• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

police
ସନ୍ତାନ ଜନ୍ମର ୫ଦିନ ପରେ କରୋନାରେ ଜୀବନ ହାରିଲେ ‘ମା’

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୋଲିସରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଲ ପାଞ୍ଚଦିନ ପୂର୍ବରୁ ଏକ ଶିଶୁକୁ ଜନ୍ମ ଦେଇଥିଲେ। ନବଜାତ ଶିଶୁକୁ ନେଇ ଘରେ ଖୁସିର ଉତ୍ସବ ପାଳନ କରୁଥିବାବେଳେ ମହିଳାଙ୍କ ଶଶୁରଙ୍କର ହଠାତ୍‌ ଦେହ ଖରାପ ହୋଇଥିଲା। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।...

docter33
କରୋନା ଯୋଦ୍ଧାଙ୍କୁ ଘରକୁ ନ ଫେରିବାକୁ କହିଲେ ସିଏମ୍‌ଓ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ପାଖରେ ଏକ ଅଜବ ଧରଣର ଅପିଲ କରିଛନ୍ତି। ଏଭଳି ଅପିଲକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗାଜିଆବାଦର ସିଏମ୍‌ଓ (CMO) ନିଜେ ଜଣେ ଡାକ୍ତର ହୋଇ କିପରି ଏପରି କରିପାରୁଛନ୍ତି ବୋଲି...

mada
ଏଣିକି ଘରେ ପହଞ୍ଚିବ ମଦ! ନାମ ପଞ୍ଜୀକରଣ ପରେ ଏହି ୱେବସାଇଟରେ କରିପାରିବେ ଅର୍ଡର

କୋଲକାତା: ଦେଶରେ କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ପଶ୍ଚିମବଙ୍ଗ ସରକାର ବୁଧବାର ମଦର ହୋମ୍‌ ଡେଲିଭରି କରିବା ପାଇଁ ଅନୁମତି ଦେଇଛନ୍ତି। ଷ୍ଟେଟ ବେଭରେଜ କରର୍ପୋରେସନ୍‌(BEVCO) ଏକ ୱେବସାଇଟ୍‌ ଆରମ୍ଭ କରିଛନ୍ତି। ଏହି ୱେବସାଇଟ୍‌ ମାଧ୍ୟମରେ ୨୧...

mamata
ଘନେଇଲା କରୋନା ବିପଦ: ପଶ୍ଚିମବଙ୍ଗରେ ୯୨ ହଜାର ଲୋକ ଫ୍ଲୁ ଜନିତ ରୋଗରେ ପୀଡ଼ିତ

କୋଲକାତା: ପଶ୍ଚିମବଙ୍ଗରେ ୯୨, ହଜାର ଲୋକ ଫ୍ଲୁ ଜନିତ ରୋଗରେ ପୀଡ଼ିତ ଥିବା ଜାଣିବାକୁ ପାଇଛନ୍ତି ମମତା ସରକାର। ସେଥିମଧ୍ୟରୁ ୮୭୦ ଜଣ ନିସ୍ୱାସ ପ୍ରଶ୍ୱାସ ନେବାର ଅସୁବିଧାର ସମ୍ମୁଖୀନ ହୋଇ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି। କରୋନା ରୋଗୀଙ୍କଠାରେ ଯେଉଁ ଲକ୍ଷଣ ଦେଖା ଦେଉଛି ଏହି ରୋଗୀମାନଙ୍କଠାରେ...

mada
ଆଜି ମଧ୍ୟରାତ୍ରୀରୁ ବଢ଼ିବ ମଦର ମୂଲ୍ୟ: ୫ ଟଙ୍କାରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିବ ଦର

ଲକ୍ଷ୍ନୌ: ରାଜ୍ୟରେ ମଦର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ମଦର କ୍ୟାଟେଗୋରୀ ଓ ଆକାର ଅନୁସାରେ, ୫ ଟଙ୍କାରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ୍‌ ମିଟିଂରେ ଏଭଳି ନିଷ୍ପତ୍ତି ନିଆଯାଇଛି।...

poilvce
ଲାଠି ବଦଳରେ ହାତରେ ବହି ଧରିଲେ, ଗରିବ ପିଲାଙ୍କୁ ପାଠ ପଢାଇଲେ

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ପରୀପ୍ରେକ୍ଷୀରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ମଧ୍ୟବିତ ତଥା ଗରିବ ପରିବାରର ପିଲାମାନେ ପାଠପଢା ନେଇ ନାନା ପ୍ରକାର ସମସ୍ୟା ଭୋଗୁଛନ୍ତି। ତେବେ ଉତ୍ତରାଖଣ୍ଡର ଜଣେ ପୋଲିସ କର୍ମଚାରୀ ୨ ଛୋଟ ପିଲାଙ୍କୁ ପାଠ ପଢାଉଥିବାର...

cnn
କରୋନା ଭାଇରସ୍‌ ଉପରେ ଗବେଷଣା କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିସାରିଥିବା ପ୍ରଫେସରଙ୍କୁ ଗୁଳି କରି ହତ୍ୟା

ୱାଶିଂଟନ: କରୋନା ଭାଇରସ୍‌ ଉପରେ ଗବେଷଣା କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିସାରିଥିବା ପିଟସବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ଏବଂ ଆଣବିକ ଜୀବବିଜ୍ଞାନୀ ଡ. ବିଙ୍ଗ ଲିଉଙ୍କୁ ପେନସାଲଭାନିଆରେ ଗୁଳି କରି ହତ୍ୟା କରାଯାଇଛି। ମହାମାରୀ କରୋନା ଉପରେ ଗବେଷଣା କରି ଭ୍ୟାକସିନ ବାହାର କରିବା ପାଇଁ ସେ...

natins
ବାହାରିଲା କରୋନା ଟିକା: ଇଟାଲୀ ଦାବି କଲା ମୁଁ ପ୍ରଥମେ ଆବିଷ୍କାର କରିଛି

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କରୋନା ଟୀକା ପ୍ରସ୍ତୁତ କରିଥିବା ଦାବି କଲା ଇଟାଲୀ। ଏହି ଭ୍ୟାକ୍ସିନ ମଣିଷ ଉପରେ କାର୍ଯ୍ୟ କରୁଥିବା ମଧ୍ୟ ଇଟାଲି ଦାବି କରିଛି। ରୋମ୍‌ରେ ସ୍ପାଲାଞ୍ଜାନି ହସ୍ପିଟାଲରେ ମୂଷା ଉପରେ ଏହି ଭ୍ୟାକ୍ସିନର ପ୍ରୟୋଗ କରାଯାଇଥିଲା। ଏବଂ ପ୍ରଥମ ଟୀକା ଦିଆଯିବା ପରେ ହି...

co
ଦେଶରେ ୫୦ ହଜାର ନିକଟତର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୫୦ ହଜାର ନିକଟତର ହେଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ଭିତରେ ୨ ହଜାର ୯୫୮ ନୂଆ କେସ୍ ସହ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୪୯ ହଜାର ୩୯୧ରେ ପହଞ୍ଚିଛି। ସେହିଭଳି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୬୯୪କୁ ବୃଦ୍ଧି ପାଇଛି। ଗତ...

Aarogya-setu-app
ଆରୋଗ୍ୟ ସେତୁ ଆପ୍‌କୁ ନେଇ ସତର୍କ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ଆରୋଗ୍ୟ ସେତୁ ସଂପର୍କରେ ସତର୍କକଲା କମିଶନରେଟ୍ ପୋଲିସ। ଆରୋଗ୍ୟ ସେତୁ ରାସ୍ତାରେ ପାକିସ୍ତାନୀ ସାଇବର ଅପରାଧୀମାନେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରାଉଛନ୍ତି ବୋଲି କମିଶନରେଟ୍ ପୋଲିସ କହିଛି। ହ୍ୱାଟସଆପ୍ ଓ ଏସ୍ଏମଏସ୍‌ରେ ଏହି ଆରୋଗ୍ୟ ସେତୁ ଡାଉନଲୋଡ୍ କରିବାକୁ ଲିଙ୍କ୍‌ ଆସୁଛି। ହେଲେ ଏସ୍ଏମ୍ଏସ୍ କି ହ୍ୱାଟସଆପରେ ଆସୁଥିବା...

karanataka
ପ୍ରବାସୀ ଶ୍ରମିକଙ୍କୁ ଛାଡ଼ିବାକୁ ମନାକଲା କର୍ଣ୍ଣାଟକା: ଟ୍ରେନ୍‌ ବାତିଲ୍

ବେଙ୍ଗାଲୁରୁ: ଲକ୍‌ଡାଉନ ଯୋଗୁ କର୍ଣ୍ଣାଟକରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଛାଡ଼ିବାକୁ ମନାକଲା କର୍ଣ୍ଣାଟକା। ଏନେଇ ଉଦିଷ୍ଟ ସ୍ୱତନ୍ତ୍ର ଟ୍ରେନ୍‌କୁ ବାତିଲ୍ କରିଛି କର୍ଣ୍ଣାଟକର ୟେଦୁରପ୍ପା ସରକାର। ରାଜ୍ୟରେ ନିର୍ମାଣ କାମ ପୁଣିଥରେ ଆରମ୍ଭ ହୋଇଥିବା ଦର୍ଶାଇ ଶ୍ରମିକଙ୍କୁ ଛାଡ଼ିବାକୁ ମନା କରିଛି କର୍ଣ୍ଣାଟକା। ଫଳରେ ଘରକୁ ଫେରିବାକୁ ଆଶା...

chidambaram
ଲକ୍‌ଡାଉନ୍‌ ବେଳେ କେନ୍ଦ୍ର ସରକାରଙ୍କର ଆର୍ଥିକ ବ୍ୟବସ୍ଥା ନୀତିକୁ ସମାଲୋଚନା କଲେ ଚିଦାମ୍ବରମ

ନୂଆଦିଲ୍ଲୀ: କରୋନା ଲକଡାଉନ ଭିତରେ ଦେଶର ଆର୍ଥିକ ବ୍ୟବସ୍ଥା ନେଇ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ। ଆର୍ଥିକ ସ୍ଥିତି ସୁଧୁରିବା ଲାଗି କେନ୍ଦ୍ର ସରକାର ବିଭିନ୍ନ ଶୁଳ୍କ ଲଗାଇ ଲୋକଙ୍କ ଉପରେ ବୋଝ ନ ଲଦିବାକୁ ସେ କହିଛନ୍ତି। ଶୁଳ୍କ...

terro
ସେନାର ହିଟ୍‌ ଲିଷ୍ଟରେ ଥିବା ଟପ୍‌ ଆତଙ୍କବାଦୀ ମଧ୍ୟରୁ ଏହି ୫ ଜଣଙ୍କୁ ଏନ୍‌କାଉଣ୍ଟର କଲାଣି ସେନା

ଶ୍ରୀନଗର: ସେନା ଏନ୍‌କାଉଣ୍ଟରେ ନିହତ ହୋଇଛି ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ତଥା ହିଜ୍‌ବୁଲ୍‌ ମୁଜାହିଦ୍ଦିନର କମାଣ୍ଡର ରିୟାଜ୍ ନାୟକୁ। ତେବେ ଏହା ପୂର୍ବରୁ ୨୦୧୮ରେ ସେନା କିଛି ଟପ୍‌ ଟେରୋରିଷ୍ଟଙ୍କର ହିଟ୍‌ ଲିଷ୍ଟ ତିଆରି କରିଥିଲା। ଏହି ଲିଷ୍ଟରେ ମୋଟ ୧୭ ଆତଙ୍କବାଦୀ ଥିଲେ। ଏଥିରେ ମାତ୍ର ୫...

terro
ରିୟାଜ ନାୟକୁ, ଗଣିତ ସାର୍‌ରୁ କେମିତି ପାଲଟିଗଲା ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ?

ଶ୍ରୀନଗର: ଗଣିତ ସାର୍‌ରୁ ଭୟଙ୍କର ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ ମୁଜାହିଦ୍ଦିନର କମାଣ୍ଡର। ସବୁଠାରୁ ଲମ୍ବା ସମୟ ଧରି ହିଜ୍ଜବୁଲ୍‌ ମୁଜାହିଦ୍ଦିନର କମାଣ୍ଡର ରହିଥିବା ଆତଙ୍କବାଦୀ ରିୟାଜ ନାୟକୁ ଏବଂ ତାର ସହଯୋଗୀ ସୁରକ୍ଷା କର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛନ୍ତି। ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ବ୍ୟବସ୍ଥା ବନ୍ଦ...

fish
ତଳେ ପଡି ଛଟପଟ ହେଉଥିଲେ ମାଛ, ଧାଇଁ ଆସି ଜୀବନ ବଞ୍ଚାଇଲା କୁକୁର

ନୂଆଦିଲ୍ଲୀ: ସେମାନଙ୍କ ସମ୍ପର୍କ ଖାଦ୍ୟ-ଖାଦକ। କିନ୍ତୁ ଖାଦକ ଏଠି ଖାଦ୍ୟକୁ ଖାଇବା ବଦଳରେ ଜୀବନ ବଞ୍ଚାଉଛି।  ସୋସିଆଲ ମିଡିଆରେ ଏକ ଜବରଦସ୍ତ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେହି ଭିଡିଓରେ ଏପରି କିଛି ଦୃଶ୍ୟ ରହିଛି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଭିଡିଓଟିରେ ଦେଖିବାକୁ ମିଳିଛି, ...

ranpur
ନିଆଁରେ ପୋଡ଼ି ମା ଓ ଝିଅ ମୃତ, ପୁଅ ଅବସ୍ଥା ଗୁରୁତର

ନୟାଗଡ: ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୋପାଳପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ମା ଓ ୫ ବର୍ଷ ଝିଅର ମୃତ୍ୟୁ ହୋଇଛି। ଏହି ଘଟଣାରେ ତାଙ୍କର ଜଣେ ୩ ବର୍ଷ ପୁଅର ଅବସ୍ଥା ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ...

policeee
୨୪ କ୍ୟାନସର ରୋଗୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସର ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଭାଇରସ ସିଆରପିଏଫ(CRPF), ବିଏସ୍‌ଏ‍ଫ(BSF)ର ମୁଖ୍ୟାଳୟକୁ ସଂକ୍ରମିତ କରିବା ପରେ ଏବେ ଭାରତୀୟ ସେନା ଡାକ୍ତରଖାନାରେ ସକ୍ରଂମଣ କରିଥିବା ଜଣାପଡିଛି। ଦିଲ୍ଲୀ ସେନାର ଅନୁସନ୍ଧାନ ଓ ରେଫରାଲ(Research $ Referral Hospital) ହସ୍ପିଟାଲରେ କାର୍ଯ୍ୟ କରୁଥିବା...