• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

rayaha
ଶ୍ରୀଜୀଉଙ୍କ ରଥ ନିର୍ମାଣ ଲାଗି ଅନୁମତି ଦେଲା କେନ୍ଦ୍ର; କାଲିଠୁ କାମ ଆରମ୍ଭ

ପୁରୀ: ଶ୍ରୀଜୀଉ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ତେବେ ଏଥିଲାଗି କିଛି ସର୍ତ୍ତ ରଖାଯାଇଛି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି ମନ୍ତ୍ରଣାଳୟ କହିଛି। ରଥ ନିର୍ମାଣ ବେଳେ ସାମାଜିକ ଦୂରତ୍ୱ ନିୟମର ଯେଭଳି କଡ଼ା ଅନୁପାଳନ ହେବ...

samasu
ଭାରତୀୟ ପାଣିପାଗ ବିଭାଗ ସୂଚନା ତାଲିକାରେ ସ୍ଥାନ ପାଇଲା ପିଓକେ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ସୂଚନା ତାଲିକାରେ ଏବେ ସ୍ଥାନ ପାଇଛି ପାକ୍‌ ଅଧିକୃତ କଶ୍ମୀର ଏବଂ ଗିଲଗିଟ୍‌ ବଲଟିସ୍ତାନ। ପିଓକେର ଏହିସବୁ ଅଞ୍ଚଳର ପାଣିପାଗ ରିପୋର୍ଟ ପ୍ରକାଶ କରିବ ଭାରତୀୟ ପାଣିପାଗ ବିଭାଗ। ପାଣିପାଗର ଏକ ସବଡିଭିଜିନ୍‌ରେ ଜମ୍ମୁ-କଶ୍ମୀର ଓ ଲଦାଖ ସହ ଗିଲିଗଟ୍‌-ବଲଟିସ୍ତାନ ଏବଂ ମୁଜାଫରାବାଦ...

avimanyu
କଂଗ୍ରେସର ଏହି ବରିଷ୍ଠ ନେତା ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ସଂକଟରେ ଯୁଝୁଛି। ଦିନକୁ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ହାର ଦେଶବାସୀଙ୍କୁ ନିଦ ହଜାଇଲାଣି। କରୋନାକୁ ନେଇ ପକ୍ଷ ବିପକ୍ଷ ମଧ୍ୟରେ ସବୁବେଳେ କଥା କଟାକଟି ଚାଲିଥିବା ବେଳେ କଂଗ୍ରେସ ଦଳକୁ ନେଇ ଏବେ ଆଉ ଏକ ଚର୍ଚ୍ଚା ଜୋର୍‌...

salauddin
ହିଜ୍‌ବୁଲ୍ କମାଣ୍ଡର ରିୟାଜ୍‌ର ମୃତ୍ୟୁ ପରେ ଭାରତକୁ ଧମକ ଦେଲା ପାକ୍ ଆତଙ୍କବାଦୀ ସୟଦ୍‌ ସଲାଉଦ୍ଦିନ

ଶ୍ରୀନଗର: ହିଜ୍‌ବୁଲ ମୁଜାହିଦ୍ଦିନର କମାଣ୍ଡର ରିୟାଜ୍ ନାୟକୁର ସେନା ଏନ୍‌କାଉଣ୍ଟରରେ ମୃତ୍ୟୁ ହେବା ପରେ ବିଳିବିଳେଇଛି ପାକିସ୍ତାନର ହିଜ୍‌ବୁଲ୍‌ ମୁଖ୍ୟ ସୟଦ୍‌ ସଲାଉଦ୍ଦିନ। ଭାରତକୁ ଧମକ ଦେଇ ସଲାଉଦ୍ଦିନ କହିଛି, ରିୟାଜ୍‌ର ତ୍ୟାଗ ଆମ ମିଶନ ହାସଲ କରିବାରେ ସାହାଯ୍ୟ କରିବ। ଯାହା ସେମାନେ ହାସଲ କରିବାକୁ ଚାହୁଁଥିଲେ।...

corona
ରୋକିପାରୁନି ଆମେରିକା, କିନ୍ତୁ କିଛି ମାତ୍ରାରେ କରୋନା ଉପରେ କାବୁ ପାଇଲା ଏହି ଦେଶ

ନୂଆଦିଲ୍ଲୀ: ବିଶ୍ୱର ୨୧୨ଟି ଦେଶରେ କାୟା ବିସ୍ତାର କଲାଣି ମାରାତ୍ମକ କରୋନା। ସାରା ବିଶ୍ୱରେ ଏବେ ଯାଏ ୩୮ ଲକ୍ଷ ୪୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାଣ ହରାଇଲେଣି ୨ ଲକ୍ଷ ୬୫ ହଜାରରୁ ଅଧିକ ଲୋକ। ସେହିପରି ସୁସ୍ଥ ହୋଇଛନ୍ତି ୧୩...

guleria
କରୋନାକୁ ନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକଙ୍କ ସତର୍କବାଣୀ

ନୂଆଦିଲ୍ଲୀ: ଜୁନ ଓ ଜୁଲାଇ ମାସ ବେଳକୁ ଦେଶରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିପାରେ କରୋନା ସଂକ୍ରମଣ। ଏବେ ଯେଉଁ ଭଳି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି ତାକୁ ବିଚାରକୁ ନେଲେ ଜୁନ୍ ଓ ଜୁଲାଇରେ ଦେଶରେ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ...

ଏଊହ୍‌ଆଲୂ
ଉତ୍ତରାଖଣ୍ଡରେ ଫସିଥିଲେ, ବୈଜୟନ୍ତଙ୍କ ଉଦ୍ୟମରେ ଏବେ ଘରକୁ ଫେରୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ପରେ ଆସନ୍ତାକାଲି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରୁ କେନ୍ଦ୍ରାପଡ଼ା ପହଞ୍ଚିବେ ୨୪ ଓଡ଼ିଆ ଛାତ୍ର ଛାତ୍ରୀ। ଏମାନେ ସମସ୍ତେ କେନ୍ଦ୍ରାପଡାର ଜବାହାର ନବୋଦୟ ବିଦ୍ୟାଳୟରୁ ରୁଦ୍ରପ୍ରୟାଗ ନବୋଦୟ ବିଦ୍ୟାଳୟକୁ ମାଇଗ୍ରେସନ ହୋଇଥିଲେ। ଗତ ମାର୍ଚ୍ଚ ମାସରେ ପାଠପଢ଼ା ସରିଥିଲେ ବି ଲକ୍‌ଡାଉନ...

id
କରୋନା ସଂକ୍ରମଣ ରୋକିବାକୁ ଅଲଟ୍ରା ଭାୟୋଲେଟ ସି ସାନିଟାଇଜର ମେସିନ୍ ତିଆରି କଲା ବ୍ରହ୍ମପୁର ସରକାରୀ ଆଇଟିଆଇ

ବ୍ରହ୍ମପୁର: ବିଶ୍ୱ ମହାମାରୀ କରୋନା ସଂକ୍ରମଣ ରୋକିବାକୁ ହେଲେ ପ୍ରତିଷେଧକ ନିତାନ୍ତ ଜରୁରୀ। ଯେକୌଣସି ଜିନିଷ କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ରହିଛି। ଏଭଳି ସ୍ଥଳେ ଏକ ଅଲଟ୍ରା ଭାୟୋଲେଟ ସି ସାନିଟାଇଜର ମେସିନ୍ ତିଆରି କରିଛି ବ୍ରହ୍ମପୁର ସରକାରୀ ଆଇଟିଆଇ। ପୂର୍ବରୁ ପେଡେଲ ହାତ ଧୁଆ ମେସିନ୍,...

ernakumal
ଘରକୁ ଫେରିବା ପାଇଁ ଆନ୍ଦୋଳନରତ ପ୍ରବାସୀ ଶ୍ରମିକଙ୍କୁ ପୁଲିସ୍‌ର ଲାଠି ମାଡ଼

ଏର୍ଣ୍ଣାକୁଲମ୍: କେରଳର ଏର୍ଣ୍ଣାକୁଲମ ଜିଲ୍ଲା କୁତାତୁକୁଲମ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଲାଠିମାଡ଼ କରିଛି ପୋଲିସ। ଘରକୁ ଫେରିବା ଲାଗି ଆନ୍ଦୋଳନ କରୁଥିବାବେଳେ ପୋଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିଛି। ଲକଡାଉନ ପାଇଁ ଫସି ରହିଥିବା ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି ଦାବି କରି ଆସୁଥିଲେ।...

representational-image
କନ୍ୟା ସନ୍ତାନ ଜନ୍ମଦେଲେ ଟିଏମ୍‌ସି ସାଂସଦ: ନା ରଖିଲେ ‘କରୋନା’

କୋଲକାତା: ଦେଶରେ କୋରନା ଭୂତାଣୁ ଲାଗତର ଭାବେ ବଢ଼ି ଚାଲିଛି। ପ୍ରତିଦିନ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ଓ ମୃତ୍ୟୁ ମଧ୍ୟ ହେଉଛି। କରୋନାକୁ ନେଇ ଦେଶରେ ନାନା ପ୍ରକାର ରୋଚକ ଘଟଣା ମଧ୍ୟ ଦେଖିବାକୁ ମିଳୁଛି। କରୋନା ତାଣ୍ଡବ ଭିତରେ ଟିଏମ୍‌ସି ସାଂସଦ ଏକ କନ୍ୟା ସନ୍ତାନକୁ...

ki
ପୁଣି ଏକ କାରାଖାନା ଦୁର୍ଘଟଣା: ବଏଲର୍‌ ବିସ୍ଫୋରଣ ଯୋଗୁ ୭ ଆହତ

ଚେନ୍ନାଇ: ଛତିଶଗଡର ରାୟଗଡ଼ ପେପର୍‌ ମିଲ୍‌, ବିଶାଖାପାଟନମ୍‌ ଗ୍ୟାସ୍‌ ଲିକ୍ ପରେ ଏବେ ତାମିଲ୍‌ନାଡୁର କୁଡ୍ଡାଲୋର୍‌ରେ ଥିବା ଏକ ପବ୍ଲିକ ସେକ୍ଟର କୋଇଲା କମ୍ପାନୀ ପୁଣି ଏକ ଅଘଟଣ ଘଟିଛି। କମ୍ପାନୀର ବଏଲର୍‌ ବିସ୍ଫୋରଣ ଯୋଗୁ ୭ ଜଣ ଆହତ ହୋଇଛନ୍ତି। ନେଭେଲି ଲିଗ୍‌ନାଇଟ୍‌ କୋର୍‌ପୋରେସନ୍‌(ଏନ୍‌ଏଲ୍‌ସି) ପ୍ଲାଣ୍ଟରେ ଏହି...

fd
ବିଷାକ୍ତ ଗ୍ୟାସ୍‌ ଲିକ୍‌ରେ ୭ ଅସୁସ୍ଥ; କାରଖାନା ମାଲିକ ଲୁଚାଇଥିଲେ ଘଟଣା

ଛତିଶଗଡ଼: ଛତିଶଗଡ଼ର ରାୟଗଡ଼ ଦିଲ୍ଲାରେ ଏକ ପେପର୍ ମିଲ୍‌ରୁ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହେବାରୁ ୭ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ସ୍ଥାନୀୟ ପୁଲିସ୍‌ ଏହି ସୂଚନା ଦେଇଛି। ବୁଧବାର ସନ୍ଧ୍ୟାରେ ଟେଟ୍‌ଲା ଗାଁରେ ଥିବା ଶକ୍ତି ପେପର୍ ମିଲ୍‌ରେ ଜଣେ ସଫେଇ କର୍ମୀ ଏକ ଖୋଲା ଟାଙ୍କିରେ...

corona
ଫଟୋରେ ଫଟୋରେ ବିଶାଖାପାଟନମ୍‌ ଗ୍ୟାସ୍‌ ଲିକ୍‌ ଟ୍ରାଜେଡି

ବିଶାଖାପାଟନମ୍‌: ବର୍ଷ ୨୦୨୦ ପ୍ରତ୍ୟୋକ ମାସ କିଛି ନା କିଛି ଦୁଃଖ ଖବର ଦେଉଛି। ଦେଶ ଏବେ କରୋନା ମହାମାରୀ ସହିତ ଯୁଦ୍ଧ ଲଢୁଥିବା ବେଳେ ବିଶାଖାପାଟଣ ଗ୍ୟାସ୍‌ ଲିକ୍‌ ଘଟଣା ଦେଶକୁ ଦୋହଲାଇ ଦେଇଛି। ଏବଂ ମନେ ପକାଇଦେଇଛି ୧୯୮୪ ଲୋମଟାଙ୍କୁରା ଘଟଣା ଭୋପାଲ୍‌ ଗ୍ୟାସ୍‌ ଟ୍ରାଜେଡି...

jaganmohan-reddy
ବିଶାଖାପାଟନମ୍ ଗ୍ୟାସ୍‌ ଲିକ୍ ଘଟଣା; ମୃତ୍ୟୁ ସଂଖ୍ୟା ୧୧ ଛୁଇଁଲା, ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା

ବିଶାଖାପାଟନମ୍‌: ବିଶାଖାପାଟନମ୍‌ ଏଲ୍‌ଜି ପଲିମର୍ସ ପ୍ଲାଣ୍ଟ ଗ୍ୟାସ୍ ଲିକ୍‌ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ ଛୁଇଁଛି। ଏଥିରେ ଜଣେ ଶିଶୁ ମଧ୍ୟ ରହିଛି। ଗ୍ୟାସ୍‌ ଲିକ୍‌ରେ ଅସୁସ୍ଥ ହୋଇପଡ଼ିଥିବା ଗ୍ରାମବାସୀଙ୍କୁ ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କଠାରେ ମୁଣ୍ଡବିନ୍ଧା, ବାନ୍ତି ଓ ପ୍ରସ୍ୱାସ୍‌ ନେବାର ସମସ୍ୟା ହେଉଥିବା...

surua
‘ଆମକୁ ରୋଗରେ ମାରନି ନବୀନ ବାବୁ’

#COVID19- Sura Routray On Bringing Back Migrants To Odisha

police
କ୍ୱାରେଣ୍ଟିନ୍‌ ନିୟମ ନମାନିବାରୁ ପୁଅକୁ ହତ୍ୟା

ଭୋପାଳ: କରୋନା କ୍ୱାରେଣ୍ଟାଇନ୍‌ ନିୟମ ପାଳନ ନ କରିବାରୁ ପୁଅକୁ ହତ୍ୟା କଲା ବାପା। ମଧ୍ୟପ୍ରଦେଶର ବାଲାଘାଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଟେକଚନ୍ଦ୍ର। କରୋନା ପାଇଁ ବାପା, ପୁଅକୁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ପ୍ରଥମ ଥର ପାଇଁ ଘଟିଛି। ଏହାପରେ...