ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୪ ତାରିଖ ଶୁକ୍ରବାର ଚନ୍ଦ୍ର – କୁମ୍ଭ ସନ୍ଧ୍ୟା ୦୬/୧୯ ଗତେ ମୀନ ତିଥି- ୧୧ଶୀ ସନ୍ଧ୍ୟା ୦୬/୦୮ ଗତେ ୧୨ଶୀ ଘାତ ଚନ୍ଦ୍ର- ମିଥୁନ ଓ ମୀନ ସନ୍ଧ୍ୟା ୦୬/୧୯ ଗତେ ଧନୁ ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ୧ ପାଦ କୁଟୁମ୍ଭ ହାନି-ତିଳକାଞନ ଦାନ ସନ୍ଧ୍ୟା ୦୬/୦୮ ଗତେ ୨ ପାଦ
ମଘା – ଆତ୍ମତୃପ୍ତି ଲାଭ କରିବେ । କର୍ମକ୍ଷେତ୍ରରେ ସାହାସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଂଶସିତ ହେବେ । ବନ୍ଧୁଙ୍କ ପ୍ରେରଣାରେ ଖୁସି ପାଇବେ ।
ପୂ , ଫାଲଗୁନୀ - ପ୍ରଶାସନ କ୍ଷେତ୍ରରେ ସୁଫଳ ପାଇବେ । ବ୍ୟବସାୟରେ ସାହାଯ୍ୟ, ସହଯୋଗ ପାଇବେ । ଶିକ୍ଷାର୍ଥୀ ମାନେ ଗୁରୁଙ୍କର ପରାମର୍ଶ ନେବେ ।
ଉ ,ଫାଲଗୁନୀ – ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ନ ରହିଲେ ହଜି ଯାଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ ।
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧