• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂରଯାତ୍ରା କରିପାରନ୍ତି

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର ଚନ୍ଦ୍ର – ତୁଳା ପ୍ରାତଃ ୦୬/୩୦ ଗତେ ବିଛା ତିଥୀ - ୨ୟା ଦିବା ୧୨/୪୫ ଗତେ ୩ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ତୁଳା , କୁମ୍ଭ ରାଶିର ପୁଷ୍କର ଦୋଷ – ୨ ପାଦ ଦିବା ୧୨/୧୦ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନଦାନ

Pisces

ମୀନ

Thursday 27 Oct 2022

ପୂ , ଭାଦ୍ରପଦ - ପ୍ରିୟତମା ଙ୍କ ସହ ସମ୍ବଦ୍ଧ ଉତ୍ତମ ରହିବ l ଅଧିକ ଭାବପ୍ରବଣ ରହିଲେ ମୁଣ୍ଡବ୍ୟଥା ହୋଇପାରେ । କର୍ମକ୍ଷେତ୍ରରେ ନୂଆ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିବ 

ଉ , ଭଦ୍ରପଦ - ରାଜନୀତିରେ ଶତ୍ରୁ ବୃଦ୍ଧି ପାଇବେ l ବ୍ୟବସାୟଙ୍କୁ ଭଲ ଲାଭ ହେବ । ବିଦ୍ୟାର୍ଥୀ ମାନେ ନିଜର ପ୍ରତିଭା ଦେଖାଇବେ ।

ରେବତୀ – ଜମିବାଡ଼ି ମାମଲାରେ କାହାରିକୁ ଭରସା କରନ୍ତୁ ନାହିଁ । ମହିଳା ମାନେ ଧର୍ମଶିଳ ରହିବେ ।

ପ୍ରତିକାର –ହଳଦିଆ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :