• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ଜୁନ୍‌ ୧୯ ରୁ ଜୁନ୍ ୨୫, ୨୦୨୩: ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ

ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ । ଏହି ସପ୍ତାହରେ ମାଲିମକନ୍ଦମାରେ ସାଧାରଣ ସଫଳତା ମିଳିବ । ଭୂମି କ୍ରୟର ସୁଯୋଗ ଆସିପାରେ ।

Leo

ସିଂହ

Monday 19 Jun 2023

ଆତ୍ମୀୟ ସୂଜନଙ୍କ ସହିତ ମିଳନ ହେବା ସହ ପରିବାରରେ ଶାନ୍ତି ଫେରି ଆସିବ । ନେତ୍ରରେ ସାମାନ୍ୟ ପୀଡା ଅନୁଭବ କରି ପାରନ୍ତି । ବିଳାସ-ବ୍ୟସନରେ ଜୀବନ ନିର୍ବାହ କରିବେ । ଧିରେ ଧିରେ ପ୍ରଗତି ପଥରେ ଅଗ୍ରସର ହେବେ । ଭଲ ବ୍ୟବହାର ଯୋଗୁଁ ସମସ୍ତଙ୍କର ପ୍ରିୟ ହୋଇ ପାରନ୍ତି । ମହିଳା ମାନେ ସ୍ନେହୀ ସ୍ୱଭାବ ଯୋଗୁଁ ଲାଭବାନ୍ ହେବେ ।

ପ୍ରତିକାର- କୈାଣସି ଧର୍ମ ସ୍ଥାନରେ କିଛି ଦାନ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :