• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

chidamara
କେନ୍ଦ୍ରର ଆର୍ଥିକ ପ୍ୟାକେଜ୍‌: ଚିଦାମ୍ବରମ କହିଲେ ଶ୍ରମିକ ପାଇଁ କିଛି ନାହିଁ

ନୂଆଦିଲ୍ଲୀ: କେନ୍ଦ୍ରର ଆର୍ଥିକ ସହାୟତା ପ୍ୟାକେଜ୍‌କୁ ସମାଲୋଚନା କରିଛି ବିରୋଧୀ କଂଗ୍ରେସ। ଶ୍ରମିକଙ୍କ ପାଇଁ କିଛି ନାହିଁ ବୋଲି କହି ସମାଲୋଚନା କରିଛନ୍ତି କଂଗ୍ରେସ ନେତା ପି. ଚିଦାମ୍ବରମ। ସେ ହିଛନ୍ତି, ଗରିବ ଓ ପ୍ରବାସୀ ଶ୍ରମିକ ଯେଉଁମାନେ ଦେଶର ବଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ଓ ଚାଲି...

fds
ଦାଦନ ଶ୍ରମିକଙ୍କୁ ବିଡିଓ କହିଲେ ତୁ ଦାଦନ ଖଟୁଛୁ, ଔକାତ୍‌ରେ ରହ

ଜଳେଶ୍ୱର: ଦାଦନ ଶ୍ରମିକଙ୍କୁ ମଣିଷ ଜ୍ଞାନ କରୁନାହାନ୍ତି କି ବିଡିଓ? ପ୍ରଶାସନିକ ଅଧିକାରୀ ହୋଇ ଗରିବ ଦାଦନ ଶ୍ରମିକଙ୍କର ବି ଅଧିକାର ଓ ଆତ୍ମସମ୍ମାନ ଅଛି ବୋଲି ପାଶୋରି ଯାଉଛନ୍ତି କି ? ପଦବୀର କ୍ଷମତା, ଔଦ୍ଧତ୍ୟରେ ବଦଳିଯିବାର ଏ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।...

osd
ପେଷା ବଦଳାଇଦେଲା ଲକ୍‌ଡାଉନ: ଶିକ୍ଷକରୁ ମନରେଗା ଶ୍ରମିକ ହେଲେ ଗୀତା

ଭୁବନେଶ୍ୱର: ବର୍ଷ ବର୍ଷର ପୁରୁଣା ପେଷାକୁ ବଦଳାଇଦେଲା ଲକଡାଉନ। ମାସ ଦିଇଟା ଭିତରେ ବଦଳି ଗଲା ପରିଚୟ। ଲକ୍‌ଡାଉନ୍ ଯୋଗୁ ବନ୍ଦ ହୋଇଗଲା ପେଟପଟଣାର ବାଟ। ଯେମିତି ବି ହେଉ ପେଟ ତ ପୋଷିବାକୁ ପଡ଼ିବ। ତେଣୁ ଅବସ୍ଥା ଦେଖି ବ୍ୟବସ୍ଥା କରିବା କରିବା ଭଳି କିଏ ପୂଜକରୁ...

dfsd
ଆୟକର ରିଟର୍ଣ୍ଣ ଓ ଇପିଏଫ୍ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆୟକର କ୍ଷେତ୍ର ପାଇଁ ରିହାତି ବ୍ୟବସ୍ଥା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସମସ୍ତ ଆୟକର ଦାଖଲର ସମୟ ସୀମା ନଭେମ୍ବର ୩୦କୁ ବୃଦ୍ଧି କରାଯାଇଛି। ଟାକ୍ସ ଅଡିଟ୍ ଲାଗି ଥିବା ସମୟସୀମାକୁ ମଧ୍ୟ ୩୦ ସେପଟେମ୍ବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଅର୍ଥ...

nirmala 1
୨୦ହଜାର ଲକ୍ଷ କୋଟିର ଆର୍ଥିକ ପ୍ୟାକେଜରୁ କେଉଁ କ୍ଷେତ୍ରକୁ କେତେ ?

ନୂଆଦିଲ୍ଲୀ: ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇବା ଏବଂ ଦେଶକୁ ଆତ୍ମନିର୍ଭଶୀଳ କରିବା ଲାଗି ଗତକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ମିଶନ ଆତ୍ମନିର୍ଭର ଭାରତର ରୂପରେଖ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦ ହଜାର ଲକ୍ଷ କୋଟିର ଏହି ବୃହତ ଅର୍ଥିକ ପ୍ୟାକେଜରୁ କେଉଁ କ୍ଷେତ୍ର ପାଇଁ କେତେ...

air-india
ଫସି ରହିଥିବା ଲୋକଙ୍କୁ ଘରେ ପହଞ୍ଚାଇବା ଲାଗି ଉଡ଼ିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଲାଗି ଆସନ୍ତା ୧୯ ତାରିଖରୁ ସ୍ୱତନ୍ତ୍ର ବିମାନ ଚଳାଇବ ଏୟାର ଇଣ୍ଡିଆ। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଚି, ଅହମ୍ମଦାବାଦ୍, ବେଙ୍ଗଳୁରୁ, ହାଇଦ୍ରାବାଦ୍ ଭଳି ଗୁରୁତ୍ୱପୂର୍ଣ୍ଣ ସହରକୁ ଏହି ବିମାନ ଚାଲିବ। ଜୁନ୍‌ ୨ ତାରିଖ...

nirmala
୨୦ ଲକ୍ଷ କୋଟିର ପ୍ୟାକେଜ୍: MSME ପାଇଁ ୩ ଲକ୍ଷ କୋଟି ଋଣ

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଆର୍ଥିକ ପ୍ୟାକେଜ୍ ସମ୍ପର୍କରେ ଆଜି ସବିଶେଷ ତଥ୍ୟ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ପ୍ୟାକେଜ୍‌ ଆତ୍ମନିର୍ଭର ଭାରତ ଅଭିଯାନ। ଏହାର ମୁଖ୍ୟ ଲକ୍ଷ୍ୟ ସ୍ଥାନୀୟ ଉତ୍ପାଦିତ ସାମଗ୍ରୀକୁ ବିଶ୍ୱ ସ୍ତରରେ ପହଞ୍ଚଇବା ବୋଲି କହିଛନ୍ତି...

dds
ଆଉ କିଛି ସମୟ ପରେ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ସମ୍ପର୍କରେ ତଥ୍ୟ ଦବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କବଳିତ ଭାରତ ପାଇଁ ଘୋଷଣା ହୋଇଥିବା ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ସମ୍ପର୍କରେ ଆଜି ସବିଶେଷ ତଥ୍ୟ ରଖିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଅପରାହ୍ଣ ୪ଟାରେ ଗଣମାଧ୍ୟମକୁ ସମ୍ବୋଧିତ କରି ବିସ୍ତୃତ ରୂପରେଖ ସମ୍ପର୍କରେ ସୂଚନା ଦେବେ ସୀତାରମଣ। କରୋନା ମାଡ଼ରେ...

pm
ସ୍ଥାନୀୟ ସାମଗ୍ରୀ କିଣିବା ଓ ପ୍ରଚାର ପ୍ରସାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ଲକ୍‌ଡାଉନ୍‌-୪ ଘୋଷଣା କରିବା ସହିତ ଦେଶର ଅର୍ଥନୀତିକୁ ତୀବ୍ର ଗତି ଦେବାକୁ ୨୦ ଲକ୍ଷ କୋଟିର ବଡ଼ ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପ୍ୟାକେଜ୍‌ରେ କୃଷିଠାରୁ ଆରମ୍ଭ କରି କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ...

pm-modi
ଆତ୍ମନିର୍ଭରଶୀଳ ଭାରତ ଅଭିଯାନ: ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କବଳିତ ଭାରତ ପାଇଁ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବଡ଼ ଘୋଷଣା କରିଛନ୍ତି। କରୋନା ମାଡ଼ରେ ଦୋହଲିଯାଇଥିବା ଦେଶର ଅର୍ଥନୀତି ଓ ଆର୍ଥିକ ଦୁରାବସ୍ଥାରେ ସୁଧାର...

modi
ପ୍ରଧାନମନ୍ତ୍ରୀ କହିଲେ ନୂଆ ରୂପରେ ଆସିବ ଲକ୍‌ଡାଉନ୍‌-୪

ନୂଆଦିଲ୍ଲୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍‌ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିନ୍ତୁ ଏଥର ଲକଡାଉନ୍‌ ନୂଆ ରୂପରେ ଓ  ନୂଆ ନିୟମ ସହ ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସବୁ ରାଜ୍ୟର ପରାମର୍ଶକ୍ରମେ ପଦକ୍ଷେପ ନିଆଯାଇଛି। ତାର ସବୁ ସୂଚନା ମେ ୧୮ ପୂର୍ବରୁ ଆପଣଙ୍କୁ...