ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର ଚନ୍ଦ୍ର – ତୁଳା ପ୍ରାତଃ ୦୬/୩୦ ଗତେ ବିଛା ତିଥୀ - ୨ୟା ଦିବା ୧୨/୪୫ ଗତେ ୩ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ତୁଳା , କୁମ୍ଭ ରାଶିର ପୁଷ୍କର ଦୋଷ – ୨ ପାଦ ଦିବା ୧୨/୧୦ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନଦାନ
ମୂଳା – ବହୁ ଦିନର ରୋଗରୁ ମୁକ୍ତି ପାଇବେ । ବ୍ୟବସାୟ ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ପାରିବାରିକ କଳହ ଦେଖାଦେବ
ପୂ , ଷାଢା – କର୍ମ କ୍ଷେତ୍ରରେ ଭଲ କାମ ପାଇଁ ବେତନ ବଢିବ । ରାଜନୀତିରେ ବିଶେଷ କଥା ଆଲୋଚନା କରିବେ । ପରୀକ୍ଷାରେ କମ ନମ୍ବର ରଖିବେ
ଉ , ଷାଢା – କୋର୍ଟ ମାମଲାରେ ନପଡିଲେ ଭଲ । ମହିଳା ମାନେ ଘର କାମରେ ସାହାଯ୍ୟ କରିବେ
ପ୍ରତିକାର –ଗୁରୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩