• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

opdd
କଳାହାଣ୍ଡି ଜିଲ୍ଲାକୁ ଗ୍ରୀନ୍ ଜୋନ୍ ଘୋଷଣା କରିବାକୁ ଦାବି

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ୍ ଜୋନ୍ ପରିବର୍ତ୍ତେ ଗ୍ରୀନ୍ ଜୋନ୍ ଘୋଷଣା କରିବାକୁ ଦାବି ହୋଇଛି। ଏହି ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ। କଳାହାଣ୍ଡି ଜିଲ୍ଲାରେ ରବି ଋତୁରେ ୩୦ ଲକ୍ଷ...

sd
ପୁଣି ଜଣେ କରୋନା ରୋଗୀ ଚିହ୍ନଟ; ଏଥର ଏହି ଜିଲ୍ଲା ପାଳି

ଭୁବନେଶ୍ୱର: ପୁଣି ଜଣେ କରୋନା ରୋଗୀ ଚିହ୍ନଟ। ଗଞ୍ଜାମ, ଝାରସୁଗୁଡ଼ା ଓ ବାଲେଶ୍ୱର ପରେ ଏଥର କେନ୍ଦୁଝର ଜିଲ୍ଲାର ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦୁଝର ହାଟଡିହିରେ ଜଣେ ୩୪ ବର୍ଷୀୟ ଯୁବକଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସେ ମଧ୍ୟ କୋଲକାତୁର ଫେରିଥିବା ସୂଚାନ...

s
କ୍ୱାରେଣ୍ଟିନ୍ କେନ୍ଦ୍ରରୁ ପଳାଇଲେ ଶତାଧିକ ସୁରତ ଫେରନ୍ତା ଶ୍ରମିକ !

ଗଞ୍ଜାମ: କ୍ୱାରେଣ୍ଟିନ୍ କେନ୍ଦ୍ରରୁ ପଳାଇଲେ ଶତାଧିକ ସୁରତ ଫେରନ୍ତା ଶ୍ରମିକ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଜନତା ହାଇସ୍କୁଲ ଏବଂ ଆଦର୍ଶ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରୁ ସୁରତ ଫେରନ୍ତା ଶ୍ରମିକମାନେ ପଳାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ କରୋନା ବ୍ୟାପିବାର ଆଶଙ୍କା ଦେଖାଦେଇଛି। ସେଣ୍ଟରରେ ଖାଦ୍ୟ ଓ...

ganjma
ଗଞ୍ଜାମ କରୋନା ଆକ୍ରାନ୍ତଙ୍କର ରହିଛି ସୁରତ ଲିଙ୍କ୍

ଗଞ୍ଜାମ: ଗଞ୍ଜାମ ଆକ୍ରାନ୍ତଙ୍କ ରହିଛି ସୁରତ ଲିଙ୍କ୍। ଜିଲ୍ଲାରେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ସୁରତରୁ ଫେରିଛନ୍ତି। ଆଜି ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ। ୧୭ ଓ ୨୨ ବର୍ଷର ଏହି ଦୁଇ ଜଣ ଯୁବକ ସୁରତରୁ ଫେରିଥିଲେ। ତେବେ ଏମାନଙ୍କ ପାଖରେ...