ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୪ ତାରିଖ ଶୁକ୍ରବାର ଚନ୍ଦ୍ର – କୁମ୍ଭ ସନ୍ଧ୍ୟା ୦୬/୧୯ ଗତେ ମୀନ ତିଥି- ୧୧ଶୀ ସନ୍ଧ୍ୟା ୦୬/୦୮ ଗତେ ୧୨ଶୀ ଘାତ ଚନ୍ଦ୍ର- ମିଥୁନ ଓ ମୀନ ସନ୍ଧ୍ୟା ୦୬/୧୯ ଗତେ ଧନୁ ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ୧ ପାଦ କୁଟୁମ୍ଭ ହାନି-ତିଳକାଞନ ଦାନ ସନ୍ଧ୍ୟା ୦୬/୦୮ ଗତେ ୨ ପାଦ
ଉ , ଷାଢା - ବନ୍ଧୁ ବିଛେଦ ଜନିତ ମନସ୍ଥାପ କରିପାରନ୍ତି । ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ ।
ଶ୍ରବଣା – ସାମାଜିକ ଗତିବିଧିରେ ସମ୍ମାନ ବୃଦ୍ଧି ହେବ । ବିଦ୍ୟାର୍ଥୀ ମାନେ କିଛି ସଫଳତା ପାଇପାରନ୍ତି । ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ
ଧନିଷ୍ଠା – ଖବରଦାତା, ଆୟନଜ୍ଞ ମାନେ ବିଶେଷ ଉପକୃତ ହେବେ । ମହିଳା ମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ
ପ୍ରତିକାର – ମାଆ ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮