ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ରବିବାର । ତିଥି – ପ୍ରତିପଦ ଦିବା ୦୨/୪୫ ଗତେ ୨ୟା, ଚନ୍ଦ୍ର – ସିଂହ ରାତ୍ରି ୦୪/୧୪ ଗତେ କନ୍ୟା, ଘାତ ଚନ୍ଦ୍ର- କର୍କଟ ଓ ମକର ରାତ୍ରି ୦୪/୧୪ ଗତେ ବୃଷ, ଘାତ ବାର –ମେଷ, ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୨/୪୫ ଗତେ ୨ପାଦ- କୃଷି ଓ ପଶୁହାନି – ଭୂମି ଓ ଅନ୍ନଦାନ ରାତ୍ରି ୦୯/୫୫ ଗତେ ୩ୟା- କୃଷି- ପଶୁ ଓ ବଂଶହାନି- ଭୂମି , ଅନ୍ନ ଓ ତିଳକାଞ୍ଚନ ଦାନ
ଚିତ୍ରା – ସାମାଜିକ ଆଦୃତି ମାଧ୍ୟମରେ ସୁଖ ସମ୍ମାନ ପ୍ରଦାନ କରିବ ।
ସ୍ୱାତୀ - ନିକଟସ୍ଥ ସହରକୁ ବୁଲି ଯାଇ ପାରନ୍ତି ।
ବିଶାଖା - ସ୍ଥଗିତ କାର୍ଯ୍ୟ ତ୍ୱରାନିତ ହେବ ।
ପ୍ରତିକାର - ଭାର୍ଗବୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬