ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ରବିବାର । ତିଥି – ପ୍ରତିପଦ ଦିବା ୦୨/୪୫ ଗତେ ୨ୟା, ଚନ୍ଦ୍ର – ସିଂହ ରାତ୍ରି ୦୪/୧୪ ଗତେ କନ୍ୟା, ଘାତ ଚନ୍ଦ୍ର- କର୍କଟ ଓ ମକର ରାତ୍ରି ୦୪/୧୪ ଗତେ ବୃଷ, ଘାତ ବାର –ମେଷ, ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୨/୪୫ ଗତେ ୨ପାଦ- କୃଷି ଓ ପଶୁହାନି – ଭୂମି ଓ ଅନ୍ନଦାନ ରାତ୍ରି ୦୯/୫୫ ଗତେ ୩ୟା- କୃଷି- ପଶୁ ଓ ବଂଶହାନି- ଭୂମି , ଅନ୍ନ ଓ ତିଳକାଞ୍ଚନ ଦାନ
ପୂ, ଭାଦ୍ରପଦ - ତେଜରାତି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ ।
ଉ , ଭଦ୍ରପଦ - ଭାତୃ ସଂପର୍କରେ ଉନ୍ନତି ଘଟିବ ।
ରେବତୀ – ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ରକୁ ୨୧ ଥର ପାଠ କରନ୍ତୁ ।
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩