ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର ।ଚନ୍ଦ୍ର – ମେଷ ସନ୍ଧ୍ୟା ୦୭.୨୫ ଗତେ ବୃଷ,ତିଥି – ୩ୟା ଦିବା ୦୪.୨୩ ଗତେ ୫ମୀ,ଘାତ ଚନ୍ଦ୍ର – ମେଷ ସନ୍ଧ୍ୟା ୦୭.୨୫ ଗତେ ବିଛା,ଘାତ ବାର- ବୃଷ, ସିଂହ ଓ କନ୍ୟା,.ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୧.୧୯ ଗତେ ୨ ପାଦ ।
ଅଶ୍ୱନୀ- ପାରିବାରିରେ ହସ ଖୁସିର ବାତାବରଣ ରହିବ । ବ୍ୟବସାୟୀମାନେ ଧର୍ୟ୍ୟର ସହିତ ସେମାନଙ୍କର କାର୍ୟ୍ୟ କରିବା ଆବଶ୍ୟକ । ଆପଣ ନିଜ କାର୍ୟ୍ୟରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଲାଭଦାୟକ ହେବ ।
କୃତିକା- ଚାକିରି କ୍ଷେତ୍ରରେ ପଦୋନ୍ନତି ଆଶା କରିପାରନ୍ତି । ଆପଣଙ୍କର ଜ୍ଞାନ ଏବଂ ଉପସ୍ଥିତ ବୁଦ୍ଧି ଆପଣଙ୍କୁ ସମସ୍ତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ । ଆଖପାଖରେ ଥିବା ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ସମୟ ବାହାର କରିବେ
ଦ୍ୱିଜା- ପିତୃପୁରୁଷଙ୍କ ସମ୍ପତ୍ତିରେ ବ୍ୟବସାୟ ଲାଭଜନକ ହୋଇପାରେ । ରାଜନୀତି ମାମଲାରେ ଶୁଭ ସମାଚାର ମିଳିପାରେ । ମହିଳା ମାନେ ନୂଆ ଚାକିରିର ସୁଯୋଗ ପାଇବେ ।
ପ୍ରତିକାର - ନୃସିଂହଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯