• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂରଯାତ୍ରା କରିପାରନ୍ତି

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର ଚନ୍ଦ୍ର – ତୁଳା ପ୍ରାତଃ ୦୬/୩୦ ଗତେ ବିଛା ତିଥୀ - ୨ୟା ଦିବା ୧୨/୪୫ ଗତେ ୩ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ତୁଳା , କୁମ୍ଭ ରାଶିର ପୁଷ୍କର ଦୋଷ – ୨ ପାଦ ଦିବା ୧୨/୧୦ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନଦାନ

Aquarius

କୁମ୍ଭ

Thursday 27 Oct 2022

ଧନିଷ୍ଠା –ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ଘରକୁ ବନ୍ଧୁଙ୍କ ଆଗମନ ହେବ l ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ ।

ଶତଭିଷା – ରାଜନୀତିରେ ନିଜର ମନ୍ତବ୍ୟ ପ୍ରକାଶ କରନ୍ତୁ ନାହିଁ l ବାକି ପଡ଼ିଥିବା କାମକୁ ପୁରା କରିବେ ।

ପୂ , ଭାଦ୍ରପଦ –ଜମିରେ ଭାବିଚିନ୍ତି ନିବେଶ କରନ୍ତୁ । ଅଫିସରେ ସହଯୋଗୀ ଆପଣଙ୍କ ବିଚାର ଦ୍ଵାରା ପ୍ରଭାବିତ ହେବେ ।

ପ୍ରତିକାର –ଶନିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :