• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th March 2023: ଏହି ରାଶିର ବ୍ୟକ୍ତି ଆଜି ନୂଆ ଚାକିରିର ସୁଯୋଗ ପାଇବେ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର ।ଚନ୍ଦ୍ର – ମେଷ ସନ୍ଧ୍ୟା ୦୭.୨୫ ଗତେ ବୃଷ,ତିଥି – ୩ୟା ଦିବା ୦୪.୨୩ ଗତେ ୫ମୀ,ଘାତ ଚନ୍ଦ୍ର – ମେଷ ସନ୍ଧ୍ୟା ୦୭.୨୫ ଗତେ ବିଛା,ଘାତ ବାର- ବୃଷ, ସିଂହ ଓ କନ୍ୟା,.ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୧.୧୯ ଗତେ ୨ ପାଦ ।

Pisces

ମୀନ

Saturday 25 Mar 2023

ପୂ, ଭାଦ୍ରପଦ- ମାନସିକ ଶାନ୍ତି ଦେଖାଦେବ । ନୂଆ ବ୍ୟବସାୟ ଆରମ୍ଭ କରିବାର ସୁଯୋଗ ପାଇବେ । କର୍ମ କ୍ଷେତ୍ରରେ ପ୍ରଶଂସା ପାଇବା ସହିତ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କର ପ୍ରିୟ ଭାଜନ ହେବେ ।

ଉ, ଭାଦ୍ରପଦ- ସାମାଜିକ କାର୍ଯ୍ୟରେ ନୂତନ ଲୋକଙ୍କ ସହ ସାକ୍ଷାତ ହୋଇ ସମ୍ପର୍କ ଦୃଢ ହେବ । ଜାଗା , ଜମି ଯାନବାହନ ଓ ଗୃହ କ୍ରୟ କରିବାର ସୁଯୋଗ ପାଇବେ ।

ରେବତୀ- ମାଲିମକଦ୍ଦମା ଆପୋଷ ସମାଧାନାର ରାସ୍ତା ଖୋଲିଯିବ । ପାଠପଢାରେ ପିଲା ମାନଙ୍କର ପ୍ରତିଭାର ବିକାଶ ହେବ । ମହିଳା ମାନେ ବହୁତ କଷ୍ଟ କରି ନିଜର ସ୍ୱପ୍ନ ପୂରଣ କରିବେ ।

ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :