• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th September 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ରବିବାର । ତିଥି – ୮ମୀ ଦିବା ୧୦/୪୦ ଗତେ ୯ମୀ, ଚନ୍ଦ୍ର – ବିଛା ରାତ୍ରି ୦୯/୪୨ ଗତେ ଧନୁ, ଘାତ ଚନ୍ଦ୍ର- ରାତ୍ରି ୦୯/୪୨ ଗତେ ତୁଳା ଓ କୁମ୍ଭ, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ –୧ ପାଦ କୃଷିହାନି-ଭୂମିଦାନ

Libra

ତୁଳା

Sunday 04 Sep 2022

ଚିତ୍ରା – ପରିବାର ଲୋକଙ୍କ ସହ ଅଧିକରୁ ଅଧିକ ସମୟ ଅତିବାହିତ କରିବେ ।

ସ୍ୱାତୀ – କର୍ମକ୍ଷେତ୍ରରେ ପୂର୍ବ ଜଣାଶୁଣାରୁ ଲାଭ ହେବ ।

ବିଶାଖା – ଜୀବନ ସାଥିଙ୍କ ସହିତ ସିନେମା ଦେଖିବାର ଯୋଜନା କରିବେ ।

ପ୍ରତିକାର – ଭଗବାନଙ୍କର ମୀନ ଅବତାର ଫଟୋକୁ ପୂଜା କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :