• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂରଯାତ୍ରା କରିପାରନ୍ତି

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର ଚନ୍ଦ୍ର – ତୁଳା ପ୍ରାତଃ ୦୬/୩୦ ଗତେ ବିଛା ତିଥୀ - ୨ୟା ଦିବା ୧୨/୪୫ ଗତେ ୩ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ତୁଳା , କୁମ୍ଭ ରାଶିର ପୁଷ୍କର ଦୋଷ – ୨ ପାଦ ଦିବା ୧୨/୧୦ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନଦାନ

Cancer

କର୍କଟ

Thursday 27 Oct 2022

ପୁନର୍ବସୁ - ଶାରୀରିକ କଷ୍ଟ ଦୂର ହେବ । ବନ୍ଧୁତାରେ ସମ୍ପର୍କ ହାନି ହେବ l ଶିଳ୍ପରେ ଉନ୍ନତି କରିବେ ।

ପୁଷ୍ୟା – ରାଜନୀତିରେ କୁଟନୀତି ପ୍ରୟୋଗ କରିବେ । ଭଲ କାର୍ଯ୍ୟର ସନ୍ଧାନ ମିଳିବ । ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ

ଅଶ୍ଳେଷା - ଭୁସମ୍ପତ୍ତି ଭାଗ ହୋଇପାରେ । ମହିଳା ମାନେ ସ୍ଥିର ମନା ରହିବେ

ପ୍ରତିକାର –ସକାଳୁ ଉଠି ଗୁରୁଜନଙ୍କୁ ପ୍ରଣାମ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :