ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ରବିବାର । ତିଥି – ପ୍ରତିପଦ ଦିବା ୦୨/୪୫ ଗତେ ୨ୟା, ଚନ୍ଦ୍ର – ସିଂହ ରାତ୍ରି ୦୪/୧୪ ଗତେ କନ୍ୟା, ଘାତ ଚନ୍ଦ୍ର- କର୍କଟ ଓ ମକର ରାତ୍ରି ୦୪/୧୪ ଗତେ ବୃଷ, ଘାତ ବାର –ମେଷ, ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୨/୪୫ ଗତେ ୨ପାଦ- କୃଷି ଓ ପଶୁହାନି – ଭୂମି ଓ ଅନ୍ନଦାନ ରାତ୍ରି ୦୯/୫୫ ଗତେ ୩ୟା- କୃଷି- ପଶୁ ଓ ବଂଶହାନି- ଭୂମି , ଅନ୍ନ ଓ ତିଳକାଞ୍ଚନ ଦାନ
କୃତିକା - ପରିସ୍ଥିତିରେ ପଡି ଅନ୍ୟମାନଙ୍କୁ ଭୁଲ ବୁଝିବେ ।
ରୋହିଣୀ - ଜମିଜମା କାରବାରରେ ଠକାମୀରେ ପଡିବେ ।
ମୃଗଶିରା - ବାଣିଜ୍ୟ - ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ ।
ପ୍ରତିକାର –ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬