• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂରଯାତ୍ରା କରିପାରନ୍ତି

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର ଚନ୍ଦ୍ର – ତୁଳା ପ୍ରାତଃ ୦୬/୩୦ ଗତେ ବିଛା ତିଥୀ - ୨ୟା ଦିବା ୧୨/୪୫ ଗତେ ୩ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ତୁଳା , କୁମ୍ଭ ରାଶିର ପୁଷ୍କର ଦୋଷ – ୨ ପାଦ ଦିବା ୧୨/୧୦ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନଦାନ

Gemini

ମିଥୁନ

Thursday 27 Oct 2022

ମୃଗଶିରା - ଛାତିରେ ଯନ୍ତ୍ରଣା ଅନୁଭବ କରିବେ । ଭାଇଭଉଣୀ ମିଶି ସୁସ୍ୱାଦ ଭୋଜନର ଆନନ୍ଦ ନେବେ । ଔଷଧ ବ୍ୟବସାୟ ଆରମ୍ଭ କରିବେ

ଆଦ୍ରା - ଚାକିରୀ କ୍ଷେତ୍ରରେ ମନମୁତାବକ କାମ କରିବେ । ରାଜନୀତିରେ ବଡ଼ ଦାୟିତ୍ୱ ଗ୍ରହଣ କରିବେ । ଛାତ୍ରଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ।

ପୁନର୍ବସୁ - ଜମିକୁ ନେଇ କାହାରିକୁ ବିଶ୍ୱାସ କରନ୍ତୁ ନାହିଁ । ମହିଳା ମାନେ ପ୍ରତିଶୃତି ରକ୍ଷା କରି ପାରିବେ ନାହିଁ

ପ୍ରତିକାର –ଗଣେଷଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :