• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

mada
ରାଜ୍ୟରେ ମଦ ଦୋକାନ ଖୋଲିବା ନେଇ କ'ଣ କହିଲା ଅବକାରୀ ବିଭାଗ ?

ଭୁବନେଶ୍ୱର:  ରାଜ୍ୟରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ହୋଇନି।  ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନ୍ୟ ରାଜ୍ୟରେ ମଦ ଦୋକାନ ଖୋଲିଥିବାରୁ ଏହାର ତର୍ଜମା କରାଯାଉଛି। ତର୍ଜମା  ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ସୂଚନା ଦେଇଛି।  ଅନ୍ୟପଟେ ଖୋର୍ଦ୍ଧା ଅବକାରୀ...

fsd
ଗ୍ରୀନ୍‌ ଜୋନରେ ବସ୍‌ ଚଳାଇବାକୁ ମନା କଲା ମାଲିକ ସଂଘ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀନ୍‌ ଜୋନରେ ବି ଗଡ଼ିବ ନାହିଁ ବସ୍। ଗ୍ରୀନ ଜୋନ୍‌ରେ ବସ୍ ଚଳାଚଳ ଅନୁମତି ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛି ଘରୋଇ ବସ୍‌ ମାଲିକ ସଂଘ।  ସଂଘର କହିବା ଅନୁଯାୟୀ, ସରକାର ଗତକାଲି ପ୍ରକାଶ କରିଥିବା ବିଜ୍ଞପ୍ତିରେ ଆମ ଦାବି କଥା କିଛି କହିନାହାନ୍ତି। ତେଣୁ...

exam444
ଜୁଲାଇ ୧୮ରେ ହେବ JEE ମେନ୍

ନୂଆଦିଲ୍ଲୀ: ଜୁଲାଇ ୧୮ରେ ହେବ JEE ମେନ୍ ଏଣ୍ଟ୍ରାନ୍ସ।  ଜୁଲାଇ ୧୮ରୁ ୨୩ ପର୍ଯ୍ୟନ୍ତ ଦେଶରେ ଚାଲିବ ଜେଇଇ ମେନ୍ ପରୀକ୍ଷା।  ଆଜି ଏନେଇ ସୂଚନା ଦେଇଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆ। ସେହିପରି ଜୁଲାଇ ୨୬ରେ ନିଟ୍‌(NEET) ପରୀକ୍ଷା କରାଯିବ। ଜେଇ ଆଡଭାନ୍ସ ପରୀକ୍ଷା...

mathura
ଗାଁକୁ ଖୁସିରେ ଫେରୁଥିଲେ, ବାଟରେ ଘଟିଲା ବଡ ଅଘଟଣ

ମଥୁରା: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ଲକ୍‌ଡାଉନ୍‌ରେ ଜାରି କରାଯାଇଥିବା ନିୟମଗୁଡିକୁ ଟିକେ କୋହଳ କରାଯାଇଛି। ବାହାରେ ଫସିରହିଥିବା ପ୍ରବାସୀମାନଙ୍କୁ ନିଜ ଘରକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ୍‌ ଜାରି କରିଛି। ଏନେଇ...

bhopal
ସବୁବେଳେ ମନେ ରହିବେ ଏହି ଦୁଇ କରୋନା ଯୋଦ୍ଧା...

ଭୋପାଲ: କରୋନା ଭାଇରସ ବିରୋଧରେ ଚାଲିଥିବା ଯୁଦ୍ଧ ହେଉଛି ଧୈର୍ଯ୍ୟ ଏବଂ କର୍ତ୍ତବ୍ୟର ଅଗ୍ନିପରୀକ୍ଷା।  ଏହି ବିପଦ ସମୟରେ କିଛି ଲୋକ ଅଛନ୍ତି ଯାହାଙ୍କର ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଏମିତି ଦୁଇଜଣ କରୋନା ଯୋଦ୍ଧା ହେଉଛନ୍ତି ଦୀପକ ପାଟିଲ ଓ ପ୍ରଗତି। ଏ...

mada888
ଗୋଟିଏ ଦିନରେ ପିଇଦେଲେ ୩୦୦ କୋଟିର ମଦ

ଲକ୍ଷ୍ନୌ: କରୋନାର ସ୍ଥିତିକୁ ନେଇ ସରକାର ତୃତୀୟ ପର୍ଯ୍ୟାୟ ଲକଡାଉନର ଜାରି କରିଛନ୍ତି। ଏହି ଲକ୍‌ଡାଉନ୍‌ର ଗାଇଡଲାଇନ୍‌କୁ ଟିକେ କୋହଳ କରାଯାଇଛି। ଗତକାଲି ସରକାର ମଦ ଦୋକାନଗୁଡିକ ଖୋଲିବାକୁ ଅନୁମତି ଦେଇଥିଲେ। ଏନେଇ ଲକ୍ଷ୍ନୌ ସହର ଲୋକମାନେ ସକାଳ ୭ଟାରୁ ହାତରେ ବ୍ୟାଗକୁ ଧରି ମଦ ଦୋକାନ ସାମ୍ନାରେ...

police
ଗୋଟିଏ ଥାନାରେ ୧୨ ପୋଲିସ କରୋନା ଆକ୍ରାନ୍ତ

ମୁମ୍ୱାଇ: ମୁମ୍ବାଇରେ ଗତକାଲି ଜେଜେ ମାର୍ଗ ପୋଲିସ ଷ୍ଟେସନରେ ୧୨ ଜଣ ପୋଲିସ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ୬ଜଣ ସବ୍-ଇନ୍ସପେକ୍ଟର ଥିବା ଜଣାପଡିଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ୧୨ଜଣଙ୍କ ମଧ୍ୟରୁ ୮ଜଣଙ୍କ ମଧ୍ୟରେ କରୋନା ଭାଇରସର କୌଣସି ଲକ୍ଷଣ...

monkey 222
ଖେଳଣା ବାଇକ୍‌ରେ ଆସିଲା ମାଙ୍କଡ଼, ସୁଯୋଗ ଦେଖି ଛୁଆକୁ ଟେକିନେଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟେ  ମାଙ୍କଡ଼ ଛୋଟ ଛୁଆଙ୍କ ବାଇକ୍ ଚଲାଇ ଗଳିରେ ପଶି ଏକ ଶିଶୁକୁ ଟାଣିକି ନେବାକୁ ଚେଷ୍ଟା କରୁଥିଲା। କେହି କେହି ଏହାକୁ ଅପହରଣ ଉଦ୍ୟମ ବୋଲି କହୁଛନ୍ତି। କିନ୍ତୁ ଶିଶୁଟି ଘରର...

police
ନବ ବିବାହିତଙ୍କୁ ନିଆରା ଢ଼ଙ୍ଗରେ ସ୍ୱାଗତ କଲେ ପୋଲିସ

ମୁମ୍ୱାଇ: ଦେଶରେ କରୋନା ଭାଇରସ ଯୋଗୁ ଲକ୍‌ଡାଉନ୍‌ ଜାରି କରାଯାଇଛି। କରୋନାର ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ସମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବା ସହ କୌଣସି ଶୁଭ କାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ସରକାର ଜନସାଧାରଣଙ୍କ ନିକଟରେ...

school
ଶୌଚାଳୟ କ୍ୱାରେଣ୍ଟିନ୍‌ରେ ରହିଲେ ଆଦିବାସୀ ପରିବାର

ଭୋପାଲ: ଦେଶରେ କରୋନା ଭାଇରସର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଅବଧିକୁ ବଢ଼ାଇ ଦେଇଛନ୍ତି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ବାହାର ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ଯେନତେନ ପ୍ରକାରର ଚେଷ୍ଟା...

risi kapoor
ବନଗଙ୍ଗା ଟ୍ୟାଙ୍କରେ ବିସର୍ଜନ ହେଲା ଋଷିଙ୍କ ଚିତାଭସ୍ମ

ମୁମ୍ୱାଇ: ବଲିଉଡ଼୍ ଅଭିନେତା ସ୍ୱର୍ଗତ ଋଷି କପୁରଙ୍କ ଚିତାଭସ୍ମ ରବିବାର ମୁମ୍ବାଇର ବନଗଙ୍ଗା ଟ୍ୟାଙ୍କରେ ବିସର୍ଜନ କରାଯାଇଛି। ଏହି ଚିତାଭସ୍ମ ବିସର୍ଜନ ସମୟର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଲକ୍‌ଡାଉନ୍  ଯୋଗୁଁ ହରିଦ୍ୱାର ଯିବା ପାଇଁ ଅନୁମତି ନ ମିଳିବାରୁ ମୁମ୍ବାଇରେ ହିଁ ଚିତାଭସ୍ମ ବିସର୍ଜନ...

mask
ମାସ୍କ ପିନ୍ଧିବାକୁ କହିବାରୁ ମରଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି ହେଲେ ୨ ଭାଇ

ମୁମ୍ୱାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିକାର ପାଇଁ ସରକାର ୩ୟ ପର୍ଯ୍ୟାୟ ଲକ‌ଡାଉନ୍‌ ଜାରି କରିଛନ୍ତି।  ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଇଁ ସରକାର ଲୋକମାନଙ୍କ ନିକଟରେ ଅପିଲ କରିଛନ୍ତି। କିଛି ବ୍ୟକ୍ତି ଏହି ନିୟମକୁ ମାନୁଥିବାବେଳେ କେତେକ ଲୋକ...

puri
ସାମ୍ୱାଦିକଙ୍କୁ ଆକ୍ରମଣ କରି ନିଲମ୍ୱିତ ହେଲେ ୨ ବନ କର୍ମଚାରୀ

ପୁରୀ: ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୨ ବନ କର୍ମଚାରୀ ନିଲମ୍ବିତ କରାଯାଇଛି। ଆକ୍ରମଣ କରିଥିବା ୨ ବନ କର୍ମଚାରୀ ହେଲେ ବାଲିଘାଇ ଫରେଷ୍ଟର ତପନ ନାୟକ ଓ ଫରେଷ୍ଟଗାର୍ଡ ବିରଜା ମହାପାତ୍ର । ଗତ ବର୍ଷ ମେ‘ ୩ ତାରିଖ ଓଡ଼ିଶାରେ...

asit
ଏଣିକି ନିୟମ ଭାଙ୍ଗିଲେ ଗିରଫ ହେବେ

ଭୁବନେଶ୍ୱର: ଏଣିକି ନିୟମ ଭାଙ୍ଗିଲେ ଗିରଫ ହେବେ। ଓଡ଼ିଶା ଫେରୁଥିବା ପ୍ରବାସୀ  ଅମାନିଆଙ୍କ ପାଇଁ ଏଭଳି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ରାଜ୍ୟ ସରକାର। କ୍ୱାରେଣ୍ଟିନ ନିୟମ ନମାନିଲେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ।...