• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂରଯାତ୍ରା କରିପାରନ୍ତି

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର ଚନ୍ଦ୍ର – ତୁଳା ପ୍ରାତଃ ୦୬/୩୦ ଗତେ ବିଛା ତିଥୀ - ୨ୟା ଦିବା ୧୨/୪୫ ଗତେ ୩ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ତୁଳା , କୁମ୍ଭ ରାଶିର ପୁଷ୍କର ଦୋଷ – ୨ ପାଦ ଦିବା ୧୨/୧୦ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନଦାନ

Taurus

ବୃଷ

Thursday 27 Oct 2022

କୃତିକା - ଆଣ୍ଠୁ ଜନିତ ସମସ୍ୟା ଦେଖାଦେବ । ବ୍ୟବସାୟରେ ଲାଭ କ୍ଷତି ସମାନ ପରିମାଣରେ ରହିବ । ପ୍ରେମ ସମ୍ପର୍କ ମଜବୁତ ରହିବ

ରୋହିଣୀ – ରାଜନୀତିରେ ଅପବ୍ୟବହାର ଦେଖାଇବେ । କର୍ମରେ ଅଧିକ କାମ କରି ପ୍ରଶସାର ପାତ୍ର ହେବେ । ଛାତ୍ରଛାତ୍ରୀ ମାନେ ଗୁରୁଜନଙ୍କ ସାହାଯ୍ୟ ନେବେ

ମୃଗଶିରା –ନୂଆ ଜମିରେ ଘର ତିଆରି କରିବେ । ମହିଳା ମାନେ କାମରେ ବ୍ୟସ୍ତ ରହିବେ

ପ୍ରତିକାର –ମହାଲକ୍ଷ୍ମୀଙ୍କ ଆରଧନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :