ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ। ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମିଛ ଅପପ୍ରଚାର ହେଉଥିବାରୁ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ନିଜେ ଗୃହମନ୍ତ୍ରୀ । ସେ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏବଂ କରୋନା ମହାମାରୀକୁ...
ଭୁବନେଶ୍ୱର: ରାଜ୍ୟରେ କ୍ୱାରେଣ୍ଟିନ କେନ୍ଦ୍ରରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ରିପୋର୍ଟ ତଲବ କରିଛି। ରିପୋର୍ଟ ଆସିଲେ ସେହି ଅନୁଯାୟୀ ଉଚିତ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ରାଜ୍ୟରେ...
ନୂଆଦିଲ୍ଲୀ: ରେଳ ଧାରଣାରେ ନଚାଲିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଟ୍ରାକ୍ରେ କୌଣସି ବ୍ୟକ୍ତି ଚାଲୁଥିବା ଦେଖିଲେ ସତର୍କ କରାଇବେ ରେଲୱେ କର୍ମଚାରୀ। ଏଥିପାଇଁ ଜାରି ହୋଇଛି ଆରପିଏଫ ସିକ୍ୟୁରିଟି ହେଲ୍ପଲାଇନ୍ ନମ୍ବର। ୧୮୨ ଟ୍ରାକ୍ରେ ଚାଲୁଥିବା ଲୋକଙ୍କ ସମ୍ପର୍କରେ ଏହି ନମ୍ବରରେ...
ଭୁବନେଶ୍ୱର: ରାଜଧାନୀରୁ ବିରଳ ଇଜିପ୍ଟିଆନ୍ ଶାଗୁଣା ଉଦ୍ଧାର ହୋଇଛି। ଗତ ୩୦ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ନିକଟରେ ଏହି ବିରଳ ଇଜିପ୍ଟିଆନ୍ ଶାଗୁଣା ଦେଖିବାକୁ ମିଳିଥିଲା। ୨ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଘୂରି ବୁଲିବା ପରେ ସ୍ଥାନୀୟ ବାସିନ୍ଦା ଓ ଗ୍ରୋ ଓ୍ୱିଥ୍ ନେଚର୍ ସଙ୍ଗଠନ...
ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ସୁଦ୍ଧା ୫୯ ହଜାର ୬୬୨ଜଣ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଆଗାମୀ ଦିନରେ ଅନ୍ୟ ବିକଶିତ ଦେଶ ପରି ସ୍ଥିତି ଆହୁରି ସଂଗୀନ ହେବାର ଆଶଙ୍କା ନାହିଁ। ଦେଶରେ କରୋନାସ୍ଥିତିର ସମୀକ୍ଷା କରିବା ପରେ କେନ୍ଦ୍ର ସ୍ଥାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି। ତଥାପି...
ରେଢ଼ାଖୋଲ: ତାଳଚେରରୁ ଚାଲି ଚାଲି ନିଜ ଗାଁ ଛତିଶଗଡ଼ ବିଳାସପୁରକୁ ଯାଉଛନ୍ତି ୮ ଶ୍ରମିକ। ୫୫ ନଂ ଜାତୀୟ ରାଜପଥରେ ପ୍ରାୟ ୧୫୦ କିଲୋମିଟର ଚାଲିଚାଲି ରେଢ଼ାଖୋଲ ଠାରେ ପହଂଚିଥିଲେ ଏମାନେ। ନିଜ ଗାଁକୁ ଯିବାକୁ ମୋବାଇଲରେ ରେଜିଷ୍ଟ୍ରେସନ କରିଥିବା ସତ୍ତ୍ୱେ ଛତିଶଗଡ଼ରୁ କୌଣସି ସହଯୋଗ ନମିଳିବାରୁ ୨...
ବାଲେଶ୍ୱର: ଗଞ୍ଜାମରୁ ପଳାଇ ଆସୁଥିବା ଶ୍ରମିକଙ୍କୁ ଅଧା ରାସ୍ତାରେ ଅଟକାଇଲେ ଗାଁ ଲୋକେ। ବାଲେଶ୍ୱର ରେମୁଣା ନିକଟରେ ଅଟକି ରହିଛନ୍ତି ୬୦ରୁ ଅଧିକ ଶ୍ରମିକ। ଗତକାଲି ବିଳମ୍ବିତ ରାତିରେ ଗଂଜାମରୁ ଏହି ଶ୍ରମିକମାନେ ବାହାରି ଜାତୀୟ ରାଜପଥରେ ଏକ ମାଲବାହୀ ଗାଡ଼ିରେ ଉଠି ପଳେଇ ଆସିଥିଲେ। ଆଜି ସକାଳେ...
ଗଞ୍ଜାମ: ସପ୍ତାହେ ପାଇଁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ମାଣିତରା ପଞ୍ଚାୟତ ଶଟ୍ଡାଉନ ଘୋଷଣା କରିଛନ୍ତି ସରପଞ୍ଚ ଶାନ୍ତିଲତା ନାୟକ। ଜିଲ୍ଲାପାଳ କ୍ଷମତା ବଳରେ ସେ ପ୍ରଥମ କରି ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ସଂକ୍ରମଣ ବ୍ୟାପିବା ଭୟକୁ ନେଇ ଶଟଡାଉନ ଘୋଷଣା କରାଯାଇଛି। ଗଂଜାମ ଜିଲ୍ଲାରେ ଦିନକୁ ଦିନ...
ଭୁବନେଶ୍ୱର: ବିଶାଖାପାଟନମ୍ରୁ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରକୁ ଫେରୁଛନ୍ତି ୪ ଶ୍ରମିକ। ବିଶାଖାପାଟନମ୍ଏକ କନଷ୍ଟ୍ରକସନ୍ କଂପାନୀରେ ଏମାନେ କାମ କରୁଥିବାବେଳେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ଗୋଟେ ପଟେ କରୋନା ଭୟ, ଅନ୍ୟପଟେ ଗ୍ୟାସ୍ ଲିକ୍ ଘଟଣାରେ ଭୟଭୀତ ହୋଇ ଏହି ଶ୍ରମିକମାନେ ଚାଲି ଚାଲି ବିଶାଖାପାଟନମ୍ରୁ ବାହାରି...
ଭୁବନେଶ୍ୱର: ପୁଣି ଭୁବନେଶ୍ୱରରେ ପ୍ରବାସୀ ଓଡ଼ିଆଙ୍କୁ ଛାଡ଼ି ପଳାଇଲା ବସ୍। ତେଲାଙ୍ଗାନାରୁ ୪୦ ଜଣ ଯାତ୍ରୀ ନେଇ ଏହି ବସ୍ଟି ବାଲେଶ୍ୱର ଅଭିମୁଖେ ବାହାରିଥିଲା। ହେଲେ ଆଜି ସକାଳ ୫ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କୁ ବରମୁଣ୍ଡାରେ ଛାଡ଼ି ପଳାଇ ଥିଲା। ପରେ ସେମାନଙ୍କ ପାଖରେ...
ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ହେବ ବାକିଥିବା ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା। କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଓ୍ୱାଲ ଆଜି ଏହି ଘୋଷଣା କରିଛନ୍ତି। ଦିଲ୍ଲୀରେ ସିବିଏସଇ ଦଶମ ଶ୍ରେଣୀର କିଛି ପେପର ବାକି ଥିବା ବେଳେ ଦେଶବ୍ୟାପୀ ଯୁକ୍ତ ଦୁଇ ପରୀକ୍ଷା ଅଧାରେ ଅଟକି...
ନୂଆଦିଲ୍ଲୀ: ଦେଶରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରତି ତିନି ଜଣରେ ଜଣେ ସୁସ୍ଥ ହେଉଛନ୍ତି। ଅର୍ଥାତ ଆକ୍ଟିଭ୍ କେସ୍ ହିସାବରେ ଏବେ ପ୍ରତି ତିନି ଜଣରେ ଜଣେ ସୁସ୍ଥ ହେଉଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍। ସେହିଭଳି ଆରୋଗ୍ୟ...
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସଂସ୍ଥା ପାଇଁ ୱାର୍କିଂ ଆୱାର ବଢ଼ାଇଲେ ରାଜ୍ୟ ସରକାର। ଦୈନିକ ୮ ଘଣ୍ଟା ବଦଳରେ ଏଣିକି ୧୨ ଘଣ୍ଟା ଏବଂ ସପ୍ତାହକୁ ୪୮ ଘଣ୍ଟା ବଦଳରେ ଏଣିକି ୭୨ ଘଣ୍ଟା ୱାର୍କିଂ ଆୱାର ହେବ। ଏହି ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସଂପର୍କ...
ଭୁବନେଶ୍ୱର: ଏଣିକି ବିନା କୋଭିଡ ଟେଷ୍ଟରେ ବି ରାଜ୍ୟକୁ ଫେରିପାରିବେ ପ୍ରବାସୀ। ଗତକାଲି ପ୍ରବାସୀ ଫେରିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟ ଉପରେ ଆଜି ରହିତାଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ। ଏହି ଘଟଣା ପ୍ରବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ହୋଇଥିଲା ବେଳେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ବିରୋଧୀ ଏହି ପ୍ରସଙ୍ଗରେ...
ଭୁବନେଶ୍ୱର: ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ ନୁହେଁ ୨୭୦ ଜଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୁନିଶ୍ଚିତ କରିଛି। ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟରେ ୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...