ଭୁବନେଶ୍ୱର: ପୁଣି ଏକ କରୋନା ପଜିଟିଭ ଚିହ୍ନଟ। ଏଥର ବାଲେଶ୍ୱରରେ ଚିହ୍ନଟ ହୋଇଛନ୍ତି ଏହି କରୋନା ରୋଗୀ। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧କୁ ବୃଦ୍ଧି ପାଇଛି। ବାଲେଶ୍ୱର କରୋନା ପଜିଟିଭ୍ ଚିହ୍ନଟ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତ...
ଭୁବନେଶ୍ୱର: ପ୍ରବାସ ଫେରନ୍ତାକୁ ଆସିଥିବା ବସ୍ ଦୁଇ ଦୁଇଥର କଳିଙ୍ଗା ଘାଟି ଦୁର୍ଘଟଣା ହେବା ପରେ ବସ୍ ଦୁର୍ଘଟଣା ନେଇ ପ୍ରିତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏଣିକି ବସ୍ର ରୁଟ୍ ବଦଳିବ ବୋଲି ମନ୍ତ୍ରୀ କହିଛନ୍ତି। ଘାଟି ରାସ୍ତା ହୋଇଥିବାରୁ ଦୁର୍ଘଟଣା ଘଟୁଛି। ଡ୍ରାଇଭର ଅଭ୍ୟସ୍ତ...
ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫୋନିକୁ ପୂରିଛି ଗୋଟିଏ ବର୍ଷ। ବାତ୍ୟାରେ ଶହେରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ସର୍ବାଧିକ ପୁରୀ ଜିଲ୍ଲାରେ ତାଣ୍ଡବଲୀଳା ରଚିଥିଲା ଫୋନି ବାତ୍ୟା। ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, ଗଂଜାମ, ବାଲେଶ୍ୱର, ମୟୂରଭଂଜ, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି ସବୁଠାରେ ପଡ଼ିଥିଲା ହାହାକାର। କିଏ ଜୀବନ...
ଭୁବନେଶ୍ୱର: ଓଡ଼ିଶା ପ୍ରମୁଖ ସିଭିଲ୍ ସୋସାଇଟି ନେତୃତ୍ୱଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କରୋନା ସମୟରେ ରାଜ୍ୟର ପରିସ୍ଥିତି ଏହାର ତ୍ୱରିତ୍ୱ ମୁକାବିଲା ପାଇଁ ଭିଡିଓ କନଫରେନ୍ସିଂ ଯୋଗେ ବିସ୍ତୃତ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର। କିପରି ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ଭିତରେ...
ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ବିରୋଧରେ ଲଢୁଥିବା ଦେଶର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଉଛନ୍ତି ଭାରତର ତିନି ସେନା। ଏନେଇ ଆଜି ହୋଇଛି ବ୍ୟାପକ ପ୍ରସ୍ତୁତି। ଆଜି କରୋନା ଯୋଦ୍ଧାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନ ପ୍ରଦର୍ଶନ କରାଯିବ। ଉତ୍ତରରେ ଶ୍ରୀନଗର, ଦକ୍ଷିଣରେ ଥିରୁଅନନ୍ତପୁରମ୍, ପୂର୍ବରେ ଦିବ୍ରୁଗଡ଼ରୁ ପଶ୍ଚିମରେ ଗୁଜରାଟ କଚ୍ଚ ଯାଏଁ...
ଭୁବନେଶ୍ୱର: ତାମିଲନାଡୁର ତିରୁଭାଲୁରରେ ଲକଡାଉନ ପାଇଁ ଫସି ରହିଥିବା ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଖରେ ପହଞ୍ଚିଲା ଖାଦ୍ୟ ଓ ରାସନ ସାମଗ୍ରୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ପୂର୍ବରୁ ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଓଡ଼ିଆ ଶ୍ରମିକଙ୍କ ନିକଟରେ...
ଭୁବନେଶ୍ୱର: ଓଡ଼ିଶାର କୋଭିଡ୍ ବିରୋଧୀ ଲଢ଼େଇରେ ପଶ୍ଚିମବଙ୍ଗ କଣ୍ଟା। ପଶ୍ଚିମବଙ୍ଗ ସରକାରଙ୍କ ଦାୟିତ୍ୱହୀନତା ପାଇଁ ଓଡ଼ିଶାର କୋଭିଡ୍ ବିରୋଧୀ ଲଢ଼େଇ ବିପଦରେ ପଡ଼ିଥିବା ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ବୈଜୟନ୍ତ କହିଛନ୍ତି ଆଗୁଆ ଲକ୍ଡାଉନ ଲାଗୁ...
ଫୁଲବାଣୀ: ଆଜି ପୁଣି ଏକ ବସ୍ ଦୁର୍ଘଟଣା ଖବର ଆସିଛି। ଗତକାଲି ଯେଉଁ କଳିଙ୍ଗା ଘାଟିରେ ପ୍ରବାସ ଫେରନ୍ତାଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଆଜି ସେଇ ଘାଟିରେ ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣ ୩ ଆହତ ହୋଇଥିବା ସୂଚନା ମିଳିଛି। ବସ୍ଟି ସୁରତରୁ ପ୍ରବାସୀ...
ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲାରେ ସାମିଲ ହେବେ ଆୟୁଷ ଡାକ୍ତର। ଏଥିପାଇଁ ନିଯୁକ୍ତ ହେବେ ୨୬୭ଜଣ ଆୟୁଷ ଡାକ୍ତର। ଏମାନେ ସମସ୍ତେ କୋଭିଡ୍ ହସ୍ପିଟାଲରେ ଚୁକ୍ତି ଭିତ୍ତିରେ ନିଯୁକ୍ତି ହେବେ। ଏଥିପାଇଁ ବିଜ୍ଞାପନ ପ୍ରକାଶ କରାଯାଇଛି। ହୋମିଓପ୍ୟାଥିକରେ ୧୩୭ ଏବଂ ଆୟୁର୍ବେଦରେ ୧୩୦ ଜଣ ଓ ସମୁଦାୟ ୨୬୭ଜଣ...
ଭଦ୍ରକ: ଭଦ୍ରକ ବନ୍ତ ଛକରେ ସୁରତରୁ ୮ ପ୍ରବାସୀ ଶ୍ରମିକ ଫେରିଥିବା ଖବର ମିଳିବା ପରେ ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ସେମାନଙ୍କୁ ନେଇ ଭଣ୍ଡାରିପୋଖରୀ କ୍ୱାରେଣ୍ଟାଇନ ସେଣ୍ଟରରେ ଛାଡ଼ିଛି। ପୋଲିସର ତଦନ୍ତରୁ ଜଣା ପଡ଼ିଛି ଯେ, ୫୬ ଜଣ ସୁରତ ଫେରନ୍ତା ନିଜ ଖର୍ଚ୍ଚରେ ଏକ ବସ...
ଭୁବନେଶ୍ୱର: ଗତକାଲି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ପଟେଲ୍ ବସ୍ ଗଞ୍ଜାମ-କନ୍ଧମାଳ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ତଦନ୍ତ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା। ଏଥିସହିତ ଘାଟିରେ ୪୦ରୁ ଅଧିକ ବେଗରେ ଗାଡ଼ି ନ ଚଳାଇବାକୁ ନିର୍ଦ୍ଦେଶ ଦିଆଯିବ। ଡ୍ରାଇଭରଙ୍କ ବେପରୁଆ ଗାଡ଼ି...
ଗଞ୍ଜାମ: ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ନାଗପୁର ଅମରାବତୀ ଏନ୍ଏଚ୍ ଦେଇ ଆସୁଥିବା ବେଳେ ଓଲଟି ପଡ଼ିଥିବା ଖବର ମିଳୁଛି। ଏହି ବସ୍ରେ ପ୍ରାୟ ୫୦ ଯାତ୍ରୀ ଆସୁଥିଲେ। ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ଡ୍ରାଇଭର୍ ଓ ସଫେଇ...
ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ କେରଳରେ ଫସିରହିଥିବା ପ୍ରବାସୀ ଓଡ଼ିଆ। କେରଳର ଏର୍ଣ୍ଣାକୁଲମ ଷ୍ଟେସନରୁ ବାହାରିଥିବା ସ୍ୱତନ୍ତ୍ର ଟ୍ରେନ୍ ପ୍ରଥମେ ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଷ୍ଟେସନରେ ଦକ୍ଷିଣ ଓଡ଼ିଶାର ୫ଶହ ଯାତ୍ରୀଙ୍କୁ ଓହ୍ଲାଇଛି। ଜଗନ୍ନାଥପୁର ଷ୍ଚେସନରେ ଓହ୍ଲାଇଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୩୧, କନ୍ଧମାଳର ୩୫୩, ବୌଦ୍ଧର...
ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳେ ଗଞ୍ଜାମ ଜିଲ୍ଲାରେ ଦୁଇ କରୋନା ପଜିଟିଭି ଚିହ୍ନଟ ହେବା ପରେ ପୁଣି ଝାରସୁଗୁଡ଼ାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା...
ଗଞ୍ଜାମ: ରାଜ୍ୟରେ ପ୍ରଥମଥର ପାଇଁ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହେଲେ କରୋନା ରୋଗୀ। ଏଠି ଏକାଥରକେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୯କୁ ବୃଦ୍ଧି...