• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

alu,piyaja,oil (3)
ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ପଡ଼ିଲା ଆଳୁ ଓ ପିଆଜ

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ପଡ଼ିଲା ଆଳୁ ଓ ପିଆଜ। କେନ୍ଦ୍ର କ୍ୟାବିନେଟ୍ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସେହିପରି ଡାଲି ଜାତୀୟ ଶସ୍ୟ ଓ ତୈଳ ବୀଜକୁ ସରକାର ନିୟନ୍ତ୍ରଣ ମୁକ୍ତ କରିଛନ୍ତି। ଅମଳ ଓ ନିଅଣ୍ଟିଆ ସମୟରେ ଦରରେ ହ୍ରାସବୃଦ୍ଧିକୁ ନଜରରେ ରଖି...

cobdi
କରୋନାକୁ ମାତ୍ ଦେଲା ବର୍ଷକର ଶିଶୁ

ଝାରସୁଗୁଡ଼ା: କରୋନାକୁ ମାତ୍ ଦେଇଛି ବର୍ଷକର ଶିଶୁ। ମହାମାରୀ କରୋନାକୁ ହରାଇବା ପରେ ଘରକୁ ଫେରିଛନ୍ତି ଦୁଇ କଅଁଳା ପିଲା। ଆଉ ଏହି ସମୟରେ ଶିଶୁଙ୍କୁ ଦିଆଯାଇଛି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ଝାରସୁଗୁଡ଼ା ମଙ୍ଗଳ ବଜାର ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗୋଟିଏ ପରିବାରର ବର୍ଷକର ଶିଶୁ ଓ...

park
ପାର୍କ ଯିବା ସମୟରେ ପରିବର୍ତ୍ତନ; ବୟସ ଅନୁସାରେ ଲାଗିଲା କଟକଣା

ଭୁବନେଶ୍ୱର: ମହାନଗର ନିଗମ ଅଧିନରେ ଥିବା ସମସ୍ତ ପାର୍କର ସମୟରେ ପରିବର୍ତ୍ତନ ହୋଇଛି। ଏଥିସହିତ ପାର୍କରେ ପ୍ରବେଶ ନେଇ ବୟସ ଅନୁସାରେ କଟକଣା ଲଗାଯାଇଛି। ଏଣିକି ସକାଳ ୫ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ପାର୍କ। ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାର୍କ ଖୋଲିବ। ସକାଳ...

tahia
୫ରେ ସ୍ନାନଯାତ୍ରା; ଚାଲିଛି ଠାକୁରଙ୍କ ଟାହିଆ ପ୍ରସ୍ତୁତି କାମ

ପୁରୀ: ଆସନ୍ତା ୫ ତାରିଖରେ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଥିବାରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। କରୋନା ପାଇଁ ଏଥର ଭକ୍ତମାନଙ୍କୁ ଦର୍ଶନ ଅନୁମତି ନାହିଁ। ତାଲିକା ଅନୁଯାୟୀ, ସେବାୟତ ସେବା ପୂଜା କରିବେ। ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ହାତୀ ବେଶ ଅନୁଷ୍ଠିତ ହେବ। ଆଉ ଏଥିପାଇଁ ପ୍ରସ୍ତୁତି...

kid
ମହିଳାଙ୍କୁ ରାତିରେ ଥାନାକୁ ଡାକିବା ଘଟଣାକୁ ନେଇ ଉତ୍ତେଜନା

କେନ୍ଦୁଝର: ମହିଳାଙ୍କୁ ରାତିରେ ଥାନାକୁ ଡାକିବା ଘଟଣାକୁ ନେଇ କେନ୍ଦୁଝର ଆନନ୍ଦପୁର ବଉଳା ଥାନା ନିକଟରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ବୋଉଳା ଫାଣ୍ଡିରେ ମହିଳାଙ୍କୁ ରାତିରେ ଡକାଯିବାକୁ ନେଇ ପୋଲିସ୍ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏକ ଅପହରଣ ମାମଲାରେ ସ୍ଥାନୀୟ ଜଣେ...

pratap
ମୋଦି ଯାହା କହନ୍ତି ସେୟା କରନ୍ତି: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷର ସଫଳତା ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ମୋଦିଙ୍କ କଥା ମାନେ କାମ ବୋଲି କହିଛନ୍ତି ପ୍ରତାପ। ଏଥିସହିତ କଂଗ୍ରେସକୁ ତେର୍ଚ୍ଛା ବାଣ ମାରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ହାଲ୍‌କା ଟାର୍ଗେଟ୍ କରି...

coronavirus
୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟର ଆଉ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଏହି ସୁସ୍ଥମାନଙ୍କ ମଧ୍ୟରୁ ୨୨ ଦେବଗଡ଼, ୧୬, ପୁରୀ, ୧୫ ନୟାଗଡ଼, ୯ ବଲାଙ୍ଗିର, ଅନୁଗୁଳ ଓ ବାଲେଶ୍ୱରରୁ...

girl
କାମ ଦେବା ବାହାନାରେ ଡାକି ନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ପରେ ଆକ୍ରମଣ

ବାଙ୍କୀ: କାମ ଦେବା ବାହାନାରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ପରେ ଆକ୍ରମଣ ହୋଇଛି। ଏଭଳି ଅଭିଯୋଗ ଆସିଛି କଟକ ବାଙ୍କୀ ଥାନା ଅଞ୍ଚଳରୁ। ଯୁବତୀ ଜଣକ କଟକ ବଡ଼ ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଦୁଇ ଗୋଡ଼ ଭାଙ୍ଗିଛି। ଅଭିଯୋଗ ଅନୁଯାୟୀ, ଦୁଇ...

sisu
ଜନ୍ମର ୩ ଦିନ ପରେ ଲୁହାକଣ୍ଟାରେ ଶିଶୁପୁତ୍ରର ପେଟକୁ ଚେଙ୍କ ଦେଲା ବାପା

ନବରଙ୍ଗପୁର: ଯେତେ ସେଚେତନ କଲେ ବି ସୁଧୁରୁ ନାହାନ୍ତି ଲୋକେ। ପୁଣି ଶିଶୁକୁ ଚେଙ୍କ ଦେବା ଘଟଣା ସାମ୍ନାକୁ ଆସିଛି। ଜନ୍ମର ୩ ଦିନ ପରେ ଶିଶୁପୁତ୍ରକୁ ଚେଙ୍କ ଦେଇଛି ବାପା। ଗୁରୁତର ହୋଇ ଶିଶୁଟି ଏବେ ମେଡିକାଲେ ଭର୍ତ୍ତି ହୋଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଂଚଳ ମୋକିଆ...

jiab h
ଓଡ଼ିଶାରେ କରୋନା ଭାଇରସର ଜେନେଟିକ୍ ଷ୍ଟଡି ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଭାଇରସର ଜେନେଟିକ୍ ଷ୍ଟଡି ଆରମ୍ଭ ହୋଇଛି। ଓଡ଼ିଶାରେ କରୋନାର କେଉଁ ଭୂତାଣୁ ଆସିଛି, ତାହାର ଜେନେଟିକ୍ ପରୀକ୍ଷା ହେବ। ଏଥିପାଇଁ ୪୫ କରୋନା ରୋଗୀଙ୍କ ସାମ୍ପଲ୍ ନେଇ ଜେନେଟିକ୍ ଷ୍ଟଡି ଆରମ୍ଭ କରାଯାଇଛି। ଭୁବନେଶ୍ୱରସ୍ଥିତ ଇନଷ୍ଟିଟ୍ୟୁଟ ଅଫ୍ ଲାଇଫ୍ ସାଇନ୍ସରେ ଏହି ଷ୍ଟଡି ଆରମ୍ଭ...

d
ଜେଲରୁ ମୁକୁଳିଲେ ମଡେଲ ଜେସିକା ଲାଲ୍ ହତ୍ୟାକାଣ୍ଡର ଦୋଷୀ ମନୁ ଶର୍ମା

ନୂଆଦିଲ୍ଲୀ: ୩ ବର୍ଷ ପୂର୍ବରୁ ଜେଲରୁ ମୁକୁଳିଲେ ବହୁଚର୍ଚ୍ଚିତ ମଡେଲ ଜେସିକା ଲାଲ୍ ହତ୍ୟାକାଣ୍ଡ ମୁଖ୍ୟ ଦୋଷୀ ମନୁ ଶର୍ମା। ମଡେଲ ଜେସିକା ଲାଲ୍ ହତ୍ୟାକାଣ୍ଡରେ ଆଜୀବନ ସଜା କାଟୁଥିବା ମନୁ ଶର୍ମା ତିହାର ଜେଲ୍‌ରୁ ବାହାରିଛନ୍ତି। ଦିଲ୍ଲୀ ଦଣ୍ଡାଦେଶ ସମୀକ୍ଷା ବୋର୍ଡ ସୁପାରିଶକୁ ଉପରାଜ୍ୟପାଳ ମଞ୍ଜୁରୀ ଦେବା...