ଭୁବନେଶ୍ୱର: ଓଟିଭି ନାଁରେ ଶଟ୍ଡାଉନ୍କୁ ନେଇ ମିଛ ପ୍ରଚାର କରାଯାଉଛି। ଯାଜପୁର, ବ୍ୟାସନଗର, ଚଣ୍ଡିଖୋଲ ଶଟ୍ଡାଉନ୍ ନେଇ ଫେକ୍ ନ୍ୟୁଜ୍ ପ୍ରଚାର କରାଯାଇଛି। ଓଟିଭିର ଗ୍ରାଫିକ୍ସ ପ୍ଲେଟ୍କୁ ଅପବ୍ୟବହାର କରି ଏଭଳି କରାଯାଇଥିବା ଜଣାପଡ଼ିଛି। ଯେଉଁଥିରେ ରାତି ୮ରୁ ୬ ତାରିଖ ରାତି ୮ଟା ଯାଏ ଶଟ୍ଡାଉନ୍ ହୋଇଥିବା...
ଭୁବନେଶ୍ୱର: ଫି ଛାଡ଼ ନେଇ ସରକାରଙ୍କୁ ନୋଟିସ୍ କଲେ ହାଇକୋର୍ଟ। କରୋନା ପାଇଁ ସ୍କୁଲ ଫି ଓ ବିଦ୍ୟୁତ ବିଲ୍ ଛାଡ଼ ନେଇ ହାଇକୋର୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନୋଟିସ କରିଛନ୍ତି ହାଇକୋର୍ଟ। କେନ୍ଦ୍ର ଗୃହ...
ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ଇର୍ଫାନ୍ ଖାନ ଆଉ ନାହାନ୍ତି । ତାଙ୍କର ମୃତ୍ୟୁକୁ ନେଇ ବଲିଉଡ ସମେତ କ୍ରିକେଟ୍ ଏବଂ ରାଜନୈତିକ ଜଗତରେ ଶୋକର ଛାୟା ଖେଳି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର, ବନ୍ଧୁ...
ଭୁବନେଶ୍ୱର: ସୁପର ସ୍ପ୍ରେଡର ସାଜିଲେ ୪୧ନଂ କରୋନା ଆକ୍ରାନ୍ତ। ଏହି ଆକ୍ରାନ୍ତ ଜଣକ ୪ ଜଣଙ୍କୁ କରୋନା ସଂକ୍ରମିତ କରିଛନ୍ତି। ଏପରିକି ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ୪୧ ନଂ ଲିଙ୍କ ଥିବା ଜଣଯାଇଛି। ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ଆଜି ଚିହ୍ନଟ...
ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଜାରି ହୋଇଛି ଲକ୍ଡାଉନ। ଏପରି ପରିସ୍ଥିତିରେ ଶ୍ରୀଜିଉଙ୍କ ରଥଯାତ୍ରା ହେବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି। ଏପରି ପରିସ୍ଥିତିରେ ଲକ୍ଡାଉନ କଟକଣା ମଧ୍ୟରେ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ। ଏନେଇ...
ରାଉରକେଲା: ରାଉରକେଲା କଣ୍ଟେନମେଣ୍ଟ ଜୋନରେ ଆରମ୍ଭ ହୋଇଛି ଡ୍ରୋନ୍ ସର୍ଭେ। କଣ୍ଟେନମେଣ୍ଟ ଜୋନରେ ଥିବା ନାଲା ରୋଡ, ପ୍ଲାଣ୍ଟସାଇଟ ରୋଡ, ଡେଲିମାର୍କେଟ ଜନବହୁଳ ଅଞ୍ଚଳ ଥିବାରୁ ଗଳି ଗଳିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଏବଂ ଏହି ଅଞ୍ଚଳକୁ ସାନିଟାଇଜ କରାଯିବାକୁ ଡ୍ରୋନ୍ର ସାହାଯ୍ୟ ନିଆଯାଉଛି। ରାଉରକେଲା ମହାନଗର ନିଗମ...
ମୁମ୍ୱାଇ: ବଲିଉଡର ଗାୟିକା କନିକା କପୁର କରୋନା ଭାଇରସ ସହ ଯୁଦ୍ଧରେ ଲଢ଼ି ଜିତିଛନ୍ତି। ସୁସ୍ଥ ହେବା ପରେ ସେ କରୋନା ରୋଗୀଙ୍କ ପାଇଁ ତାଙ୍କ ପ୍ଲାଜମା ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଖବର ଅନୁଯାୟୀ, କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର କୁଳପତି ପ୍ରଫେସର ଏମଏଲବି ଭଟ୍ଟ ମଙ୍ଗଳବାର...
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶରେ ଲକଡାଉନ୍ ଜାରି କରାଯାଇଛି। ଏହି ସମୟ ମଧ୍ୟରେ କରୋନା ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଲୋକଙ୍କୁ ବାରମ୍ବାର ଲକ୍ଡାଉନ୍ ଏବଂ ସାମାଜିକ ଦୂରତାକୁ ଅନୁସରଣ କରିବାକୁ ଅନୁରୋଧ କରାଯାଉଛି। ଏଭଳି କରିବା ସତ୍ତ୍ୱେ ଲୋକେ ଲକ୍ଡାଉନ୍ ନିୟମକୁ ଉଲ୍ଲଂଘନ...
ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଜଣେ ୫୫ ବର୍ଷିୟ ସିଆରପିଏଫ୍(CRPF) ଅଧିକାରୀଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। CRPF ରେ କୋଭିଡ -୧୯ ମହାମାରୀ ଯୋଗୁ ମୃତ୍ୟୁ ଘଟିଥିବା ଏହା ହେଉଛି ପ୍ରଥମ। ମୃତ ଯବାନ ଜଣଙ୍କ ସିଆରପିଏଫ୍ରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ମହମ୍ମଦ...
ଭୁବନେଶ୍ୱର: ରାଜଧାନୀରେ ଅଭିନବ ଉପାୟରେ ଜଣେ କଳାକାରଙ୍କ ସଚେତନତା କରୋନା ସଂକ୍ରମଣରୁ ଲୋକେ ଦୂରେଇ ରହିବା ଲାଗି ନିଜ ଆକ୍ଟିଭା ଗାଡ଼ିରେ କରୋନା ଭୂତାଣୁର ଆକୃତି କରି ଲୋକଙ୍କୁ ସଚେତନ କରୁଛନ୍ତି କଳାକାର ପ୍ରମୋଦ ମୁଦୁଲି। ସାମାଜିକ ଦୂରତା ରଖିବା, ଘରୁ ବାହାରିଲେ ମାସ୍କ ପିନ୍ଧିବା ଲାଗି ସେ...
ୱାସିଂଟନ: ପୁଣି ଥରେ ମହାକାଶରେ UFOକୁ ନେଇ ଚର୍ଚ୍ଚା। ଆମେରିକାର ପ୍ରତିରକ୍ଷା ବିଭାଗ କାର୍ଯ୍ୟାଳୟ ପେଣ୍ଟାଗନ ପକ୍ଷରୁ ତିନି ତିନୋଟି ଭିଡିଓ ଜାରି ପରେ ପୁଣି ବିଶ୍ୱ ବ୍ରହ୍ମାଣ୍ଡର ଏହି ରହସ୍ୟ ଭେଦିବାକୁ ଉଦ୍ୟମ ଆରମ୍ଭ। ଭିଡିଓରେ ଏକ UFO ବା ଉଡ଼ନ୍ତା ବସ୍ତୁକୁ ଦର୍ଶାଯାଇଛି। ଏହି ଭିଡିଓ...
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଭରତ ଏବେ ସାଜିଛି ସାରା ବିଶ୍ୱର ବିପଦର ବନ୍ଧୁ। ଆମେରିକା ଠାରୁ ଆରମ୍ଭ କରି ଫ୍ରାନ୍ସ, ଜପାନ, ଜର୍ମାନୀ ଭଳି ଅନେକ ଶକ୍ତିଶାଳୀ ରାଷ୍ଟ୍ର ଭାରତର ସହଯୋଗ ଲୋଡ଼ୁଛନ୍ତି। ମାନବିକତା ଦୃଷ୍ଟିରୁ ଭାରତ ମଧ୍ୟ ସମସ୍ତଙ୍କୁ ସହଯୋଗ କରିଛି। ଏବେ ଭାରତର ସହଯୋଗ...
ନୂଆଦିଲ୍ଲୀ: ବିଶ୍ୱରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା। ଅଦ୍ୟାବଧି ୨ ଲକ୍ଷ ୧୨ ହଜାରରୁ ଅଧିକ ଜୀବନ ଯାଇଥିବାବେଳେ ସଂକ୍ରମଣ ସଂଖ୍ୟା ୩୦ ଲକ୍ଷ ୮୪ ହଜାର ପାର କରିଛି। କେବଳ ଆମେରିକାରେ ୫୬ ହଜାର ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି।...