• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ଜୁନ୍‌ ୧୯ ରୁ ଜୁନ୍ ୨୫, ୨୦୨୩: ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ

ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ । ଏହି ସପ୍ତାହରେ ମାଲିମକନ୍ଦମାରେ ସାଧାରଣ ସଫଳତା ମିଳିବ । ଭୂମି କ୍ରୟର ସୁଯୋଗ ଆସିପାରେ ।

Virgo

କନ୍ୟା

Monday 19 Jun 2023

କୈାଣସି ନୂତନ ଯୋଜନାର ଶୁଭାରମ୍ଭ ହୋଇପାରେ । ଅଜଥା ଦ୍ରବ୍ୟ କ୍ରୟରେ ଅଧିକ ଅର୍ଥ ଖର୍ଚ୍ଚ କରିପାରନ୍ତି । ପ୍ରଶାସନିକ ସ୍ତରରେ ଭଲ କାମ କରିପାରନ୍ତି । ଆତ୍ମବଳ ବୃଦ୍ଧି ପାଇବା ସହିତ ସୁଖ-ଶାନ୍ତି ପ୍ରାପ୍ତ ହେବ । ମାଲିମକନ୍ଦମାରେ ସାଧାରଣ ସଫଳତା ମିଳିବ । ମହିଳା ମାନେ କୈାଣସି ପ୍ରଭାବଶାଳୀ କାର୍ଯ୍ୟରେ ଜଡିତ ରହିବେ

ପ୍ରତିକାର- ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :