ଭୁବନେଶ୍ୱର; ସାଇବର ଲୁଟ କ୍ଷେତ୍ରରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ଲୁଟେରାଙ୍କ କବଳରୁ ଲୁଟ୍ର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଫେରିଛି ୩ ଲକ୍ଷ ଟଙ୍କା। ମୋବାଇଲ ଟାଓ୍ୱାର ବସାଇବା ଆଳରେ ଅନୁଗୁଳର ଯୁବକ ବସନ୍ତ ଛତରଙ୍କଠାରୁ ୩୦ ଥରରେ ସମୁଦାୟ ୩ ଲକ୍ଷ ୧୭ ହଜାର...
ଟପ୍ ନ୍ୟୁଜ୍ ସଂକ୍ଷେପରେ… ଦିବ୍ୟାଙ୍ଗକୁ ବିବାହ କଲେ ଦମ୍ପତିଙ୍କୁ ମିଳିବ ୨ ଲକ୍ଷ ୫୦ ହଜାର ରାଜ୍ୟରେ ୭ଟି ସହରରେ ବଢୁଛି ବାୟୁ ପ୍ରଦୂଷଣ ରାଜ୍ୟରେ ବଢ଼ିଛି ବନ୍ୟ ପ୍ରାଣୀ ଓ ମଣିଷ ସଂଘର୍ଷ ଘଟଣା ଏବେ ହୋଇନପାରେ ପୌର ନିର୍ବାଚନ ନିର୍ବାଚନ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼...
ଲସ୍ ଏଞ୍ଜେଲସ୍; ପ୍ରସିଦ୍ଧ ଗଲ୍ଫ ଖେଳାଳି ଟାଇଗର ଉଡ୍ସଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ମଙ୍ଗଳବାର ସକାଳେ ଲସ୍ ଏଞ୍ଜେଲସରେ ନିୟନ୍ତ୍ରଣ ହରାଇ ତାଙ୍କ କାର ରାସ୍ତା କଡ଼କୁ ଖସିପଡ଼ିଥିଲା। କାର୍ଟି ତଳକୁ ଖସିବା ପରେ ଦୁଇ ଚାରିଥର ଓଲଟି...
ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ ୨୦୨୦ । ଏହାଦ୍ୱାରା ମାରିଟାଇମ ବୋର୍ଡ଼ ଗଠନ ହେବ, ଯେଉଁଥିରେ ୧୨ ଜଣ ସଦସ୍ୟ ଏବଂ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିବେ। ସେହିପରି ସଦସ୍ୟ ସଚିବ ରହିବେ ବାଣିଜ୍ୟ ପରିବହନ ସଚିବ। ଶିଳ୍ପ, ବାଣିଜ୍ୟ ପରିବହନ...
ଭୁବନେଶ୍ୱର: ପଞ୍ଜୀକରଣ କରି ଟିକା ନେଉ ନଥିବା ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟ୍ ଲାଇନ ଓ୍ୱାର୍କରଙ୍କ ପାଇଁ ରଦ୍ଦ ହେବ ସବୁ ସୁବିଧା। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ବାରମ୍ବାର ନିର୍ଦ୍ଦେଶ ଓ ସୁଯୋଗ ଦେବା...
ଭୁବନେଶ୍ୱର: ଅସ୍କାର ପୁରସ୍କାର ତାଲିକାରେ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’ ସାମିଲ ହେବା ନେଇ ଯେଉଁ ଦାବି ହୋଇଥିଲା ତାହା ମିଛ ବୋଲି ପ୍ରମାଣିତ ହୋଇଛି। ଖୋଦ୍ ଫିଲ୍ମର ନିର୍ମାତା ନୀଳମାଧବ ପଣ୍ଡା ଟ୍ୱିଟ୍ କରି ସମସ୍ତଙ୍କୁ କାଲିର ଅତୀତ ଅସ୍କାରର ସାଧାରଣ ବର୍ଗର ବିଭିନ୍ନ ପୁରସ୍କାର ତାଲିକାରେ...
ଭୁବନେଶ୍ୱର: ଆସନ୍ତା ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି ରାଜ୍ୟ ସରକାର। ଯାହାକି ଚଳିତ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ତୁଳନାରେ ୨୬% ଅଧିକ। ତେବେ ରାଜ୍ୟ ସରକାର କେଉଁଠୁ ଏତେ ଅର୍ଥ ଆଣିବେ ତାକୁ ନେଇ ଏବେ...
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଗୁଲ୍ ବାଜିବା ଆଗରୁ ଆମ୍ଭ ହୋଇଗଲାଣି ପ୍ରକଳ୍ପ ପଲଟିକ୍ସ। ପ୍ରଗତି ପଥେ ପିପିଲିର ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ଆଜି ପିପିଲି-ଡେଲାଙ୍ଗର ବିକାଶ ପାଇଁ ଭର୍ଚୁଆଲ୍ରେ ୬୮ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହାକୁ ନେଇ ରାଜନୈତିକ ବୟାନବାଜି ବି ହୋଇଛି। ପ୍ରକଳ୍ପ ଘୋଷଣା...
ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧିକୁ ନେଇ ବିଧାନସଭାରେ ତାତି। ବଜେଟ୍ ଅଧିବେଶନରେ ଆଜି ବେଲଗାମ ଭାବେ ବଢୁଥିବା ତୈଳଦରକୁ ନେଇ କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ଦୋଷ ଲଦାଲଦି ହୋଇଛନ୍ତି ବିଜେପି ଓ ବିଜେଡି। ତୈଳର ଅହେତୁକ ଦରବୃଦ୍ଧି ନେଇ କଂଗ୍ରେସ ଉଭୟ କେନ୍ଦ୍ର ଓ...
ନୂଆଦିଲ୍ଲୀ: ପରିବେଷବିତ ଦିଶା ରବିଙ୍କୁ ମିଳିଲା ବେଲ୍। କୃଷକ ଆନ୍ଦୋଳନ ସମ୍ପର୍କିତ ଟୁଲ୍କିଟ ଘଟଣାରେ ଗିରଫ ହୋଇଥିବା ଦିଶାଙ୍କୁ ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ବେଲ୍ ଦେଇଛନ୍ତି। ଟୁଲ୍କିଟ ଘଟଣାରେ ଦିଶାଙ୍କୁ ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ଗିରଫ କରିଥିଲା ପୋଲିସ୍। ଏକ ଲକ୍ଷ୍ୟ ଟଙ୍କା ବେଲ୍ ବଣ୍ଡ...
ଫୁଲବାଣୀ: ଲୁଟ୍ ଅଭିଯୋଗରେ ଗିରଫ ହୋଇଥିବା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଶେଷରେ ଜେଲ୍ ଯିବାକୁ ପଡ଼ିଛି। ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ଟଙ୍କା ଲୁଟ୍ ଅଭିଯୋଗରେ ଦେବେନ୍ଦ୍ର ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍। ତେବେ କୋର୍ଟରେ ଜାମିନ ନାମଞ୍ଜୁର...
ଭୁବନେଶ୍ୱର: ଦିନକ ପୂର୍ବରୁ ସ୍ୱାସ୍ଥ୍ୟ ଅତିରିକ୍ତ ଶାସନ ସଚିବଙ୍କ ସର୍କୁଲାର ଜାରି ପରେ ଗତକାଲି ଏସ୍ଆରସିଙ୍କ ନୂଆ ଗାଇଡଲାଇନ୍ ଜାରି କରିଥିଲେ । ଆଉ ଆଜି ପୂରା ଆକ୍ସନ ମୋଡ୍ରେ ଅଛି ପୋଲିସ ଓ ପ୍ରଶାସନ। ଦେଶର କିଛି ରାଜ୍ୟରେ ଆତଙ୍କ ରଚିଥିବା କରୋନାର ନୂଆ ଷ୍ଟ୍ରେନ୍ ଓଡ଼ିଶା...
ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖ ଦିଲ୍ଲୀ ଲାଲ୍ କିଲାରେ କୃଷକ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍। ଗିରଫ ଅଭିଯୁକ୍ତ ଜଣକ ଲାଲ୍ କିଲା ଖଣ୍ଡା ବୁଲାଉଥିବା ମନିନ୍ଦର ସିଂହ(ଛଦ୍ମନାମ) ପଛରେ ଖଣ୍ଡା ଧରି ଛିଡ଼ା ହୋଇଥିବା ଦେଖାଯାଇଥିଲା। ମନିନ୍ଦର...
ଭୁବନେଶ୍ୱର: କିଛିଦିନର ବ୍ୟବଧାନ ପରେ ବିଭିନ୍ନ ରାଜ୍ୟକୁ ଧୀରେ ଧୀରେ ପୁଣି ଫେରୁଛି ମହାମାରୀ କରୋନା। ଏଥିପାଇଁ ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର। କରୋନା କଟକଣା କଡ଼ା ଭାବେ ପାଳନ କରିବାକୁ ଗତକାଲି ସବୁ ଜିଲ୍ଲାକୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଯଦିଓ ରାଜ୍ୟରେ ଆକ୍ରାନ୍ତଙ୍କ...
ମୁଜାଫରନଗର: ବିଜେପି କର୍ମୀ ଓ କୃଷକଙ୍କ ମଧ୍ୟରେ ମାର୍ପିଟ ହୋଇ ଏକାଧିକ ଲୋକ ଆହତ ହୋଇଛନ୍ତି। ସୋମବାର ଉତ୍ତରପ୍ରଦେଶ ମୁଜାଫରନଗର ଜିଲ୍ଲାରେ ଏପରି ଘଟଣା ସାମ୍ନାକୁ ଆସିଛି। ମିଳିଥିବା ରିପୋର୍ଟ ଅନୁସାରେ, ଉଭୟପକ୍ଷରୁ ନାରାବାଜୀ ହୋଇଛି ମାର୍ପିଟ ହୋଇଥିଲା। ଏନେଇ ରାଷ୍ଟ୍ରୀୟ ଲୋକ ଦଳ(RDL) ନେତା ଜୟନ୍ତ ଚୌଧୁରୀ...
ଭୁବନେଶ୍ୱର: ବିଧାନସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ ହେଉଛି। ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢ଼ିଛି। ଚଳିତ ଥର ବଜେଟ୍ରେ କାଳିଆ ଯୋଜନା ପାଇଁ ୧୮୦୦...
ମୁମ୍ବାଇ: ମୁମ୍ବାଇର ଏକ ହୋଟେଲ୍ରୁ ଉଦ୍ଧାର ହେଲା ସାଂସଦଙ୍କ ମୃତଦେହ। ଦାଦ୍ରା ନଗର ହାବେଳିରୁ ୭ଥର ସାଂସଦ ହୋଇଥିବା ମୋହନ ଡେଲ୍କରଙ୍କର ମୃତଦେହ ମୁମ୍ବାଇର ମରିନ ଡ୍ରାଇଭ୍ରେ ଥିବା ଏକ ହୋଟେଲ୍ରୁ ଉଦ୍ଧାର କରାଯାଇଛି। ମୋହନ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ୍ ସନ୍ଦେହ କରୁଛି। ତେବେ ଏପର୍ଯ୍ୟନ୍ତ...