ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୪ ତାରିଖ ଶୁକ୍ରବାର ଚନ୍ଦ୍ର – କୁମ୍ଭ ସନ୍ଧ୍ୟା ୦୬/୧୯ ଗତେ ମୀନ ତିଥି- ୧୧ଶୀ ସନ୍ଧ୍ୟା ୦୬/୦୮ ଗତେ ୧୨ଶୀ ଘାତ ଚନ୍ଦ୍ର- ମିଥୁନ ଓ ମୀନ ସନ୍ଧ୍ୟା ୦୬/୧୯ ଗତେ ଧନୁ ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ୧ ପାଦ କୁଟୁମ୍ଭ ହାନି-ତିଳକାଞନ ଦାନ ସନ୍ଧ୍ୟା ୦୬/୦୮ ଗତେ ୨ ପାଦ
କୃତିକା - ମାଙ୍ଗଳିକ କାର୍ଯ୍ୟରେ ସାମୟିକ ସମସ୍ୟା ଦେଖାଦେଲେ ବି ପରେ ତାହା ସଂପନ୍ନ ହେବ । ରକ୍ତ ଚାପ ବଢିପାରେ । ପରିବାରରେ ମଦ ଭେଦ କାରଣରୁ କଳହ ସୃଷ୍ଟି ହୋଇପାରେ ।
ରୋହିଣୀ – ଛାତ୍ରଛାତ୍ରୀ ମାନେ ଆଶାନୁରୂପ ପାଇ ପାରିବେ ନାହିଁ । କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି । ରାଜନିତିରେ ଚାପରେ ରହିବେ ।
ମୃଗଶିରା – ଓକିଲଙ୍କ ପାଇଁ ଦିନଟି ଭଲ । ମହିଳା ମାନେ ଭୋଗ ବିଳାଷରେ ରହିବେ ।
ପ୍ରତିକାର – ମାଆ କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬