• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th September 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ରବିବାର । ତିଥି – ୮ମୀ ଦିବା ୧୦/୪୦ ଗତେ ୯ମୀ, ଚନ୍ଦ୍ର – ବିଛା ରାତ୍ରି ୦୯/୪୨ ଗତେ ଧନୁ, ଘାତ ଚନ୍ଦ୍ର- ରାତ୍ରି ୦୯/୪୨ ଗତେ ତୁଳା ଓ କୁମ୍ଭ, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ –୧ ପାଦ କୃଷିହାନି-ଭୂମିଦାନ

Gemini

ମିଥୁନ

Sunday 04 Sep 2022

ମୃଗଶିରା - ଅନ୍ୟମାନଙ୍କର ସମସ୍ୟା ବୁଝିବାକୁ ଚେଷ୍ଟା କରିବେ ।

ଆଦ୍ରା - ପାରିବାରିକ ଜୀବନ ସୁଖମୟ ରହିବ ।

ପୁନର୍ବସୁ - ପଡୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢାଇବେ ।

ପ୍ରତିକାର – ସବୁଜ ରଙ୍ଗର ପୋଷାକ କୈାଣସି ହିଞିଡାକୁ ଦାନ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :