ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୪ ତାରିଖ ଶୁକ୍ରବାର ଚନ୍ଦ୍ର – କୁମ୍ଭ ସନ୍ଧ୍ୟା ୦୬/୧୯ ଗତେ ମୀନ ତିଥି- ୧୧ଶୀ ସନ୍ଧ୍ୟା ୦୬/୦୮ ଗତେ ୧୨ଶୀ ଘାତ ଚନ୍ଦ୍ର- ମିଥୁନ ଓ ମୀନ ସନ୍ଧ୍ୟା ୦୬/୧୯ ଗତେ ଧନୁ ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ୧ ପାଦ କୁଟୁମ୍ଭ ହାନି-ତିଳକାଞନ ଦାନ ସନ୍ଧ୍ୟା ୦୬/୦୮ ଗତେ ୨ ପାଦ
ମୃଗଶିରା – ସ୍ୱାସ୍ଥ୍ୟ ସମସ୍ୟା ସୁଧାରି ନେବେ । ପାରିବାରିକ କ୍ଷେତ୍ରରେ ବୁଝାବଣା ଠିକ୍ ରହିବ । ରାଜନିତିରେ ଦୃଢ ପୃଷ୍ଟି ପୋଷକତା ଯୋଗୁଁ ଆଗେଇ ଯିବେ
ଆଦ୍ରା - ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇ କଳହକୁ ଡାକି ଆଣିବେ । ଉଚ୍ଚଶିକ୍ଷା ପାଇଁ ବିଦେଶକୁ ଯାଇପାରନ୍ତି ।
ପୁନର୍ବସୁ - ସମ୍ପତିକୁ ନେଇ ଚିନ୍ତା ଦୂର ହେବ । ମହିଳା ମାନେ କୈାଣସି ଖବର ପାଇ ଖୁସି ରହିବେ ।
ପ୍ରତିକାର – ମାଆ ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫