• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ଜୁନ୍‌ ୧୯ ରୁ ଜୁନ୍ ୨୫, ୨୦୨୩: ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ

ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ । ଏହି ସପ୍ତାହରେ ମାଲିମକନ୍ଦମାରେ ସାଧାରଣ ସଫଳତା ମିଳିବ । ଭୂମି କ୍ରୟର ସୁଯୋଗ ଆସିପାରେ ।

Libra

ତୁଳା

Monday 19 Jun 2023

କୈାଣସି କାର୍ଯ୍ୟରେ ହଠାତ୍ ସଫଳତାରେ ବାଧା ସୃଷ୍ଟି ହୋଇପାରେ । ପାରିବାରିକ ଜୀବନ ସନ୍ତୁଳନ ରକ୍ଷା କରିବେ । ରାଜନୀତିରେ ଚାପ ଦେଇ ,ଦଳୀୟ କର୍ମୀ ମାନେ ଅସୁବିଧାରେ ପକାଇ ପାରନ୍ତି । ଧୈର୍ଯ୍ୟ ଧରି କାମ କରିଲେ କାର୍ଯ୍ୟରେ ବିଜୟଲାଭ କରିବେ । ଭାବପ୍ରବଣତା ପ୍ରକାଶ ପାଇବେ । ବିଦ୍ୟାର୍ଥୀ ମାନେ ଅଧ୍ୟୟନରେ ମନ ଦେବେ

ପ୍ରତିକାର- ଇଷ୍ଟ ଦେବୀ ମା କମଳାଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :