ନୂଆଦିଲ୍ଲୀ: ପିଲାବେଳେ ବାଘ ଓ ମିଛ କହୁଥିବା ପିଲଟିର କଥା ଶୁଣିଥିଲୁ। ବାଘ ଆସିଲା, ବାଘ ଆସିଲା ବୋଲି ପିଲାଟି ମିଛରେ ଚିତ୍କାର କରିଥିଲା । କିନ୍ତୁ ସତରେ ଦିନେ ବାଘଟି ଆସିଥିଲା । ହେଲେ ପିଲାଟି ଯେତେ ଚିତ୍କାର କରି ଘର ଲୋକଙ୍କୁ ଡାକିଲେ ବି କେହି...
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ସବୁଠି ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ ତେଲେଙ୍ଗାନା ସରକାର ମଧ୍ୟ ଲକ୍ଡାଉନ୍ର ଅବଧିକୁ ମେ’୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(KCR) ଏହା ଘୋଷଣା କରିଛନ୍ତି। ଲକ୍ଡାଉନ୍କୁ ବଢ଼ାଇବା ସହ କିଛି ନୂଆ ନିୟମ ମଧ୍ୟ...
ନୂଆଦିଲ୍ଲୀ: ଏଥର ୩ ଭାରତୀୟ ଫଟୋ ଜର୍ନାଲିଷ୍ଟଙ୍କୁ ମିଳିଛି ସମ୍ମାନୀୟ ପୁଲିତଜର ପୁରସ୍କାର। ଧାରା ୩୭୦ ହଟିବା ପରେ ଜାମ୍ମୁକାଶ୍ମୀର ଉପତ୍ୟାକା ଅଞ୍ଚଳର ଅସ୍ଥିର ଜୀବନର ଚିତ୍ର ତୋଳି ଏମାନେ ଜିତିଛନ୍ତି ଏହି ସମ୍ମାନଜନକ ପୁରସ୍କାର। ଏମାନେ ହେଲେ ଆସୋସିଏଟେଡ୍ ପ୍ରେସ୍ର ଫଠୋ ସାମ୍ବାଦିକ- ଚନ୍ନି ଆନନ୍ଦ, ମୁଖତାର...
ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ତାଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ସେ ଜଣେ ୫୮ ବର୍ଷୀୟ ପୁରୁଷ ଓ ତାଙ୍କର କୋଲକାତା ଲିଙ୍କ୍ ରହିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ଭିବାଗ ପକ୍ଷରୁ ସୁଚନା ଦିଆଯାଇଛି। ଏହାକୁ ମିଶାଇ...
ଭୁବନେଶ୍ୱର: ଆଗରୁ ସଞ୍ଜ ହେଲେ ଦୈନିକ ଜମୁଥିଲା ମଞ୍ଚ। ଗୋଟିଏ ପଟେ ଲୋକଙ୍କ ମନୋରଞ୍ଜନ ଅନ୍ୟପଟେ ହଜାର ହଜାର ପେଷାଦାର କଳାକାରଙ୍କ କୁଟୁମ୍ବ ପୋଷା ଚାଲିଥିଲା। ସମତାଳରେ ଚାଲୁଥିଲା ସବୁକିଛି। ଚଳୁଥିଲେ ମାଲିକ, ବଞ୍ଚୁଥିଲେ କଳାକାର। ହେଲେ ଏବେ ସେ ସମୟ ନାହିଁ। ଲକଡାଉନ୍ ମାଡ଼ରେ ପୂରା ବେହାଲ...
ଭୁବନେଶ୍ୱର: ଲକ୍ଡାଉନ କଟକଣାକୁ ଉଲ୍ଲଂଘନ କରି ଫାଇନ ଭରିଲା ରାଜଧାନୀର ଏକ ଗହଣା ଦୋକାନ। ବିଏମ୍ସି ପକ୍ଷରୁ ଆଜି ଚଢ଼ାଉ କରି ସଂପୃକ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ବିଏମ୍ସିର ଗାଇଡଲାଇନ୍ କହୁଛି, ରେସିଡେନ୍ସିଆଲ ଏରିଆରେ ଯଦି ଗୋଟିଏ ବିଲ୍ଡିଂରେ ୫ଟି ଦୋକାନ...
ଭୁବନେଶ୍ୱର: କେରଳରେ ଫସିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ଲାଗି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଚିଠି। କେରଳ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର କଣ୍ଡିରା, କୁରୁଣ୍ଟି, ସାତଭାୟା ପଞ୍ଚାୟତ...
ଭୁବନେଶ୍ୱର: ଲକ୍ଡାଉନ କଟକଣା ବେଳେ ଶ୍ରମିକ, ଦିନ ମଜୁରିଆଙ୍କ ଜୀବନ ଜୀବିକା ଯେମିତି ପ୍ରଭାବିତ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବର୍ତ୍ତମାନର କଠିନ ସମୟରେ ସେମାନଙ୍କ ଜୀବନ ଓ ଜୀବିକା ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ସନ୍ତୁଳନ ବି ଜରୁରୀ। ଜୀବନ ଯୁଦ୍ଧରେ...
କରୋନା ପରେ ସମଗ୍ର ବିଶ୍ୱର ଅର୍ଥନୀତି ଭାଙ୍ଗିପଡ଼ିବ। ଆମକୁ ଏବେ କିଛି ଜଣାପଡୁନି। କିଛିଦିନ ପରେ ଏହାର ଅନୁଭବ ଆପଣ କରିପାରିବେ। କିନ୍ତୁ ଦିନ ଥିଲା ଓଡ଼ିଶାର ଅର୍ଥନୀତି ବିଶ୍ୱ ଦ୍ୱାରା ଆଦୌ ପ୍ରଭାବିତ ହେଉନଥିଲା। କେମିତି ଆମ ଅର୍ଥନୀତିର ଦିଗ ବଦଳେଇ ଆମକୁ ଏକ ଭୟଙ୍କର ଛକରେ...
ଭଦ୍ରକ: ଲକ୍ଡାଉନ୍ ବେଳେ ଗାଁରେ ଚାଲିଛି ତାସ୍ ଖେଳ। ଲୋକେ ଗାଁ ଦାଣ୍ଡରେ ବସି ତାସ୍ ଖେଳୁଛନ୍ତି। ଭଦ୍ରକ ଚାନ୍ଦବାଲିର ନରସିଂହପୁର ଅଞ୍ଚଳରେ ଏଭଳି ଦ୍ରୁଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ବେଖାତିର ଭାବେ ତାସ୍ ଖେଳୁଛନ୍ତି ଲୋକେ। ମେଳ ମେଳ ହୋଇ ଗାଁ ଦାଣ୍ଡରେ ତାସ୍ ଖେଳୁଥିବା ଦେଖିବାକୁ...
ଭଦ୍ରକ: ଅଦୃଶ୍ୟ କରୋନା ମହାମାରି ପାଇଁ ସବୁଠି ଲକ୍ ଡାଉନ୍ ସ୍ଥିତି ଜାରି ରହିଛି। କରୋନାକୁ ଜିଣିବା ଆଉ ଜୀବନ ଜିଇଁବାକୁ ଚାଲିଛି ସଚେତନତାର ଲଢ଼େଇ। ଏହି ଲଢେଇ ଭିତରେ ବଳିପଡୁଛନ୍ତି ବହୁ ଗରିବ, ଅସହାୟ ଓ ଦିନମଜୁରିଆ। ଏପରିକି କମ୍ପାନୀରେ କାମ କରୁଥିବା କର୍ମଚାରୀ ବି ଘରେ...
ଭୁବନେଶ୍ୱର: ଓଡ଼ିଶାକୁ ନାହିଁ ବାତ୍ୟା ଅମ୍ଫାନର ଭୟ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏପର୍ଯ୍ୟନ୍ତ ଘନିଭୂତ ହୋଇନାହିଁ। ଲଘୁଚାପର ଗତିପଥରେ କୌଣସି ପରିବର୍ତ୍ତନ ମଧ୍ୟ ହେଉନି। ଏହା ସ୍ଥିର ରହିଛି। ତେଣୁ ଓଡ଼ିଶା ପାଇଁ କୌଣସି ବାତ୍ୟାର ସୂଚନା ନାହିଁ। ବୋଲି କହିଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ରର...
ଭୁବନେଶ୍ୱର: ସୁରତରୁ କେବଳ ଟ୍ରେନ୍ରେ ଫେରିବାକୁ ଅନୁମତି ଦେଲେ ରାଜ୍ୟ ସରକାର। କରୋନା ମୁକାବିଲା ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁରତରୁ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହେଉଛି ଓ ଦୀର୍ଘ ପଥରେ ଖାଇବା ପିଇବା ଅସୁବିଧା, ଦୁର୍ଘଟଣା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି।...