• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

irfna
ଯେଉଁ ସାଙ୍ଗ ଇର୍‌ଫାନଙ୍କୁ ବଲିଉଡ୍‌ରେ ପରିଚିତ କରାଇଲେ, ତାଙ୍କରି କାନ୍ଧରେ ଉଠିଲା କୋକେଇ

ମୁମ୍ବାଇ: ୨୯ ଏପ୍ରିଲ୍‌ ଇର୍‌ଫାନ ଖାନ ଫ୍ୟାନ୍‌ଙ୍କ ପାଇଁ ଏକ କଳା ଅଧ୍ୟାୟ ହୋଇ ରହିଯିବ। ଏହି ଦିନ ଅଚାନକ ସମସ୍ତଙ୍କୁ ଅଲ୍‌ବିଦା କହି ଆରପାରିକୁ ଚାଲିଗଲେ ଭର୍ସାଟାଇଲ୍‌ ଆକ୍ଟର। ସକାଳୁ ସକାଳୁ ତାଙ୍କ ଦେହାନ୍ତର ଖବର ପାଇ ସ୍ତବ୍ଧ ହୋଇଗଲା ସାରା ଭାରତ। ଇର୍‌ଫାନ ଯେ ଏତେଶୀଘ୍ର...

madhusudan pad
ପଶ୍ଚିମବଙ୍ଗକୁ ଯିବା ମନା

ବାଲେଶ୍ୱର: ପଶ୍ଚିମବଙ୍ଗରୁ ଫେରୁଥିବା ଲୋକଙ୍କୁ ପଞ୍ଚାୟତସ୍ତରର କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଉଛି। ଲକ୍ଷଣ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ହେଉଛି। ଏହାସହ ଅନ୍ୟ ବ୍ୟକ୍ତିଙ୍କୁ କ୍ୱାରେଣ୍ଟିନ୍‌ରେ କଡ଼ା ନଜରରେ ରଖାଯାଇଛି। ସେହିଭଳି କୌଣସି ବ୍ୟକ୍ତିଙ୍କୁ ଏବେ ପଶ୍ଚିମବଙ୍ଗକୁ ଯିବାକୁ ଅନୁମତି ଦିଆଯାଉନି । ଆଜି ବାଲେଶ୍ୱର ଜିଲ୍ଲା ଗସ୍ତରେ...

presedent555
ଶ୍ରମିକମାନଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌ରେ ସମସ୍ତେ ଘରେ ରହି ବନ୍ଦୀ ଜୀବନ ବିତାଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରୁ ବାହାରକୁ ବାହାରୁଛନ୍ତି। ସବୁକିଛି ଠପ୍‌ ହୋଇଯାଇଛି। ଜନଜୀବନ ଅସ୍ତବ୍ୟସ୍ତ । ଲକ୍ଷ ଲକ୍ଷ ଶ୍ରମିକ ଘରେ ଅଟକି ରହିଛନ୍ତି। ଏହି ସମୟରେ...

marathe
ହୋମ୍‌ କ୍ୱାରେଣ୍ଟିନ୍‌କୁ ଗଲେ ୭୬ ଜଣ ନେତା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠ ଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ବର୍ତ୍ତମାନର କାଉନ୍‌ସିଲର, ପୂର୍ବତନ କାଉନ୍‌ସିଲରଙ୍କ ସମେତ ୭୬ ଜଣ ନେତାଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖବର ଅନୁଯାୟୀ, ଜଣେ...

plagma therapy
ପ୍ଲାଜ୍‌ମା ଥେରାପିରେ ଚିକିତ୍ସିତ ହେଉଥିବା ପ୍ରଥମ ରୋଗୀଙ୍କ ମୃତ୍ୟୁ

ମୁମ୍ୱାଇ: ମହାରାଷ୍ଟ୍ରରେ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ମୃତକଙ୍କ ବୟସ ୫୩ ବର୍ଷ । ସଂକ୍ରମିତ ବ୍ୟକ୍ତି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ଲାଜମାଥେରାପି ଦ୍ୱାରା ଚିକିତ୍ସା କରାଯାଇଥିଲା। ଏହା ପ୍ଲାଜ୍‌ମା ଥେରାପି ଦ୍ୱାରା ଚିକିତ୍ସିତ ହେଉଥିବା ପ୍ରଥମ...

puri
ଦଇତାପତିଙ୍କ କାର୍ଯ୍ୟଧାରାକୁ ନେଇ ଅଭିଯୋଗ ଆଣିଲେ ବିଶ୍ୱକର୍ମା ମହାରଣା

ପୁରୀ: ଦଇତାପତିଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଲେ ବିଶ୍ୱକର୍ମା ମହାରଣା ସେବକ। ଦଇତାପତିମାନେ ନିଜ ସ୍ୱାର୍ଥ ଓ ପାଉଣାକୁ ନେଇ ଏକପାଖିଆ ନିଷ୍ପତ୍ତି ନେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ମେ’ ୩  ତାରିଖ ପରେ ରଥ ନିର୍ମାଣ ପାଇଁ ପ୍ରଶାସନ ଅନୁମତି ଦେଲେ ମଧ୍ୟ ରଥ ନିର୍ମାଣ...

england
କରୋନାରେ ପତ୍ନୀଙ୍କ ମୃତ୍ୟୁକୁ ସହି ପାରିଲେନି, ଜୀବନ ହାରିଲେ ସ୍ୱାମୀ

ଇଂଲଣ୍ଡ: ସେ ଦୁହିଁଙ୍କ ଭଲ ପାଇବା ଥିଲା  ଅନାବିଳ ପ୍ରେମର ଆଉ ଏକ ଉଦାହରଣ। ହାତ ଧରି ଚାଲିବେ ବୋଲି ଦୁହେଁ ଦୁହିଁଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।  ଆଉ ସେଇ ପ୍ରତିଶ୍ରୁତି ରକ୍ଷା କରି ହାତ ଧରାଧରି ହୋଇ ଚାଲିଗଲେ ଆରପାରିକୁ। ଏହା ଗପ ନୁହେଁ, ଏକ ଅଙ୍ଗେନିଭା...

ramayana
ବିଶ୍ୱ ରେକର୍ଡ କଲା ରାମାୟଣ

ନୂଆଦିଲ୍ଲୀ:  ବିଶ୍ୱ ରେକର୍ଡ କଲା ଦୂରଦର୍ଶନରେ ରାମାୟଣର ପୁନଃ ପ୍ରସାରଣ। ଗୋଟିଏ ଦିନରେ ସର୍ବାଧିକ ଭିୟୁ ପାଇଥିବା ପ୍ରଥମ ପୌରାଣିକ ଟିଭି ଧାରିବାହିକ ହେଲା ରାମାୟଣ। ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମର ଗୋଟିଏ ଏପିସୋଡ୍‌ରେ ଦର୍ଶକ ସଂଖ୍ୟା ହିସାବରେ ଏହା ସାରା ବିଶ୍ୱର ସମସ୍ତ ରେକର୍ଡ ଭାଙ୍ଗି ଦେଇଥିବା ଦୂରଦର୍ଶନ...

dog
ମାଲିକକୁ ବଞ୍ଚାଇବା ପାଇଁ ନାଗ ସହ ପୋଷା କୁକୁରର ଫାଇଟ୍‌

ରାୟଗଡ଼ା: ସାପ କବଳରୁ ମାଲିକଙ୍କୁ ରକ୍ଷା କଲା କୁକୁର। ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଡିମ୍ବିରିଗୁଡ଼ା ଗାଁରେ ଘଟିଛି ଏଭଳି ଘଟଣା। ଗାଁର ମଦନ ଶବର ଏବଂ ତାଙ୍କ ପତ୍ନୀ ନିଜ କଦଳୀ ବାଡ଼ିକୁ ଯିବାବେଳେ ଏକ ବିଷଧର ନାଗସାପ ହାବୁଡ଼ରେ ପଡ଼ିଯାଇଥିଲେ। ଠିକ୍ ଏହି ସମୟରେ ମଦନଙ୍କ...

ଏହୱପୋତୋଂସଗ
ଓଟିଭିରେ ଖବର ପ୍ରସାରଣ ପରେ ୯୦ ବର୍ଷୀୟା ଡି. ଶୁଭଲକ୍ଷ୍ମୀଙ୍କୁ ମିଳିଲା ସହାୟତା

କୋରାପୁଟ: ଘରେ ତିନି ତିନି ଜଣ ରୋଗଗ୍ରସ୍ତ ଲୋକଙ୍କ ବୋଝ ନିଜ କାନ୍ଧରେ ବୋହୁଥିବା ୯୦ ବର୍ଷୀୟା ଡି. ଶୁଭଲକ୍ଷ୍ମୀଙ୍କ କରୁଣ କାହାଣୀ ଓଟିଭିରେ ପ୍ରସାରଣ ପରେ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପ୍ରଶାସନ ଓ ବିଭିନ୍ନ ବର୍ଗର ଲୋକେ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବ୍ରାହ୍ମଣୀ ଗାଁର...

udhab
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପାଇଁ ଆଶ୍ୱସ୍ତିର ଖବର

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପାଇଁ ଆଶ୍ୱସ୍ତିର ଖବର। ମହାରାଷ୍ଟ୍ରରେ ଖାଲିଥିବା ବିଧାନ ପରିଷଦର ୯ଟି ଆସନରେ ଯଥାଶୀଘ୍ର ନିର୍ବାଚନ କରାଇବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟପାଳ ଭଗତ ସିଂ କୋଶାରି। କାରଣ ଏହି ନିର୍ବାଚନ ଲଢ଼ି ବିଧାନସଭାର ସଦସ୍ୟ ହେବାକୁ ଆଶା...

pm modi
ଅର୍ଥନୀତି ସୁଧାରିବାକୁ ପ୍ରୟାସ: ଚୀନ୍‌କୁ ପଛରେ ପକାଇବାକୁ ଭାରତ ପାଖରେ ସୁଯୋଗ

ନୂଆଦିଲ୍ଲୀ: କୋଭିଡ୍ ସ୍ଥିତିରେ ଦେଶର ଅର୍ଥନୀତି ସୁଧାରିବାକୁ ପ୍ରୟାସ କରିଚାଲିଛନ୍ତି ଭାରତ ସରକାର।  ଦେଶକୁ ବିଦେଶୀ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବା ସହ ଦେଶରେ ସ୍ଥାନୀୟ ପୁଞ୍ଜିନିବେଶକୁ ମଧ୍ୟ ପ୍ରୋତ୍ସାହନ...