• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th September 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ରବିବାର । ତିଥି – ୮ମୀ ଦିବା ୧୦/୪୦ ଗତେ ୯ମୀ, ଚନ୍ଦ୍ର – ବିଛା ରାତ୍ରି ୦୯/୪୨ ଗତେ ଧନୁ, ଘାତ ଚନ୍ଦ୍ର- ରାତ୍ରି ୦୯/୪୨ ଗତେ ତୁଳା ଓ କୁମ୍ଭ, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ –୧ ପାଦ କୃଷିହାନି-ଭୂମିଦାନ

Taurus

ବୃଷ

Sunday 04 Sep 2022

କୃତିକା - ଆପଣଙ୍କ ପଥରେ ଲାଗି ରହିଥିବା ବାଧା ଦୂର ହେବ ।

ରୋହିଣୀ – ସନ୍ଧ୍ୟା ସୁଧା ଭଲ ଖବର ପାଇବେ ।

ମୃଗଶିରା – ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ।

ପ୍ରତିକାର – ଦହି, ମିଶ୍ରି, ଅରୁଆ ଚାଉଳ କୌଣସି ମନ୍ଦିରରେ ଦାନ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :