ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ରବିବାର । ତିଥି – ପ୍ରତିପଦ ଦିବା ୦୨/୪୫ ଗତେ ୨ୟା, ଚନ୍ଦ୍ର – ସିଂହ ରାତ୍ରି ୦୪/୧୪ ଗତେ କନ୍ୟା, ଘାତ ଚନ୍ଦ୍ର- କର୍କଟ ଓ ମକର ରାତ୍ରି ୦୪/୧୪ ଗତେ ବୃଷ, ଘାତ ବାର –ମେଷ, ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୨/୪୫ ଗତେ ୨ପାଦ- କୃଷି ଓ ପଶୁହାନି – ଭୂମି ଓ ଅନ୍ନଦାନ ରାତ୍ରି ୦୯/୫୫ ଗତେ ୩ୟା- କୃଷି- ପଶୁ ଓ ବଂଶହାନି- ଭୂମି , ଅନ୍ନ ଓ ତିଳକାଞ୍ଚନ ଦାନ
ମୃଗଶିରା - କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ ।
ଆଦ୍ରା - ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ ।
ପୁନର୍ବସୁ - ଆଲୋଚନାରେ ନିଜକୁ ସାମିଲ କରିବେ ।
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫