• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ଜୁନ୍‌ ୧୯ ରୁ ଜୁନ୍ ୨୫, ୨୦୨୩: ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ

ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ । ଏହି ସପ୍ତାହରେ ମାଲିମକନ୍ଦମାରେ ସାଧାରଣ ସଫଳତା ମିଳିବ । ଭୂମି କ୍ରୟର ସୁଯୋଗ ଆସିପାରେ ।

Cancer

କର୍କଟ

Monday 19 Jun 2023

କର୍ମ କ୍ଷେତ୍ରରେ ସାହାର୍ଯ୍ୟ ପାଇବେ ଏବଂ ସାଂସାରିକ ଜୀବନ ସୁଖମୟ ହେବ । ପରିବାରରେ ଉକୃଷ୍ଟ ମନୋଭାବ ଜାଗ୍ରତ କରିବେ । ନାନା କ୍ଷତି , ମନ ଦୁଃଖରେ ସମୟ ଅତିବାହିତ ହେବ । ମହିଳା ମାନେ ଘରେ, ବାହାରେ ପ୍ରଶଂସିତ ହୋଇ ଆତ୍ମଗର୍ବରେ ଅର୍ଥ ବର୍ବାଦ କରିପାରନ୍ତି । ଛାତ୍ରଛାତ୍ରୀ ମାନେ ମୈାଳିକ ବୃଦ୍ଧିର ଉପଯୋଗ କରିବେ

ପ୍ରତିକାର- ଶିବଙ୍କ ଉପରେ ବେଲପତ୍ର ଚଢାନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :