ଗଞ୍ଜାମ: ରାଜ୍ୟରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ପଜିଟିଭ୍ ହେଲେ ଗଞ୍ଜାମ ଜିଲ୍ଲାର। ଗଞ୍ଜାମରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରଥମଥର ପାଇଁ ଗଞ୍ଜାମ ଜିଲ୍ଲାରେ କରୋନା...
ଫୁଲବାଣୀ: ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ପଟେଲ୍ ବସ୍ ଆଜି ଭାରାସାମ୍ୟ ହରାଇ ଗଞ୍ଜାମ-କନ୍ଧମାଳ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଓଲଟି ପଡ଼ିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି।...
ନୂଆଦିଲ୍ଲୀ: ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରିବା ବାଧ୍ୟତାମୂଳକ ହେବା ନେଇ ତଥ୍ୟ ଗୋପନୀୟତା ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଟ୍ୱିଟ୍ କରି ରାହୁଲ୍ ଲେଖିଛନ୍ତି “ଏହି ଆପ୍ ଏକ ଅତ୍ୟାଧୁନିକ ତଦାରଖ ବ୍ୟବସ୍ଥା। ଏହା ପ୍ରାଇଭେଟ୍ ଅପରେଟର ପାଇଁ ଆଉଟ୍ସୋର୍ସ ଭଳି କାର୍ଯ୍ୟ...
ନୂଆଦିଲ୍ଲୀ: ସରକାରୀ ହେଉ କିମ୍ବା ବେସରକାରୀ କର୍ମଚାରୀ, ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେଲା ଆରୋଗ୍ୟ ସେତୁ ଆପ୍। ସମସ୍ତେ ଏହି କରୋନା ଟ୍ରାକିଂ ଆପ୍କୁ ଡାଉନ୍ଲୋଡ୍ କରିବେ। ଏଥିପାଇଁ ସଂସ୍ଥାର ମୁଖ୍ୟ କର୍ମଚାରୀମାନଙ୍କୁ ଆପ୍ ଡାଉନ୍ଲୋଡ୍ କରିବାକୁ ନିର୍ଦ୍ଦେଶ ଦେବେ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କେବଳ...
ଭୁବନେଶ୍ୱର: ସୁରତରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ବସ୍ରେ ନିଜ ଖର୍ଚ୍ଚରେ ଘରକୁ ଫେରିବା ଆରମ୍ଭ କରିବା ପରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅପରେସନ୍ ଶୁଭାଯାତ୍ରା। ଏହି କ୍ରମରେ ଗତକାଲି କେରଳର ଏର୍ଣ୍ଣାକୁଲମ୍ରୁ ଗୋଟିଏ ଟ୍ରେନ୍ ଓ ଆଜି ଗୁଜରାଟର ସୁରତରୁ ଅନ୍ୟ ଏକ ଟ୍ରେନ୍ରେ ପ୍ରବାସୀ ଓଡ଼ିଆମାନେ...
ଫୁଲବାଣୀ: ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍ ଘାଟିରେ ଓଲଟି ପଡ଼ିଥିବା ଖବର ମିଳିଛି। ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ବସ୍ଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ବସ୍ଟି ଗଞ୍ଜାମ ଯାଉଥିବା ସୂଚନା। ମିଳିଥିବା ସୂଚନାନୁସାରେ ବସ୍ରେ ପାଖାପାଖି ୫୦ ଯାତ୍ରୀ ଥିବା...
ଭୁବନେଶ୍ୱର: ରାଜ୍ୟରେ କରୋନା ସାମ୍ପଲ୍ ଟେଷ୍ଟକୁ ୪ ଗୁଣ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏବେ ଓଡ଼ିଶାରେ ଗୋଟିଏ କୋବାସ୍ ମେସିନ୍ କାର୍ଯ୍ୟ କରୁଥିବା ବେଳେ, ଆଗକୁ ଆଉ ୩ଟି କୋବାସ୍ ମେସିନ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ସରକାରଙ୍କ କୋଭିଡ୍ ମୁଖ୍ୟ...
ଯାଜପୁର: କରୋନା ଲଢ଼େଇରେ ନୂଆ ଚ୍ୟାଲେଞ୍ଜ ପାଲଟିଛି ଯାଜପୁରର କଟିକଟା ପଞ୍ଚାୟତ। ୭ ଦିନରେ କେବଳ ଗୋଟିଏ ପଞ୍ଚାୟତରୁ ୨୧ ପଜିଟିଭ୍ ବାହାରିବା ପ୍ରଶାସନର ନିଦ ହଜାଇଦେଲାଣି। ହେଲେ କଟିକଟାରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଇଁ ଆଜି ସ୍ଥାନୀୟ ଲୋକଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର...
ନୂଆଦିଲ୍ଲୀ: କରୋନା ଲକ୍ଡାଉନ୍ ଯୋଗୁ ଭୁଶୁଡ଼ି ପଡ଼ିଥିବା ଦେଶର ଅର୍ଥନୀତିକୁ ବଳ ଦେବାକୁ ଦ୍ୱିତୀୟ ଆର୍ଥିକ ପ୍ୟାକେଜ୍ ଘୋଷଣା କରିପାରନ୍ତି ଭାରତ ସରକାର। ବିଶେଷ ସୂତ୍ରରୁ ମିଳିଥିବା ଆଜି ପ୍ରଧାନମନ୍ତ୍ରୀ ମରେନ୍ଦ୍ର ମୋଦିଙ୍କ ନେତ୍ୱତ୍ୱରେ ଏସମ୍ପର୍କିତ ଏକ ଗରୁତ୍ୱପୂର୍ଣ୍ଣ ବୌଠକ ବସିଥିଲା। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ...
ଇନ୍ଦୋର: ଲକ୍ଡାଉନରେ ଘରକୁ ଫେରିବାରୁ ଚେଷ୍ଟା କରୁଛନ୍ତି ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ। ଏମିତି କି ଜୀବନକୁ ବିପଦରେ ପକାଇ ଘରକୁ ଫେରିବାକୁ ଚେଷ୍ଟା କରୁଛନ୍ତି ଏମାନେ। ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଇନ୍ଦୋର ସହରରେ। ବିପଦଜନକ ଭାବେ କ୍ରଂକିଟ୍ ମିକ୍ସଚର ଟ୍ୟାଙ୍କରରେ...
କେନ୍ଦ୍ରାପଡ଼ା: ଦୁବାଇରୁ ୨ ଓଡ଼ିଆଙ୍କ ମୃତଦେହ ଆଣିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଗୁହାରି କଲେ ପରିବାର ଲୋକେ। ପଟ୍ଟାମୁଣ୍ଡାଇର ବାବାଜୀ ସେଠୀ ଓ ମାଳିପୁର ଗାଁର ନିରଞ୍ଜନ ମଲ୍ଲିକଙ୍କ ଦୁବାଇରେ କାମ କରୁଥିଲେ। ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା...
ଭୁବନେଶ୍ୱର: ବସ୍ରେ ଘରକୁ ଫେରୁଥିବା ବେଳେ ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ। ମୃତକ ଜଣଙ୍କ ହେଲେ ଗଂଜାମ ଜିଲ୍ଲା ସୁରମଣି ନାରାୟଣପୁରର ପ୍ରକାଶ ଗୌଡ଼। ଚଳନ୍ତା ବସ୍ ରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ ପୋଲିସ ବସ୍କୁ ଅଟକ ରଖିବା ସହ ଶବ ବ୍ୟବଚ୍ଛେଦ...
ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣଙ୍କ ମୁହଁରେ ଭଦ୍ରକର ପରିବା ଚାଷୀ ଛାୟାରାଣୀଙ୍କ ପ୍ରଶଂସା। ଛାୟାରାଣୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଲକ୍ଷ୍ମଣ। ସେ ଜଣେ ସଫଳ ପରିବା ଚାଷ ପାଇଁ ସେଥିପାଇଁ ନୁହେଁ, ବରଂ ତାଙ୍କର ମାନବିକତା ପାଇଁ ଲକ୍ଷ୍ମଣ ତାଙ୍କୁ...
ମୁମ୍ୱାଇ: ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୫ ପୋଲିସ୍ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହା ସହ ମହାରାଷ୍ଟ୍ରର କରୋନା ପଜିଟିଭ ପୋଲିସ୍ ସଂଖ୍ୟା ୩୪୨ କୁ ବୃଦ୍ଧି ପାଇଛି। ଦେଶର ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ୫୪ ଜଣ ପୋଲିସ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା...