍ଷିତ ଭାବରେ ଇଣ୍ଟର୍ନେଟ୍ ବ୍ୟବହାର କରିପାରିବେ ଓ ମୋବାଇଲ୍ ସ୍କ୍ରିନ୍ରେ ଶୋ...