• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂରଯାତ୍ରା କରିପାରନ୍ତି

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର ଚନ୍ଦ୍ର – ତୁଳା ପ୍ରାତଃ ୦୬/୩୦ ଗତେ ବିଛା ତିଥୀ - ୨ୟା ଦିବା ୧୨/୪୫ ଗତେ ୩ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ତୁଳା , କୁମ୍ଭ ରାଶିର ପୁଷ୍କର ଦୋଷ – ୨ ପାଦ ଦିବା ୧୨/୧୦ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନଦାନ

Leo

ସିଂହ

Thursday 27 Oct 2022

ମଘା – ସନ୍ତାନ ପୀଡା ହୋଇପାରେ । ବ୍ୟବସାୟରେ ସାମାନ୍ୟ ଲାଭ ହେବ l ପିଲାଦିନର ସାଙ୍ଗଙ୍କ ସହିତ ସିନେମା ଦେଖିଯିବେ ।

ପୂ , ଫାଲଗୁନୀ - ରାଜନୀତିରେ ସମସ୍ୟା ଉପୁଜିବ । କର୍ମକ୍ଷେତ୍ରରେ ଚାପରେ ରହିବେ । ଛାତ୍ରଛାତ୍ରୀ ମାନେ ମନଲଗାଇ ପାଠ ପଢିବେ

ଉ ,ଫାଲଗୁନୀ – ଜମି ମାମଲା ସ୍ଥଗିତ ରହିବ । ମହିଳା ମାନେ ଘର ସଜ୍ଜାରେ ସମୟ ଅତିବାହିତ କରିବେ ।

ପ୍ରତିକାର –ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :