ରାୟଗଡ଼ା(ମନୋଜ ପାତ୍ର): କୋଟିଆ ଉପରେ ଆନ୍ଧ୍ର ସରକାର କବ୍ଜା କରିବାକୁ ବସିଥିବା ବେଳେ ବୋଧ୍ହୁଏ ଏଥିରୁ ରାଜ୍ୟ ସରକାର କିଛି ଶିଖିପାରିଲେ ନାହିଁ। କାରଣ ଉପେକ୍ଷିତ ଅବସ୍ଥାରେ ଥିବା ଉପାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକ ଏବେ ବି ରାଜ୍ୟ ପ୍ରଶାସନ ପାଇ ଅପହଞ୍ଚ ରହିଛି। ଫଳରେ କେବଳ କୋରାପୁଟ କି ଗଜପତି...
ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ଆନ୍ଦୋଳନ, ରାଜରାସ୍ତାରେ ଚାଷୀଙ୍କ ଧାରଣା ଏବଂ ଲାମ୍ପସ୍ରେ ଉତ୍ତେଜନା ପରେ ବି ସରୁନି ମଣ୍ଡି ସମସ୍ୟା। ୟା ଭିତରେ ନୂଆପଡ଼ା କୋମନାରେ ଜଣେ ଚାଷୀ ମଣ୍ଡିରେ ମାସାଧିକ କାଳ ଧାନ ପକାଇ ଶୀତ କାକରରେ ଭିଜି ଶେଷରେ ବିକ୍ରି ପୂର୍ବରୁ ଆଖି ବୁଜିଥିବାର କରୁଣ...
ଭୁବନେଶ୍ୱର: ଆସନ୍ତାକାଲି ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥର ୧ ଲକ୍ଷ ୭୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରାଯିବ। ଏଥରପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ମହାମାରୀ କରୋନା ପରେ ଆସୁଥିବା ଏହି ବଜେଟ୍ରୁ ଅନେକ କିଛି ଆଶା ରଖିଛନ୍ତି...
ବାଲିଗୁଡ଼ା: ବାଲିଗୁଡ଼ା ଜଲେଶପଟା କନ୍ୟାଶ୍ରମ ମୁଖ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଶେଷରେ ଗିରଫ ହୋଇଛି। ରାୟଗଡ଼ା ଚାଟିକଣାରୁ ଅଭିଯୁକ୍ତ ବାବା ମହାଦେବ ମହାରାଜଙ୍କୁ ଗିରଫ କରିଛି କନ୍ଧମାଳ ପୋଲିସ୍। ଏନେଇ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ପି। ଅଭିଯୁକ୍ତ ଫୋନ୍ରେ ସ୍ୱାମୀଜୀଙ୍କୁ ହତ୍ୟା ଧମକ ଦେଇଥିଲା।...
ମୁମ୍ବାଇ: ଚଳିତ ବର୍ଷ ବିଭିନ୍ନ ବର୍ଗରେ ଭାରତୀୟ ସିନେ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍କେ ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଛି। ଆୱାର୍ଡର ୫ମ ସଂସ୍କରଣରେ ବେଷ୍ଟ ଫିଲ୍ମ, ଟେଲିଭିଜନ୍, ମ୍ୟୁଜିକ ଏବଂ ଅନ୍ୟାନ୍ୟ ବର୍ଗରେ ପୁରସ୍କାର ଘୋଷଣା କରାଯାଇଛି। ଗତ ବର୍ଷର ଦମ୍ଦାର କାର୍ଯ୍ୟ...
ଭୁବନେଶ୍ୱର: ବିଭିନ୍ନ ରାଜ୍ୟରେ ବଢ଼ୁଥିବା କରୋନା ସଂଖ୍ୟାକୁ ଦେଖି ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ତେଣୁ କରୋନା କଟକଣା କଡ଼ାକଡ଼ି ପାଳନ କରିବା ପାଇଁ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଓ ଏସ୍ପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ସର୍ବସାଧାରଣ ସ୍ଥାନ, କର୍ମକ୍ଷେତ୍ର ଓ...
ଭୁବନେଶ୍ୱର: ଓଡ଼ିଶାରେ ଆନ୍ଧ୍ରର ବେଆଇନ ନିର୍ବାଚନ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିଠି ଲେଖି ଆପତ୍ତି ଜଣାଇଛନ୍ତି ପ୍ରଦୀପ୍ତ। ବେଆଇନ ଭାବେ ଓଡ଼ିଶା ଭିତରେ ଆନ୍ଧ୍ର ପ୍ରଦେଶ କରି ନିର୍ବାଚନ...
ମମ୍ବାଇ: ତୈଳ ଦର ବୃଦ୍ଧି ଉପରେ ବଲିଉଡ୍ ଷ୍ଟାର୍ ଅକ୍ଷୟ କୁମାର ଓ ଅମିତାଭ ବଚ୍ଚନଙ୍କ ନିରବତାକୁ ନେଇ ଆଜି ପୁଣିଥରେ ବର୍ଷିଛନ୍ତି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ। ଅକ୍ଷୟ ଓ ଅମିତାଭ ପ୍ରକୃତ ହିରୋ ନୁହଁନ୍ତି ବୋଲି କହି ଦୁଇ ସୁପର ଷ୍ଟାର୍ଙ୍କୁ ସମାଲୋଚନା କରିଛନ୍ତି...
ବାଲିଗୁଡ଼ା(ଅଜିତ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଧିନ ପେତାରବାଡ଼ି ଘାଟିରେ ଏକ ବସ ଓଲଟି ପଡ଼ିଛି। ଏଥିରେ ୭ ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ବର୍ତ୍ତମାନ ଚିକିତ୍ସା ନିମନ୍ତେ ଦାରିଙ୍ଗବାଡ଼ି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଲିଗୁଡ଼ା: ଘାଟିରେ ଓଲଟିଲା ବସ୍; ୭ ଗୁରୁତର,...
ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ବିମଳଗଡ଼-ତାଳଚେର ରେଳପଥ ନିର୍ମାଣ ଦାବି ରେଳ ଲାଇନ୍ରେ ଶୋଇ ଆନ୍ଦୋଳନ କଲେ ବିଧାୟକ ରେଳପଥ ନିର୍ମାଣ ନହେଲେ ମାଲ ପରିବହନ କରାଇ ନଦେବାକୁ ଚେତାବନୀ ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ବିମଳଗଡ଼-ତାଳଚେର ରେଳପଥ ନିର୍ମାଣ ଦାବିରେ ରେଳ ଲାଇନ୍ରେ ଶୋଇ ଆନ୍ଦୋଳନ କରିଛନ୍ତି...
କଳାହାଣ୍ଡି: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍। ଏଥିପାଇଁ ୩ ଜଣିଆ ଟିମ୍ ଆଜି ଅଭୟାରଣ୍ୟ ଭିତରକୁ ଯାଇଛନ୍ତି। ଏମାନେ ପ୍ରଥମେ ହାତୀ ମୃତ୍ୟୁ ହୋଇଥିବା ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିବେ। ଅଭୟାରଣ୍ୟ ଭିତରକୁ ଯିବା ପୂର୍ବରୁ ବିଶେଷଜ୍ଞ ଦଳ ଆଖପାଖ...
ସାକାର ହେବ ନାମୀ ଘରୋଇ ସ୍କୁଲରେ ଗରିବ ପିଲାଙ୍କ ପାଠପଢ଼ା ସ୍ୱପ୍ନ ଏଣିକି ଅନଲାଇନ ଜରିଆରେ ସ୍କୁଲରେ ଆଡମିଶନ କରିବେ EWS ପିଲା rteparadarshi.odisha.gov.in ପୋର୍ଟାଲରେ କରିବେ ଆବେଦନ ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କଲେ ଗଣଶିକ୍ଷା ଅତିରିକ୍ତ ସଚିବ ଭୁବନେଶ୍ୱର: ନାମୀଦାମୀ ଘରୋଇ ସ୍କୁଲ୍ରେ ଗରିବ...
ଖୋର୍ଦ୍ଧା: ବରିଷ୍ଠ ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀ କେଦାରନାଥ ଜେନାଙ୍କ ପରଲୋକ ହୋଇଛି। ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଦୀର୍ଘଦିନ ଧରି ଶଯ୍ୟାସାୟୀ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। କେଦାରନାଥଙ୍କ ଘର ଖୋର୍ଦ୍ଧା ଜିଲ୍ଲା ରେତଙ୍ଗ ବ୍ରହ୍ମକୁଣ୍ଡଳ ଗ୍ରାମରେ। ସ୍ୱାଧୀନତା ସଂଗ୍ରାମ ବେଳେ ରେତଙ୍ଗ ରେଳ...
ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶ ଉନ୍ନାଓର ଦୁଇ ଝିଅଙ୍କର ମୃତ୍ୟୁ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏଇ ସପ୍ତାହରେ ଦୁଇ ଝିଅ ଆଶ୍ଚର୍ଯ୍ୟଜନକ ଭାବେ ମୃତ୍ୟୁ ଅବସ୍ଥାରେ ଖେତରେ ପଡ଼ିଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ। ସେହିପରି ଅନ୍ୟ ଜଣେ ଝିଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରକାନାରେ...
କୋଲାକାତା: ନିଜ କାର୍ରେ ଡ୍ରଗ୍ସ ଆଣୁଥିବା ଅଭିଯୋରେ କୋଲକାତାର ବିଜେପି ଯୁବ ନେତ୍ରୀଙ୍କୁ ଗିରଫ କଲା ପୋଲିସ୍। ଗିରଫ ନେତ୍ରୀଙ୍କ ନାଁ ପାମେଲା ଗୋସ୍ୱାମୀ। ଶୁକ୍ରବାର ସେ ନିଜ କାର୍ରେ କୋକେନ୍ ନେଇଯାଉଥିବା ବେଳେ ତାଙ୍କୁ ଗିରଫ କରିଛି କୋଲକାତା ପୋଲିସ୍। ଏଥିସହିତ ପାମେଲାଙ୍କ ବନ୍ଧୁ ପ୍ରବୀର କୁମାର...
କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ହୋଇଥିବା ମାନହାନୀ ମକଦ୍ଦମାକୁ ନେଇ ଶାହଙ୍କୁ ନୋଟିସ୍ କଲେ କୋର୍ଟ। ବିଧାୟକ ଓ ସାଂସଦଙ୍କ ମାମଲା ସମ୍ପର୍କିତ ଶୁଣାଣି କରୁଥିବା ଏକ ସ୍ୱତନ୍ତ୍ର କୋର୍ଟ ଶାହାଙ୍କୁ ନୋଟିସ୍ ଜାରି କରିଛନ୍ତି। ଟିଏମ୍ସି ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା...
କଟକ: କଳା ସାରଙ୍କ କଳା କାରନାମାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସଂପୃକ୍ତ ଶିକ୍ଷକ ୪ ଜଣଙ୍କୁ ବିବାହ କରିଥିବା ନେଇ ଥାନାରେ ଏତଲା ଦିଆଯାଛି। ଶିକ୍ଷକଙ୍କ ପତ୍ନୀ ଏନେଇ କଟକ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବେ ପରେ ସଂପୃକ୍ତ ଆର୍ଟ ଟିଚରଙ୍କୁ ଉଠାଇ ଆଣିଛି...