ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ରବିବାର । ତିଥି – ପ୍ରତିପଦ ଦିବା ୦୨/୪୫ ଗତେ ୨ୟା, ଚନ୍ଦ୍ର – ସିଂହ ରାତ୍ରି ୦୪/୧୪ ଗତେ କନ୍ୟା, ଘାତ ଚନ୍ଦ୍ର- କର୍କଟ ଓ ମକର ରାତ୍ରି ୦୪/୧୪ ଗତେ ବୃଷ, ଘାତ ବାର –ମେଷ, ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୨/୪୫ ଗତେ ୨ପାଦ- କୃଷି ଓ ପଶୁହାନି – ଭୂମି ଓ ଅନ୍ନଦାନ ରାତ୍ରି ୦୯/୫୫ ଗତେ ୩ୟା- କୃଷି- ପଶୁ ଓ ବଂଶହାନି- ଭୂମି , ଅନ୍ନ ଓ ତିଳକାଞ୍ଚନ ଦାନ
ବିଶାଖା - ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ ।
ଅନୁରାଧା - ପ୍ରିୟ ଲୋକଙ୍କ ସହିତ ଆନନ୍ଦିତ ହେବେ ।
ଜ୍ୟେଷ୍ଠା - ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ ।
ପ୍ରତିକାର - ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯