• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th March 2023: ଏହି ରାଶିର ବ୍ୟକ୍ତି ଆଜି ନୂଆ ଚାକିରିର ସୁଯୋଗ ପାଇବେ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର ।ଚନ୍ଦ୍ର – ମେଷ ସନ୍ଧ୍ୟା ୦୭.୨୫ ଗତେ ବୃଷ,ତିଥି – ୩ୟା ଦିବା ୦୪.୨୩ ଗତେ ୫ମୀ,ଘାତ ଚନ୍ଦ୍ର – ମେଷ ସନ୍ଧ୍ୟା ୦୭.୨୫ ଗତେ ବିଛା,ଘାତ ବାର- ବୃଷ, ସିଂହ ଓ କନ୍ୟା,.ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୧.୧୯ ଗତେ ୨ ପାଦ ।

Leo

ସିଂହ

Saturday 25 Mar 2023

ମଘା- ସ୍ୱାସ୍ଥ୍ୟ ଚିନ୍ତା ଆପଣ ସାମ୍ନା କରିବେ । ଆପଣଙ୍କର ସ୍ଥିତି ଆର୍ଥିକ ଦୃଷ୍ଟିରୁ ସ୍ଥିର ରହିବ । ଜୀବନ ସାଥୀଙ୍କ ସହିତ ଏକ ଦୃଢ଼ ସମ୍ପର୍କ ଗଢ଼ିବେ । କୌଣସି ନିଷ୍ପତ୍ତି ନେବାବେଳେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ

ପୂ- ଫାଲ୍‌ଗୁନୀ- କୌଣସି ପ୍ରକାରର ନୂତନ ବ୍ୟବସାୟରେ ବିନିଯୋଗ ହେବାର ସମ୍ଭାବନା ଅଛି । ଚାକିରି ପରିବର୍ତ୍ତନ ପାଇଁ ଏକ ସୁଯୋଗ ମଧ୍ୟ ପାଇପାରନ୍ତି । ଧର୍ମ କାର୍ଯ୍ୟ ପ୍ରତି ମନ ବଳାଇ ଦୂର ଯାତ୍ରା କରି ପାରନ୍ତି ।

ଉ- ଫାଲ୍‌ଗୁନୀ- ଘରୋଇ ସଂସ୍ଥାରେ କାମ କରୁଥିବା ବ୍ୟକ୍ତି ମାନେ ସହ କର୍ମୀଙ୍କ ସାହାର୍ଯ୍ୟ ସହଯୋଗ ପାଇବେ । ଦୂର ସ୍ଥାନରେ ଜମି କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ ।

ପ୍ରତିକାର – ସୂର୍ଯ୍ୟ ଦେବତାଙ୍କର ପୂଜା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :