ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ହେବ କି ନାହିଁ, ତାହା ଆସନ୍ତା ୩ ତାରିଖ ଅର୍ଥାତ ଲକଡାଉନ ପରେ ହିଁ ନିଷ୍ପତ୍ତି ନିଆଯିବ। ୩ ତାରିଖ ପରେ ସରକାର ଯେଉଁ ନିର୍ଦ୍ଦେଶ ଦେବେ ସେହି ଅନୁସାରେ କାମ ହେବ। ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଦଇତାପତି ନିଯୋଗର...
ନୂଆଦିଲ୍ଲୀ: ଯେଉଁ ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମ୍ ରହିଛି କିମ୍ବା ପରିସ୍ଥିତି ସ୍ୱାଭାବିକକୁ ଫେରିଛି ସେହି ରାଜ୍ୟରେ, ଜୁଲାଇ ମାସରେ ପରୀକ୍ଷା ହେବ। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍-ୟୁଜିସି ଏଭଳି ନିଷ୍ପତ୍ତି ନେଇଥିବା ଖବର ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଇଣ୍ଟରମିଡିଏଟ୍ ସେମିଷ୍ଟାର୍ ଛାତ୍ରଛାତ୍ରୀଙ୍କ ପୂର୍ବ...
ନୂଆଦିଲ୍ଲୀ: ଦେଶରେ ୧ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା। ୨୪ ଘଣ୍ଟାରେ ଯାଇଛି ୭୩ ଜୀବନ। ଏହାକୁ ମିଶାଇ ୧ ହଜାର ୮କୁ ଛୁଇଁଛି ମୃତକଙ୍କ ସଂଖ୍ୟା। ୧୮୯୭ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏମାନଙ୍କ ସଂଖ୍ୟା ୩୧ ହଜାର ୭୮୭କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ...
କୋରାପୁଟ: ଦୁର୍ବଳିଆ କାନ୍ଧରେ ଦଇବ ଲଦି ଦେଇଛି, ପର୍ବତ ପ୍ରମାଣ ବୋଝ। ପାଖରେ ସ୍ୱାମୀ ଆଉ ତିନି ତିନିଟା ଭେଣ୍ଡିଆ ପୁଅ ଅଛନ୍ତି। ହେଲେ ବିଧାତା ଏମିତି ଦାଉ ସାଧିଛି ଯେ ସମସ୍ତେ ଥାଇ ବି ନଥିଲା ଭଳି। ୯୦ ବର୍ଷ ବୟସରେ ପୂରାପୂରି ଅସହାୟ ଜୟପୁର ବ୍ରାହ୍ମଣୀ...
ଭୁବନେଶ୍ୱର: ଲକ୍ଡାଉନ୍ ମାଡ଼ରେ ଦୋହଲି ଯାଇଛି ରାଜ୍ୟର ଟ୍ରକ ମାଲିକ ଓ କର୍ମଚାରୀଙ୍କ ଆର୍ଥିକ ସ୍ଥିତି। ପ୍ରାୟ ଦେଢ଼ ମାସ ହେଲାଣି, ପରିବହନ ବ୍ୟବସ୍ଥା ଠପ୍ ଯୋଗୁ ରୋଜଗାର ହରାଇଛନ୍ତି ହଜାର ହଜାର ଟ୍ରକ ମାଲିକ, ଡ୍ରାଇଭର ଓ ହେଲ୍ପର। ଏଭଳି ସ୍ଥିତିରେ ଟ୍ରକ୍ ମାଲିକମାନେ କେମିତି ଋଣ...
ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣରେ ରହିଛି କରୋନା ଭାଇରସ। ଗତ ୩ ଦିନ ମଧ୍ୟରେ ଦ୍ୱିଗୁଣ ହାର ୧୧ ଦଶମିକ ୩ ଦିନରେ ରହିଛି। ଅର୍ଥାତ ୧୧ ଦଶମିକ ୩ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗଣ ହେଉଛି। ଏହାସହ ସାରା ବିଶ୍ୱରେ ୭ ପ୍ରତିଶତ ମୃତ୍ୟୁ ହାର...
ବାଲେଶ୍ୱର: ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ। ସମସ୍ତ ୩ ଜଣ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ୩ ପଜିଟିଭ୍ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଁଛି। ଏହି ନୂଆ ୩ ପଜିଟିଭ୍କୁ ମିଶାଇ...
ଭୁବନେଶ୍ୱର: ରାଜ୍ୟରେ ଗତ ୪ ସପ୍ତାହରେ ବଢ଼ିଛି କରୋନା ଟେଷ୍ଟିଂ। ଦ୍ରୁତ ଗତିରେ ଟେଷ୍ଟ ବଢ଼ିବା ଯୋଗୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ମାସକ ପୂର୍ବେ ସପ୍ତାହକୁ ୧୫ ଶହ ସାମ୍ପଲ ଟେଷ୍ଟ କରାଯାଉଥିଲା। ତେବେ ପ୍ରତି...
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହୋଇଥିବା ବ୍ୟକ୍ତି ଭୁବନେଶ୍ୱରର ବୋଲି ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି। ଏଥି ସହିତ ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି।...
ନୂଆଦିଲ୍ଲୀ: କିଛି ଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଫଲୋ କରିଥିଲା ଆମେରିକା କ୍ଷମତା କେନ୍ଦ୍ର ହ୍ୱାଇଟ୍ ହାଉସ୍। କିନ୍ତୁ ଏବେ ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଅନ୍ଫଲୋ କରିଦେଇଛି ହ୍ୱାଇଟ ହାଉସ। ମୋଦିଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପିଏମଓ ବା ପ୍ରଧାନମନ୍ତ୍ରୀଙ୍କ...
ଗଞ୍ଜାମ: ସାଇକେଲ୍ରେ ସୁରତରୁ ଓଡ଼ିଶା ଫେରିଲେ ଯୁବକ। ୧୪ ଦିନର ଯାତ୍ରା ପରେ ୧୮ ଶହ କିଲୋମିଟର ଅତିକ୍ରମ କରି ନିଜ ଗାଁରେ ପହଞ୍ଚିଛନ୍ତି ଗଞ୍ଜାମ ଜିଲ୍ଲାର କିଛି ଯୁବକ। ଏହି ଯୁହକମାନେ ହେଲେ ଗଂଜାମ ବୁଗୁଡ଼ା ବିଷ୍ଣୁଚକ୍ର ଗାଁର ପିଣ୍ଟୁ ସ୍ୱାଇଁ, ଡୁଙ୍କାପଡ଼ା ଗାଁର ବାବୁଲି ବେହେରା...
କେନ୍ଦୁଝର: କେନ୍ଦୁଝରରେ ପ୍ରବଳ କୁଆ ପଥର ବର୍ଷା ହୋଇଛି। ଗତକାଲି ରାତିଠୁ ଲାଗି ରହିଥିବା ବର୍ଷା ଯୋଗୁ ସଦର ବ୍ଲକରେ ବ୍ୟାପକ କ୍ଷତି ଘଟିଛି। ମୂଷଳ ଧାରରେ ବର୍ଷା ସହ କୁଆପଥର ମାଡ଼ ହୋଇଛି। ଏପରିକି ବିଭିନ୍ନ ଅଞ୍ଚଳରେ କୁଆପଥର ଜମି ହୋଇ ରହିଛି। ମୁଖ୍ୟତଃ ସଦର ବ୍ଲକର...
ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ। କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ୨୧ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସେହିପରି ୩୨ଟି ପଞ୍ଚାୟତକୁ ସର୍ଭେଲାନ୍ସରେ ରଖାଯାଇଛି। ଆଜିଠୁ ଜିଲ୍ଲାରେ ପ୍ରଥମ ଥର ଲାଗି ଡ୍ରୋନ୍...