/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ଶନିବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ପୂର୍ଣ୍ଣିମା ଅହୋରାତ୍ର। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର।ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।
Advertisment
ଶୁଭସମୟ-
ଦିବା- ୧୦.୧୪ ରୁ ୦୧.୦୨
ରାତ୍ରି- ୦୮.୧୯ ରୁ ୧୦.୩୭
ରାତ୍ରି- ୧୨.୦୦ ରୁ ୦୧.୪୨
ରାତ୍ରି- ୦୨.୨୯ ରୁ ୦୪.୦୧
ଅଶୁଭସମୟ-
ରାହୁକାଳ- ଦିବା ୦୮.୪୧ ରୁ ୧୦.୧୪
କାଳବେଳା- ପ୍ରାତଃ ୦୫.୩୪ ରୁ ୦୭.୦୮
ଦିବା ୦୪.୨୭ ରୁ ୦୬.୦୦
ବାରବେଳା- ଦିବା ୦୧.୨୦ ରୁ ୦୨.୫୩
କାଳରାତ୍ରି- ସନ୍ଧ୍ୟା ୦୬.୦୦ ରୁ ୦୭.୨୬
ରାତ୍ରି ୦୪.୦୭ ରୁ ୦୫.୩୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)