• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂରଯାତ୍ରା କରିପାରନ୍ତି

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର ଚନ୍ଦ୍ର – ତୁଳା ପ୍ରାତଃ ୦୬/୩୦ ଗତେ ବିଛା ତିଥୀ - ୨ୟା ଦିବା ୧୨/୪୫ ଗତେ ୩ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ତୁଳା , କୁମ୍ଭ ରାଶିର ପୁଷ୍କର ଦୋଷ – ୨ ପାଦ ଦିବା ୧୨/୧୦ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନଦାନ

Capricorn

ମକର

Thursday 27 Oct 2022

ଉ , ଷାଢା - ଦେହ ଭଲ ରହିବ । କରବାରରେ ଉଥାନପତନ ଦେଖାଦେବ l ପ୍ରେମରେ ଅସଫଳ ପାଇବେ

ଶ୍ରବଣା – ରାଜନୀତିରେ କାହା ପ୍ରତି ଆପଣ ମନ୍ତବ୍ୟ ପ୍ରକାଶ କରନ୍ତୁ ନାହିଁ l ଅଧିକ କାମ କରିବା ଯୋଗୁ କ୍ଲାନ୍ତି ଅନୁଭବ କରିବେ l ଛାତ୍ର ଛାତ୍ରୀ ମାନେ ଏକାଗ୍ରତା ରକ୍ଷା କରିବେ 

ଧନିଷ୍ଠା –ସମ୍ପତ୍ତି ବଢ଼ାଇବା ଯୋଜନା ଭଲ ରହିବ l ମହିଳା ମାନେ ଏକାନ୍ତରେ ସମୟ ବିତାଇବେ ।

ପ୍ରତିକାର –କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :