• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th September 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ରବିବାର । ତିଥି – ୮ମୀ ଦିବା ୧୦/୪୦ ଗତେ ୯ମୀ, ଚନ୍ଦ୍ର – ବିଛା ରାତ୍ରି ୦୯/୪୨ ଗତେ ଧନୁ, ଘାତ ଚନ୍ଦ୍ର- ରାତ୍ରି ୦୯/୪୨ ଗତେ ତୁଳା ଓ କୁମ୍ଭ, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ –୧ ପାଦ କୃଷିହାନି-ଭୂମିଦାନ

Scorpio

ବିଛା

Sunday 04 Sep 2022

ବିଶାଖା - ଅଫିସ୍‌ରେ ବଡ ଅଧିକାରୀ ମାନଙ୍କର ସହଯୋଗ ପାଇବେ ।

ଅନୁରାଧା – ପାରିବାରିକ ବାତାବରଣ ଶାନ୍ତିଦାୟକ ରହିବ ।

ଜ୍ୟେଷ୍ଠା – ଆମଦାନି ବୃଦ୍ଧି ହେବାର ସମ୍ଭାବନା ରହିଛି ।

ପ୍ରତିକାର – ଓଁ ଅଂ ଅଙ୍ଗାରକାୟ ଜପ କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :