ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୪ ତାରିଖ ଶୁକ୍ରବାର ଚନ୍ଦ୍ର – କୁମ୍ଭ ସନ୍ଧ୍ୟା ୦୬/୧୯ ଗତେ ମୀନ ତିଥି- ୧୧ଶୀ ସନ୍ଧ୍ୟା ୦୬/୦୮ ଗତେ ୧୨ଶୀ ଘାତ ଚନ୍ଦ୍ର- ମିଥୁନ ଓ ମୀନ ସନ୍ଧ୍ୟା ୦୬/୧୯ ଗତେ ଧନୁ ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ୧ ପାଦ କୁଟୁମ୍ଭ ହାନି-ତିଳକାଞନ ଦାନ ସନ୍ଧ୍ୟା ୦୬/୦୮ ଗତେ ୨ ପାଦ
ଚିତ୍ରା – ଶାରୀରିକ କ୍ଲେଶ ଦୂର ହେବ । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । କର୍ମ କ୍ଷେତ୍ରରେ ନୈରାଶ୍ୟ ଦୂରେଇଯିବ ଓ ପ୍ରତିଷ୍ଠା ଲାଭ କରିବେ ।
ସ୍ୱାତୀ – ବ୍ୟବସାୟରେ ଉପରିସ୍ଥ ବୁଦ୍ଧି ଓ କୈାଶଳପୂର୍ଣ୍ଣ ବ୍ୟବହାର ଅନ୍ୟକୁ ଆପଣାର କରିବାରେ ସାହାର୍ଯ୍ୟ କରିପାରେ । ବିଦ୍ୟାର୍ଥୀ ମାନେ ଆଂଶିକ ଫଳ ପାଇବେ ।
ବିଶାଖା – ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟରେ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । ମହିଳା ମାନେ କୈାଣସି କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି ।
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬