ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର ।ଚନ୍ଦ୍ର – ମେଷ ସନ୍ଧ୍ୟା ୦୭.୨୫ ଗତେ ବୃଷ,ତିଥି – ୩ୟା ଦିବା ୦୪.୨୩ ଗତେ ୫ମୀ,ଘାତ ଚନ୍ଦ୍ର – ମେଷ ସନ୍ଧ୍ୟା ୦୭.୨୫ ଗତେ ବିଛା,ଘାତ ବାର- ବୃଷ, ସିଂହ ଓ କନ୍ୟା,.ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୧.୧୯ ଗତେ ୨ ପାଦ ।
ଉ, ଷାଢା- କଠିନ ପରିଶ୍ରମ କରିବା ଯୋଗୁଁ ଶାରୀରିକ ଅସୁସ୍ଥତା ଦେଖାଦେବ । ବ୍ୟବସାୟ ପାଇଁ ଟଙ୍କା ଋଣ କରିବାକୁ ପଡିପାରେ । କର୍ମ କ୍ଷେତ୍ରରେ ସଚ୍ଚୋଟ ଭାବେ କାର୍ଯ୍ୟ କରିବା ଯୋଗୁଁ ସମସ୍ତଙ୍କର ପ୍ରିୟ ହେବେ ।
ଶ୍ରବଣା- ଘରର ଦାୟିତ୍ୱ ନେଇ ପରିବାର ଲୋକଙ୍କ ସହ କଥା ହେବେ । ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଯାନ ,ବାହନ କ୍ରୟ କରିବାର ସୁଯୋଗ ସୁବିଧା ପାଇବେ ।
ଧନିଷ୍ଠା- ନୃତ୍ୟ ବାଦି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି । ଜମି କ୍ରୟ କରି ଖୁସି ରହିବେ । କୈାଣସି ପୁରୁଣା ମକଦ୍ଦମା ଉପରେ ମନୋନିବେଶ କରିବେ । ପୂର୍ବ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ ।
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮