• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂରଯାତ୍ରା କରିପାରନ୍ତି

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର ଚନ୍ଦ୍ର – ତୁଳା ପ୍ରାତଃ ୦୬/୩୦ ଗତେ ବିଛା ତିଥୀ - ୨ୟା ଦିବା ୧୨/୪୫ ଗତେ ୩ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ତୁଳା , କୁମ୍ଭ ରାଶିର ପୁଷ୍କର ଦୋଷ – ୨ ପାଦ ଦିବା ୧୨/୧୦ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନଦାନ

Scorpio

ବିଛା

Thursday 27 Oct 2022

ବିଶାଖା – ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଯାହା ବ୍ୟବସାୟ ଆରମ୍ଭ କରିବେ ସେଥିରେ ସଫଳତା ପାଇବେ ।

ଅନୁରାଧା – ରାଜନୀତିରେ ଦୃଢ ପ୍ରତିଜ୍ଞା କରିବେ । କାମ କରିବା ସମୟରେ ଅନ୍ୟମନସ୍କ ରୁହନ୍ତୁ ନାହିଁ । ଶିକ୍ଷାର୍ଥୀ ମାନେ ଉଚ୍ଚ ଆଶା ରଖିବେ

ଜ୍ୟେଷ୍ଠା – ପୌତୃକ ସମ୍ପତ୍ତିର ସନ୍ଧାନ ପାଇବେ । ମହିଳା ମାନେ ସବୁକାମରେ ଆଗରେ ରହିବେ ।

ପ୍ରତିକାର –ହନୁମାନ ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :