ଗଞ୍ଜାମ: ଦଶାହ କାର୍ଯ୍ୟରେ ବ୍ୟସ୍ତ ଥିଲେ ସମସ୍ତେ। ବାପାମା, ପରିବାର ଓ ବନ୍ଧୁ ବର୍ଗ ସମସ୍ତେ କାହା ପାଖରେ ତର ନଥିଲା । ଏପଟେ କାର୍ ଭିତରେ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଢଳୁଥିଲା ପୁଅ । ସେଥିପ୍ରତି କାହାର ନିଘା ନଥିଲା । ଶେଷରେ ସବୁ କାମ...
ଭୁବନେଶ୍ୱର: ଖୋଦ୍ ରାଜଧାନୀରେ କରୋନା ଯୋଦ୍ଧା ଡାକ୍ତରାଣୀଙ୍କୁ ଅସମ୍ମାନ ଅଭିଯୋଗ ହୋଇଛି। ଗାଁରେ ତାଙ୍କ ପରିବାରକୁ ପୂରାଇ ନ ଦେବାରୁ କାରରେ ରାତିସାରା ରହିଲେ ଡାକ୍ତରାଣୀ। ଏପରିକି ଲୋକେ ଡାକ୍ତରାଣୀଙ୍କୁ ଢେଲା ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ହାଇଦ୍ରାବାଦରୁ ଫେରିଥିବା ଆୟୁର୍ବେଦିକ ମହିଳା...
ଚେନ୍ନାଇ: ଲକ୍ଡାଉନ୍ ନିୟମ କୋହଳ କରିବେ ତାମିଲନାଡୁ ସରକାର। ମେ ୧୧ ତାରିଖଠାରୁ କଣ୍ଟେନମେଣ୍ଟ ଜୋନ୍ ହୋଇନଥିବା ଅଞ୍ଚଳରେ ଖୋଲିବ କିଛି ଦୋକାନ। କେଉଁ ଦୋକାନ ଖୋଲିବ କେଉଁଟା ଖୋଲିବନି, ତାର ତାଲିକା ଜାରି କରିଛନ୍ତି ରାଜ୍ୟ ସରକାର। ସେଗୁଡ଼ିକ ହେଲା- ଚା ଦୋକାନ, ବେକେରି, ହୋଟେଲ୍, ଗ୍ରୋସେରୀ...
ନୂଆଦିଲ୍ଲୀ: ସୀମାରେ ଇଣ୍ଡିଆ ଓ ଚାଇନା ଯବାନ ମୁହାଁମୁହିଁ। ଶନିବାର ଉତ୍ତର ସିକ୍କିମର ନାକୁ ଲା ସେକ୍ଟରେ ଉଭୟ ସେନାର ଯବାନମାନଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଏଥିରେ ଉଭୟ ପକ୍ଷର ଯବାନ ଆହତ ହୋଇଛନ୍ତି। ନାମ ଗୋପାନ ସର୍ତ୍ତରେ ୨ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଆହତଙ୍କ...
ନୂଆଦିଲ୍ଲୀ: ଆସନ୍ତାକାଲି ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂରେ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୩ଟା ବେଳେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏହି ଆଲୋଚନା ହେବ। ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହିତ ଏହାର ମୁକାବିଲା ପାଇଁ ଭବିଷ୍ୟତରେ କେଉଁ ପଦକ୍ଷେପ...
ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଦିଲ୍ଲୀ। ରବିବାର ଦିନ ୧.୪୫ ମିନିଟ୍ରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଏକ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୁତ। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୫ ରହିଥିଲା। ଏଥିରେ କୌଣସି ଧନଜୀବନ କ୍ଷତି ହୋଇନଥିବା ଜଣାପଡ଼ିଛି। ଦିଲ୍ଲୀ ବିପର୍ଯ୍ୟୟ ସୂଚନା କେନ୍ଦ୍ରର ସୁଚନା...
ଚେନ୍ନାଇ: ଧର୍ମୀୟ ଭାବନାକୁ ଆଘାତ କରୁଥିବା ବିଜ୍ଞାପନ ଦେଇଥିବା ଅଭିଯୋଗରେ ଗିରଫ୍ ହୋଇଛନ୍ତି ଚେନ୍ନାଇର ଜଣେ ବେକେରୀ ଷ୍ଟୋର୍ ମାଲିକ ଟି.ନାଗର। ସେ ତାଙ୍କ ଷ୍ଟୋର୍ ପାଇଁ ଏକ ବିଜ୍ଞାପନ ଦେଇଥିଲେ, ଯେଉଁଥିରେ ତାଙ୍କ ଷ୍ଟୋର୍ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ କେବଳ ଜୈନ୍ୟମାନେ ହିଁ ତିଆରି କରନ୍ତି,...
ନୂଆଦିଲ୍ଲୀ: ୫ ଜଣ ବିମାନ ଚାଳକଙ୍କ ଠାରେ କରୋନା ପିଜିଟିଭ୍ ଚିହ୍ନଟ ହୋଇଛି। ଗତକାଲି ୭୭ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା। ଯେଉଁଥିରେ ୫ ଜଣଙ୍କଠାରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ତେବେ ଏମାନଙ୍କ ମଧ୍ୟରୁ କାହା ଠାରେ ବି କରୋନା ଲକ୍ଷଣ ଦେଖାଯାଇ ନଥିଲା। ଏମାନେ କାର୍ଗୋ...
ନୂଆଦିଲ୍ଲୀ: ୧୦ଟି ବହୁଳ ପ୍ରଭାବିତ ରାଜ୍ୟକୁ ସ୍ୱତନ୍ତ୍ର ଟିମ୍ ପଠାଇବ କେନ୍ଦ୍ର। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି। ଗୁଜରାଟ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଏହି ୧୦ଟି ଟିମ୍ ଯିବ। ସେଠାରେ କୋଭିଡ୍ ପରିଚାଳନାରେ ଓ...
ଟିଟିଲାଗଡ଼: ଟିଟିଲାଗଡ଼ ସହରରେ କାଲି ସକାଳ ୯ଟାରୁ ରାତି ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗାଇଲା ପ୍ରଶାସନ। ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଆଦେଶମତେ ଏହି କର୍ଫ୍ୟୁ ଜାରି ହୋଇଛି। ଏହି ସମୟ ଭିତରେ ସମସ୍ତଙ୍କୁ ଘରେ ରହିବାକୁ କୁହାଯାଇଛି। କର୍ଫ୍ୟୁ ନିୟମ ଉଲ୍ଲଂଘନ କରି ବାହାରକୁ ଆସିଲେ ଆଇନ୍ ଅନୁଯାୟୀ କଠୋର...
ନୂଆଦିଲ୍ଲୀ: ଏମ୍ଏସ୍ଏମ୍ଇରେ ସାମିଲ ହୋଇପାରନ୍ତି ଖୁଚୁରା ବ୍ୟବସାୟୀ ଓ କୋଠାବାଡ଼ି ନିର୍ମାଣ ପେସାଦାର। ସେମାନଙ୍କୁ ଏମ୍ଏସ୍ଏମ୍ଇ ଭାବେ ପଞ୍ଜୀକରଣ ପ୍ରସ୍ତାବ ଉପରେ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଲଘୁ, କ୍ଷୁଦ୍ରୁ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ନୀତିନ ଗଡ଼କରୀ। ଭାରତୀୟ ଖୁଚୁରା ବିକ୍ରେତା ସଂଘ ଏବଂ କାର୍ଯ୍ୟରତ...
ଭୁବନେଶ୍ୱର: ସବୁ ସାମାଜିକ କଟକଣା ଓ ପରମ୍ପରାକୁ ପଛ କରି ଶ୍ମଶାନରେ ସ୍ୱାମୀଙ୍କୁ ମୁଖାଗ୍ନି ଦେଇଛନ୍ତି ସ୍ତ୍ରୀ। ପୁଣି ବର୍ଷକ ତଳୁ ଆରପାରିକୁ ଚାଲିଯାଇଥିବା ପୁଅର ଫଟୋକୁ ସାଙ୍ଗରେ ଧରି ଜୀବନ ସାଥିକୁ ଦେଇଛନ୍ତି ବିଦାୟ। ରାଜଧାନୀ ଉପକଣ୍ଠରେ ଗତ ୩ ତାରିଖ ଦିନର ଏ ଘଟଣା ଯେତିକି...
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ସ୍ପିଡ୍ରେ ମାଡ଼ି ଚାଲିଛି କରୋନା। ଯାହାକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ବି ଚିନ୍ତା ବଢ଼ିଯାଇଛି। କରୋନା ମୁକାବିଲା ବ୍ୟବସ୍ଥା ତଦାରଖ ପାଇଁ ଗଞ୍ଜାମ ଗସ୍ତରେ ୭ ଜଣିଆ ଟିମ୍। ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଟିମ୍ ଯାଉଥିବା ବେଳେ, ସେଥିରେ ବିଶ୍ୱ...
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଆଡ଼କୁ ମୁହାଁଇଁଲାଣି। ଦିନକରେ ୩ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ସହ ଏହି ସଂଖ୍ୟା ୫୯ ହଜାର ୬୬୨ରେ ପହଂଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ବି ୨ ହଜାର ପାଖାପାଖି ହେଲାଣି। ୨୪ ଘଣ୍ଟାରେ ୯୫ ଜଣଙ୍କ ଜୀବନ...
ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ପୁଣି ଟ୍ରେନ୍ ଯୋଗେ ଘରମୁହାଁ ହୋଇଛନ୍ତି ପ୍ରବାସୀ ଓଡ଼ିଆ। ଗୁଜୁରାଟ, ମହାରାଷ୍ଟ୍ର ଓ ତାମିଲନାଡରୁ ଆଜି ୫ଟି ଟ୍ରେନ୍ ଯୋଗେ ପ୍ରାୟ ୫ ହଜାରରୁ ଅଧିକ ପ୍ରବାସୀ ଓଡ଼ିଶା ଅଭିମୁଖେ ଆସୁଛନ୍ତି। ତେବେ ସୁରତ ଲିଙ୍କ୍ ପାଇଁ ରାଜ୍ୟର କରୋନା ସଂକ୍ରମଣ ହାର...