• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ଜୁନ୍‌ ୧୯ ରୁ ଜୁନ୍ ୨୫, ୨୦୨୩: ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ

ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ । ଏହି ସପ୍ତାହରେ ମାଲିମକନ୍ଦମାରେ ସାଧାରଣ ସଫଳତା ମିଳିବ । ଭୂମି କ୍ରୟର ସୁଯୋଗ ଆସିପାରେ ।

Pisces

ମୀନ

Monday 19 Jun 2023

ନିଜ ମନ ଅନୁଯାୟୀ କର୍ମ କ୍ଷେତ୍ରରେ ସ୍ୱାଧୀନତା ପାଇବେ । ଦାମ୍ପତ୍ୟ ଜୀବନରେ ପତୀପତ୍ନୀଙ୍କ ମଧ୍ୟରେ ଥିବା ତିକ୍ତତା ଦୂରିଭୂତ ହୋଇଯିବ ଓ ପ୍ରିତି ବୃଦ୍ଧି ହେବ । ରାଜନିତିରେ ନିଜର ସଙ୍ଗଠନିକ ଦକ୍ଷତା, ଯୋଗ୍ୟତା ଅନୁସାରେ ପଦବୀ ମିଳିପାରେ । କ୍ୟାରିୟରରେ ବଡ ସଫଳତା ପାଇବେ । ଅନ୍ୟ ମାନଙ୍କ ସହ ଆପଣଙ୍କର ତାଳ ମେଳ ଭଲ ରହିବ । କଳାକାରଙ୍କ ପାଇଁ ଅବସର ଭଲ ରହିବ ।

ପ୍ରତିକାର- ଜାଫ୍ରାନ୍ କେଶରକୁ ଘୋରି ମଥାରେ ତିଲକ କରି ଲଗାନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :